Daily Archives

November 8, 2019

ସ୍ନେହଶ୍ରଦ୍ଧାର ଅନାବିଳ ସଂପର୍କ…ଦିବ୍ୟାଙ୍ଗଙ୍କ ବାପା-ମାଆ ସାଜିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରକ୍ଷକ ସିପାହୀ…

କନକ ବ୍ୟୁରୋ: ସ୍ନେହଶ୍ରଦ୍ଧାର ଅନାବିଳ ବନ୍ଧନ...କାଖରେ ଜାକି ବୁଲାଇ ନିଅନ୍ତି । ଅଝଟ କଲେ ବୁଝାଇ ଦିଅନ୍ତି । ଆଉ ଶୌଚ କରାଇ ନିଜ ହାତରେ ସଫା ମଧ୍ୟ କରିଦିଅନ୍ତି । ତେଲ ଲଗାଇ ଗାଧୁଆପାଧୁଆ କରିବା ସହ ନିଜ ପୁଅଠୁ ବି ବଳି ଗେହ୍ଲା କରି ଦିବ୍ୟାଙ୍ଗଙ୍କ ବାପାମାଆ ସାଜିଛନ୍ତି ଜଣେ ହୃଦୟବାନ୍…

ବାତ୍ୟା ନେଇ ତାଜା ସୂଚନା। ୪ ଜିଲ୍ଲାରେ ବର୍ଷା ସହ ଅଧିକ ରହିବ ପବନର ବେଗ। ଆଜି ରାତିରୁ କାଲି ରାତି ଯାଏଁ ନିର୍ଦ୍ଧୁମ…

କନକ ବ୍ୟୁରୋ: ସତର୍କ ରହିବାକୁ ଚାରିଟି ଜିଲ୍ଳାକୁ ଆଂଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଳାକୁ ସତର୍କ ରହିବାକୁ କୁହାଯାଇଛି । ଏହି ୪ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଂଚଳିକ…

ସରକାରୀ ଯୋଜନା…କାହାକୁ କୃପା,କାହାକୁ କୋପ? ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ବାରଣ୍ଡାରେ ରାତି କାଟୁଛନ୍ତି…

କନକ ବ୍ୟୁରୋ : ବୃଦ୍ଧ ବିଜୟ ବିଶ୍ୱାଳ । ବ୍ରେନ୍ ଟ୍ୟୁମରରେ ପୀଡିତ । ଘର କହିଲେ, ମାତ୍ର ଦୁଇ ବଖରା ଚାଳିଆ । ଗୋଟିଏରେ ପୁଅ, ବୋହୂ ରହୁଛନ୍ତି ଆଉ ଅନ୍ୟଟି ରୋଷେଇ ଘର । ତେଣୁ ରହିବାକୁ ଆଉ କିଛି ରାହା ନଥିବାରୁ ଘର ବାରଣ୍ଡା ପାଲଟିଛି ବିଜୟ ଏବଂ ତାଙ୍କ ପତ୍ନୀଙ୍କ ଏକମାତ୍ର ଆଶ୍ରା । ଆଉ…

ଆଜି ବିଜେପି ଭୀଷ୍ମ ପିତାମହଙ୍କ ଜନ୍ମଦିନ । ୯୨ବର୍ଷ ବୟସରେ ପାଦ ଥାପିଲେ ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀ ଜଣାଇଲେ…

କନକ ବ୍ୟୁରୋ : ଅଯୋଧ୍ୟା ଆନ୍ଦୋଳନର ସୁତ୍ରପାତ କରିଥିବା ଭାରତବର୍ଷର ରାଜନୀତିକୁ ନୂଆ ଧାରା ଦେଇଥିବା ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀ ଆଜି ୯୨ରେ ପଦାର୍ପଣ କରିଛନ୍ତି । ଲାଲକୃଷ୍ଣ ଆଡଭାନୀ ୧୯୯୨ରେ ଅଯୋଧ୍ୟାର ନାୟକ ଥିଲେ । ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ଅବିଭାଜିତ ଭାରତର ସିନ୍ଧ…

ବାତ୍ୟା ‘ବୁଲବୁଲ’ ନେଇ ଏସଆରସିଙ୍କ ତାଜା ସୂଚନା: ଅପରାହ୍ନରୁ ବଢିବ ପବନର ବେଗ; ପ୍ରବଳ ବର୍ଷା ସାଙ୍ଗକୁ ୪ ଜିଲ୍ଲାରେ…

କନକ ବ୍ୟୁରୋ: ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଲା ‘ବୁଲବୁଲ’ । ତାଜା ସୂଚନା ଅନୁଯାୟୀ ଏବେ ପାରାଦୀପଠାରୁ ୩୫୦ କିମି ଦୂରରେ ‘ବୁଲବୁଲ’ କେନ୍ଦ୍ରୀଭୂତ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ଆହୁରି…

ସରକାରୀ ଅଧିକାରୀଙ୍କୁ ଏମିତି ବିଦାୟ କେବେ କେଉଁଠି ଦେଖିନଥିବେ । ବଦଳି ପରେ ଏସଡିପିଓଙ୍କୁ ବାଜା ବଜାଇ କାନ୍ଧରେ ବସାଇ…

କନକ ବ୍ୟୁରୋ : ଏହା କୌଣସି ରାଜନୈତିକ ରାଲି ନୁହେଁ । ଆଉ ଇଏ କୌଣସି ରାଜନେତା ନୁହନ୍ତି । ଏହା ହେଉଛି ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସାଧାରଣ ଜନସାଧାରଣଙ୍କର ଥିବା ଭଲପାଇବା । ଯାହା ହୁଏତ କେବେ କେଉଁଠି ଦେଖିବାକୁ ମିଳିନଥିଲା । ଏହି ଦୃଶ୍ୟଟି ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…