Daily Archives

December 5, 2019

ହାଇଦ୍ରାବାଦ ମାମଲାରେ ହୃଦୟଥରା କାହାଣୀ: ଯୁବତୀଙ୍କୁ ଜାଳିବା ପୂର୍ବରୁ ମଦ ପିଆଇଥିଲେ ଦୁର୍ବୃତ୍ତ

ଦିନକୁ ଦିନ ବଦଳୁଛି ହାଇଦ୍ରାବାଦ ମାମଲାର ମୋଡ । ଯୁବତୀଙ୍କ ସହ ଦୁର୍ବୃତ୍ତମାନେ ଜଘନ୍ୟକାଣ୍ଡ କରିବା ପରେ ତାଙ୍କୁ ଜାଳିଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ଜୋର ଧରିଥିଲା ପ୍ରତିବାଦ ।ଏବେ ସାମ୍ନାକୁ ଆସିଛି ଦୃର୍ବୃତ୍ତଙ୍କ ଆଉ ଏକ ଅମାନବୀୟ କାଣ୍ଡର କାହାଣୀ ।  ତେବେ ଦୁର୍ବୃତ୍ତମାନେ…

ବିଲୟ ହେବ ପିଏମସି ବ୍ୟାଙ୍କ୍ । ଉଦ୍ଧବ ସରକାର ଆରମ୍ଭ କଲେ ପ୍ରସ୍ତୁତି. ଲକ୍ଷ ଲକ୍ଷ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି ।

ଖୁବଶୀଘ୍ର ବିଲୟ ହେବ ପିଏମସି ବ୍ୟାଙ୍କ । ଏନେଇ ଉଦ୍ଧବ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ରାଜ୍ୟ ସହକାରୀ ବ୍ୟାଙ୍କରେ ପିଏମସି ବ୍ୟାଙ୍କର ବିଲୟ କରିବାକୁ ଠାକରେ ସରକାର ଯୋଜନା ପ୍ରସ୍ତୁତ କରୁଥିବାର ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ସାମ୍ନାକୁ ଆସିବା ପରେ ପିଏମସି…

କନ୍ଧମାଳ କାନ୍ଧରେ ଶୀତ: ପୁଣି ଫେରିଲା ଶୀତ-କୁହୁଡି । ସଞ୍ଜ ନଆସୁଣୁ ବାଘ ପରି ଡରାଉଛି ଶୀତ । ଥଣ୍ଡାର ମଜା ନେଇ…

କନକ ବ୍ୟୁରୋ: କନ୍ଧମାଳକୁ ପୁଣି ଫେରିଛି ଶୀତ । ଘନ କୁହୁଡି ସାଙ୍ଗକୁ ପଡୁଛି ଟୋପା ଟୋପା କାକର । ଭୋରରୁ ସକାଳ ୯ ଟା ଯାଏଁ ଘନ କୁହୁଡି ସାରା ଅଂଚଳକୁ ଘୋଡେଇ ରଖୁଛି । ଗତ ୩ ଦିନ ଧରି ଜାରି ରହିଥିବା ମେଘୁଆ ପାଗ ହଟିବା ପରେ ପ୍ରଥମ ଥର ପାଇଁ କନ୍ଧମାଳରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଛି ।…

କାଲି ହାଇଦ୍ରାବାଦରେ ହାଇଭୋଲଟେଜ ଟକ୍କର । ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦, କିଏ ମାରିବ ବାଜି ?

କନକ ବ୍ୟୁରୋ : ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍ । ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ତିନି ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ହିଁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ…

ଅପହଞ୍ଚ ଇଲାକାରେ ଅପହଞ୍ଚ ପାଠ: ସ୍କୁଲ ନାହିଁ, ସାର ବି ନାହାନ୍ତି କିନ୍ତୁ ମାସକୁ ମାସ ମିଳୁଛି ଦରମା । ମାଲକାନଗିରିରୁ…

କନକ ବ୍ୟୁରୋ: ଅପହଞ୍ଚ ଇଲାକାର ଅପହଞ୍ଚ କାହାଣୀ । ବଣ ପାହାଡ ଘେରା ଗାଁରେ ନାଁ ଅଛି ସ୍କୁଲ ନା ଅଛନ୍ତି ଶିକ୍ଷକ । ଦୀର୍ଘ ୩୦ ବର୍ଷ ହେବ ଏପରି କିଛି ଗାଁ ରହିଛି ଯେଉଁଠି କି ଆଜି ପର୍ଯ୍ୟନ୍ତ କୈ।ଣସି ଶିକ୍ଷକଙ୍କ ପାଦ ପଡିନାହିଁ । ସ୍କୁଲ ବଦଳରେ ଗାଈଗୋଠରେ ବିତୁଛି କୋମଳମତି ଆଦିବାସୀ ପିଲାଙ୍କ…

ରାଫେଲ ବିମାନରେ ଲାଗିବ ଘାତକ ମେଟେର ମିସାଇଲ । ଶତ୍ରୁ ଶିବିରକୁ କ୍ଷଣକରେ କରିବ ଧ୍ୱଂସ, ଟାର୍ଗେଟରେ ରହିବ ଚୀନ୍ ଓ…

ଆସନ୍ତା ବର୍ଷ ଭାରତକୁ ଆସିବ ବହୁଚର୍ଚ୍ଚିତ ରାଫେଲ ବିମାନ । ଗତ ଅକ୍ଟୋବର ମାସରେ ପ୍ରଥମ ରାଫେଲ ବିମାନ ଭାରତୀୟ ବାୟୁସେନାକୁ ହସ୍ତାନ୍ତର ହୋଇଥିଲେ ମଧ୍ୟ ତାହା ଆସନ୍ତା ବର୍ଷ ଭାରତକୁ ଆସିବ । ଏବେ ଭାରତୀୟ ବାୟୁସେନାର କିଛି ବଛା ବଛା ପାଇଲଟ ପ୍ୟାରିସରେ ରହି ରାଫେଲ ଚାଳନା ଶିଖୁଛନ୍ତି । ତେବେ…