Daily Archives

November 9, 2019

ବଙ୍ଗ ମୁହାଁ ‘ବୁଲବୁଲ୍’: ଓଡ଼ିଶା ଅତିକ୍ରମ କଲାବେଳେ ବାତ୍ୟା ଆଣିଲା ବିପତ୍ତି । ବୋଟ୍ ବୁଡ଼ିଲା, ଘର ଭାଙ୍ଗିଲା, ଉପୁଡ଼ି…

କନକ ବ୍ୟୁରୋ: ଭୀଷଣ ସାମୁଦ୍ରିକ ଝଡ ଓଡିଶାରେ ସ୍ଥଳଭାଗ ଛୁଇଁବନି ଏକଥା ସମସ୍ତେ ଜାଣନ୍ତି, ତଥାପି ଝାଳନାଳ ଓଡିଶା । କାରଣ ନିକଟରେ ବାତ୍ୟା ଫନିକୁ ସାମ୍ନା କରିଥିବା ଓଡିଶାର କ୍ଷତ ଏଯାଏଁ ଶୁଖିନାହିଁ । ସେଥିପାଇଁ ତ ସଜାଗ ପୁରା ପ୍ରଶାସନ । ଝଡ ସିନା ଓଡିଶାରେ ସ୍ଥଳ ଭାଗ ଛୁଇଁନି ହେଲେ ଓଡିଶା…

ବାଂଲାଦେଶ ମୁହାଁ ‘ବୁଲବୁଲ୍’: ଆଜି ରାତି ରାତି ୮ଟାରୁ ୧୧ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା, ସୁନ୍ଦରବନରେ କରିବ…

କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲ ଧୀରେ ଧୀରେ ଓଡ଼ିଶା ଉପକୂଳ ଅତିକ୍ରମ କରୁଛି । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏହା ଓଡ଼ିଶାର ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ…

ବାତ୍ୟା ପ୍ରଭାବରେ ନଷ୍ଟ ହେଲା ଫସଲ : ୬ ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ନେଇ ସୂଚନା, ଚିନ୍ତାରେ…

କନକ ବ୍ୟୁରୋ : ବାତ୍ୟା ବୁଲବୁଲ ପ୍ରଭାବରେ ବାଙ୍କୀ ଅଂଚଳରେ ଚାଷ ଜମି କ୍ଷତିଗ୍ରସ୍ଥ ହୋଇଛି । ଧାନ ଗଛ ସବୁ ମାଟିରେ ମିଶିଯାଇଛି । ଏହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ କୂଳ । ବାତ୍ୟା ବୁଲବୁଲ ନେଇ ଭିଡିଓ କନଫରେନ୍ସଂ ଜରିଆରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ…

ସୁପର ସଣ୍ଡେରେ ସୁପର ଫାଇଟ୍ । କାଲି ନାଗପୁରରେ ଭାରତ-ବାଂଲାଦେଶ ନିର୍ଣ୍ଣାୟକ ଲଢେଇ, ସିରିଜ୍ କବଜା ଲକ୍ଷ୍ୟରେ ଉଭୟ ଦଳ ।

କନକ ବ୍ୟୁରୋ : ସୁପର ସଣ୍ଡେର ସୁପର ଫାଇଟ୍ । କାଲି ହେବ ହାଇଭୋଲଟେଜ୍ ଲଢେଇ । ସିରିଜ କବଜା କରିବା ଲକ୍ଷ୍ୟରେ କାଲି ମଇଦାନକୁ ଓହ୍ଲାଇବେ ଉଭୟ ଭାରତ ଏବଂ ବାଂଲାଦେଶ । ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ…

ଅଯୋଧ୍ୟା ଶୁଣାଣି ପରେ ଗଣମାଧ୍ୟମକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ । ଧର୍ମୀୟ ଭାବନାକୁ ଆଘାତ…

କନକ ବ୍ୟୁରୋ: ଅଯୋଧ୍ୟା ରାୟ ପରେ ଦେଶରେ ଖୁସିର ମାହୋଲ ଥିବାବେଳେ ଗଣମାଧ୍ୟମ ଉପରେ ଲାଗିଲା କଟକଣା । ପ୍ରୋଗ୍ରାମ କୋଡ୍ ସିଟିଏନ ଆକ୍ଟ ୧୯୯୫ ଅନୁସାରେ ଗଣମାଧ୍ୟମ ଉପରେ କଟକଣା ଲଗାଇଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ…

ବୋଟ ବୁଡିଲା, ସାରା ରାତି ଗଛ ଉପରେ କଟିଲା: ଜଙ୍ଗଲରେ ଜୀବନ ପଛେ ପଛେ ଗୋଡାଉଥିଲା ମୃତ୍ୟୁ । ଝଡ ବର୍ଷା ରାତିରେ…

କନକ ବ୍ୟୁରୋ: ଅଶାନ୍ତ ସମୁଦ୍ରରୁ ଉଦ୍ଧାର ହେଲେ ୮ ମତ୍ସ୍ୟଜୀବୀ । ଧାମରା ବନ୍ଦର ନିକଟ କାଳିନାଳୀରେ ଫଶି ଯାଇଥିବା ୨ଟି ମାଛଧରା ବୋଟକୁ ଉଦ୍ଧାର କଲା ପ୍ରଶାସନ । କାଳିନାଳୀ ନିଟ ଜଙ୍ଗଲରେ ୧୨ ଘଣ୍ଟା ରହିବା ପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ତେବେ ବାତ୍ୟା…