Daily Archives

November 24, 2019

ଶିବସେନା ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ ! ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ବଦଳରେ ଫଡନବିସ୍ ଙ୍କ ମୁଖ୍ୟମନ୍ତ୍ରୀ…

ମହାରାଷ୍ଟ୍ରରେ ସରକାର ଗାଦିକୁ ନେଇ ଚାଲିଛି ମହାନାଟକ । ରାତିଅଧରେ ମହାସୂତ୍ର ସ୍ଥାପନ ହୋଇ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନସିପି ନେତା ଅଜିତ୍ ପାୱାର୍ । ତେବେ ଏହି ଛକାପଞ୍ଝା ଭିତରେ ଫସିଲା ଶିବସେନା ।…

କୋଲକାତା ବିଜୟ ସହ ସିରିଜ କ୍ଲିନ୍ ସୁଇପ କଲା କୋହଲି ଆଣ୍ଡ କୋ’ । ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ…

କନକ ବ୍ୟୁରୋ : କୋଲକାତାରେ କମାଲ କଲେ କୋହଲି ଆଣ୍ଡ କୋ’ । ଇଡେନ ଗାର୍ଡେନରେ ଖେଳାଯାଇଥିବା ଐତିହାସିକ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ବାଜି ମାରି ନେଇଛି ବିରାଟ ବାହିନୀ । ବାଂଲାଦେଶକୁ ଇନିଂସ ଓ ୪୬ ରନରେ ମାତ୍ ଦେଇ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନସୁଇପ କରିଛି ଟିମ୍ ଇଣ୍ଡିଆ…

କେନ୍ଦ୍ରାପଡାରେ ଏମୁ ପକ୍ଷୀ ଚାଷ କରି ଉଦାହରଣ ପାଲଟିଲେ ହେମନ୍ତ କୁମାର । ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗରେ କରୁଛନ୍ତି ନୂଆ…

କନକ ବ୍ୟୁରୋ: ମାର୍ଶାଘାଈ ଅଂଚଳର ହେମନ୍ତ କୁମାର କର । ନିଜ ଚେଷ୍ଟା ବଳରେ ସମନ୍ୱୀତ କୃଷି ପ୍ରଣାଳିରେ ଚାଷ କାର୍ଯ୍ୟ କରି ହୋଇପାରିଛନ୍ତି ସଫଳ । ଉନ୍ନତ ଜ୍ଞାନ କୈାଶଳ ପ୍ରୟୋଗ କରି ନୂଆ ନୂଆ କିସମର ଧାନ , ପନିପରିବା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଏମୁ ପକ୍ଷୀ ଚାଷ ଆରମ୍ଭ କରି…

ପ୍ଲାଟିନମ ଜୁବୁଲି ପାଳୁଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଜାର ହଜାର ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ହେଲେ ଏକାଠି,…

କନକ ବ୍ୟୁରୋ : ବାଣୀବିହାର ଆସିବେ ରାଷ୍ଟ୍ରପତି । ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ଲାଟିନମ ଜୁବୁଲି ଉତ୍ସବରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେହିଭଳି…

ବୈଧ କାଗଜପତ୍ର ନଥିବା କାରଣରୁ ପାକିସ୍ତାନରେ ଫସିଲେ ୨ ଭାରତୀୟ ! କେନ୍ଦ୍ରମନ୍ତ୍ରୀ କିଷନ୍ ରେଡ୍ଡୀ କହିଲେ ଖୁବଶୀଘ୍ର…

ଗୃହବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ କହିଛନ୍ତି ଯେ କେନ୍ଦ୍ର ସରକାର ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ବୈଧ୍ୟ କାଗଜପତ୍ର ନ ଥିବା କାରଣରୁ ପାକିସ୍ତାନରେ ଗିରଫ ହୋଇଥିବା ଦୁଇ ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ଶନିବାର ରେଡ୍ଡୀ…

ଗହୀରମଥାରେ ନୂଆ ଅତିଥି: ବଂଶ ବୃଦ୍ଧି କରିବାକୁ ହଜାର ହଜାର ଅଲିଭରିଡଲେ କଇଁଛଙ୍କ ଭିଡ଼

କନକ ବ୍ୟୁରୋ: ରାଜକନିକା ଗହୀରମଥାରେ ନୂଆ ଅତିଥିଙ୍କ ଭିଡ଼ । ବଂଶ ବୃଦ୍ଧି କରିବାକୁ ଗହୀରମଥାରେ ପହଂଚିଛି ହଜାର ହଜାର ଅଲିଭରିଡ଼ଲେ କଇଁଛ । ଏମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବନବିଭାଗ । ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ତରଫରୁ ୧୬ଟି କ୍ୟାମ୍ପ କରାଯିବା ସହ…