Daily Archives

November 24, 2019

ବାରବାଟୀ ଦିନିକିଆ ପାଇଁ ୬ କୋଟିର ବ୍ୟୟ ଅଟକଳ: ମ୍ୟାଚ୍ ସୁପରିଚାଳନା ଓ ଦର୍ଶକଙ୍କ ସୁବିଧା ଉପରେ ଗୁରୁତ୍ୱ

କନକ ବ୍ୟୁରୋ: ବାରବାଟିରେ ଆସନ୍ତା ଦିନିକିଆ ପାଇଂ ଆଜି ବସିଥିଲା ଓସିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମ୍ୟାଚ ପାଇଁ ୬ କୋଟି ଟଙ୍କା ବ୍ୟ ଅଟକଳ କରାଯାଇଛି । ଏଥିସହିତ ବିସିସିଆଇ ପକ୍ଷରୁ ୧୦ କୋଟି ଅନୁଦାନ ଆସିଛି । ଯେଉଁଥିରେ ଫନି ସମୟରେ ହୋଇଥିବା ବାରବାଟି କ୍ଷୟକ୍ଷତି ଭଣା ଓ…

ଅପହଂଚ ଇଲାକାରେ ଡାକ୍ତରୀ ଦଳ । ୧୦ଟି ପାହାଡ ଡେଇଁ ପ୍ରାୟ ୧୫ କିମି ଚାଲି ଚାଲି ଯାଇ ପହଂଚିଲେ ଲୋକଙ୍କ ପାଖରେ,…

କନକ ବ୍ୟୁରୋ: ଅପହଂଚ ଇଲାକାରେ ଡାକ୍ତରୀ ଦଳ । ବଣ ପାହାଡ ଘେରା ଦୁର୍ଗମ ରାସ୍ତା ପାର କରି ଲୋକଙ୍କ ପାଖରେ ପହଂଚିଛନ୍ତି ଡାକ୍ତରୀ ଦଳ । ତେବେ ସେବା ପାଇଁ ଏଭଳି ସମର୍ପିତ ମାନସିକତା ଦେଖାଇଛନ୍ତି ମାଲକାନଗିରି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରୀ ଦଳ । ୪ ଜଣିଆ ଡାକ୍ତରୀ ଦଳ ମାଓ ଉପଦ୍ରୁତ…

ଗେମଚେଞ୍ଜର ମୋଦି-ଶାହା ଯୋଡି: କେବଳ ‘ମହା’ ଷ୍ଟ୍ରୋକ ନୁହେଁ, ଅନେକ ନିଷ୍ପତ୍ତିକୁ ରାତାରାତି ବଦଳାଇ ଦେଇଛନ୍ତି, ସାରା…

କନକ ବ୍ୟୁରୋ: ରାତାରାତି ବାଜି ପଲଟାଇବାରେ ମାହିର ବିଜେପି ଚାଣକ୍ୟଙ୍କ ମହାରାଷ୍ଟ୍ର ମାଷ୍ଟରଷ୍ଟ୍ରୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଥିଲା । ପ୍ରଥମେ ବିଜେପି-ଶିବସେନା…

ଛତିଶଗଡ଼ ଦାନ୍ତେୱାଡାରେ ଲାଲବାହିନୀର ତାଣ୍ଡବ । ଏନଏମଡିସି ଖଣି ଅଂଚଳକୁ ଘେରିଲେ ମାଓବାଦୀ, ପୋଡିଲେ ଟିପର ସମେତ ୧୩ଟି…

କନକ ବ୍ୟୁରୋ: ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଏନଏମଡ଼ିସି ଖଣି ଅଂଚଳକୁ ଘେରିଲେ ଶତାଧିକ ମାଓବାଦୀ । ଟିପର ହାଇୱା ଭଳି ୯ଟି ଗାଡ଼ିରେ ନିଆଁ ଲଗାଇଛନ୍ତି ମାଓବାଦୀ । ନାରାୟଣପୁର ଠାରେ ରାସ୍ତା କାମକୁ ବିରୋଧ କରି ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ପୋଡ଼ିଲେ ମାଓବାଦୀ ।…

ଉତ୍କଳ ବିଶ୍ୱବିଦ୍ୟାଳୟକୁ ସହାୟତା ନେଇ ବିଜେଡି, ବିଜେପି ଭିତରେ ପ୍ରତିଯୋଗିତା । ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟକୁ ସହାୟତା ନେଇ ବିଜେଡି, ବିଜେପି ଭିତରେ ପ୍ରତିଯୋଗିତା । ପ୍ଲାଟିନମ ଜୁବୁଲି ଉଦ୍ଦଘାଟନୀ ଉତ୍ସବ ପାଳନ ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ବାଣୀବିହାରକୁ ଶହେ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ସୂଚନା ଦେଇଥିଲେ । କହିଥିଲେ, ୬ଟି ଉକ୍ରର୍ଷ କେନ୍ଦ୍ର ପାଇଁ ସେ…

କାହିଁକି ଶଙ୍ଖ ଶିବିରକୁ ହଠାତ ଲମ୍ଫ ମାରିଲେ ଶିକ୍ତା ? ନବୀନଙ୍କ କ୍ୟାମ୍ପକୁ ଏଣ୍ଟ୍ରି ସହ ଓଡିଶା ଜନମୋର୍ଚ୍ଚାର…

କନକ ବ୍ୟୁରୋ: ନବୀନଙ୍କ କ୍ୟାମ୍ପରେ ପ୍ୟାରୀଙ୍କ ଝିଅ । ଶଙ୍ଖ ଶିବିରକୁ ଆସି ଶଙ୍ଖ ଫୁଙ୍କିଲେ ପ୍ୟାରୀ ମହାପାତ୍ରଙ୍କ ବଡ ଝିଅ ଶିକ୍ତା ପତି । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିଲେ ଶିକ୍ତା । ଆଉ ସବୁଜ ଶିବିରକୁ ଶିକ୍ତାଙ୍କ ହଠାତ ଲମ୍ଫ ପ୍ରଦାନ ପରେ…