Daily Archives

November 9, 2019

ଅଯୋଧ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଶ୍ୱ ହିନ୍ଦୁ ପରିଷଦ । କହିଲା ବିଶ୍ୱର କୋଟି କୋଟି ହିନ୍ଦୁଙ୍କ ପାଇଁ ଖୁସିର…

କନକ ବ୍ୟୁରୋ : ଅଯୋଧ୍ୟା ଜମିବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛି ବିଶ୍ୱ ହିନ୍ଦୁ ପରିଷଦ । ପରିଷଦର ଅଧ୍ୟକ୍ଷ ଆଲୋକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜିର ରାୟ ବିଶ୍ୱର କୋଟି କୋଟି ହିନ୍ଦୁ ମାନଙ୍କ ପାଇଁ ଏକ ଆନନ୍ଦର ଦିନ । ତେବେ…

AyodhyaVerdict : ୫ ଏକର ଜମି ପାଇଁ ଦାନ ଦରକାର ନାହିଁ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କଲେ…

କନକ ବ୍ୟୁରୋ : ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ଅସନ୍ତୁଷ୍ଟ ମୁସଲିମ୍ ପକ୍ଷ । ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ମୁଖ୍ୟ ଓବେସି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସନ୍ତୁଷ୍ଟ ନୁହଁନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।…

ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ସଜାଗ ଓଡ଼ିଶା ପୋଲିସ୍ : ସୋସିଆଲ ମିଡ଼ିଆରେ ଉତ୍ତେଜକ ପୋଷ୍ଟକଲେ ଦୃଢ଼…

କନକ ବ୍ୟୁରୋ : ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖିଛି ଓଡ଼ିଶାପୋଲିସ୍ । ସୋସିଆଲ ମିଡ଼ିଆରେ ଉତ୍ତେଜକ ପୋଷ୍ଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି ବିକେ ଶର୍ମା । ଏଥିପାଇଁ ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖାଯାଇଛି ।…

ଓଡ଼ିଶାରୁ ଦୂରଉଛି ,ପଶ୍ଚିମବଙ୍ଗକୁ ପାଖଉଛି ‘ବୁଲବୁଲ୍’ । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ପ୍ରଭାବରୁ ସ୍ୱାଭାବିକ ହେବ…

କନକ ବ୍ୟୁରୋ: ସଂଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ବାତ୍ୟାର ପ୍ରଭାବ । ଆଜି ସଂଧ୍ୟା ୬ଟାରୁ ରାତି ୮ଟା ଭିତରେ ସୁନ୍ଦରବନର ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ଏବେ ବାତ୍ୟା ଓଡିଶାରୁ ଦୂରେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ଆଡକୁ ନିକଟତର ହେବାରେ ଲାଗିଛି । ତେବେ ବାତ୍ୟା ଓଡିଶା…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆରଏସଏସର ସ୍ୱାଗତ : ଚୂଡ଼ାନ୍ତ ରାୟକୁ ଜୟ ପରାଜୟ ଦୃଷ୍ଟିରେ ନଦେଖିବାକୁ ଅନୁରୋଧ କଲେ…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ ରାୟକୁ ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘ ସ୍ଵାଗତ କରିଛି । ଆର ଏସଏସ ମୁଖ୍ୟ କହିଛନ୍ତି ‘ଆମେ ଏହି ରାୟକୁ ମାନିବୁ । ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ଜନଭାବନା, ଆସ୍ଥା ଓ ଶ୍ରଦ୍ଧାକୁ…

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବାବା ରାମଦେବଙ୍କ ବଡ ବୟାନ୍ । କହିଲେ, ଚରିତାର୍ଥ ହେଲା ‘ସତ୍ୟମେବ ଜୟତେ’ ଅର୍ଥ, ଦେଶ…

କନକ ବ୍ୟୁରୋ : ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାବା ରାମଦେବ । ରାମଦେବ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହା ଐତିହାସିକ ନିଷ୍ପତ୍ତି । ଆଜି ସତ୍ୟମେବ ଜୟତେ ଅର୍ଥ ଚରିତାର୍ଥ ହୋଇଛି । ପୂର୍ବଜଙ୍କୁ ସମ୍ମାନ ଦେବାକୁ ରାମ…