Daily Archives

November 8, 2019

ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲବୁଲ୍’ । ଭୟଙ୍କର ରୂପ ନେଇ ମାଡିଆସୁଛି ଭୀଷଣ ସାମୁଦ୍ରିକ ଝଡ, ପାରାଦୀପଠାରୁ ୩୯୦…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ସ୍ଥଳବିଶେଷରେ…

ବିମୁଦ୍ରାକରଣକୁ ତିନି ବର୍ଷ ପୁରିଲା । ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

କନକ ବ୍ୟୁରୋ: ବିମୁଦ୍ରୀକରଣକୁ ଆଜିକୁ ୩ ବର୍ଷ ପୂରୁଛି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟର ପ୍ରଚଳନ…

‘ବୁଲବୁଲ’ ପାଇଁ ଯାଜପୁରରେ ସ୍କୁଲ ଛୁଟି ଘୋଷଣା । ଆଜି ଓ କାଲି ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁହାଁ ଭୀଷଣ ସାମୁଦ୍ରିକ ଝଡରେ ବୁଲବୁଲ । ଏହା ଉତ୍ତର ପଶ୍ଚିମ ଦିଗକୁ ଘଂଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣପୂର୍ବରୁ ୪୨୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ ।…

ପୁଞ୍ଚ୍‌ ଠାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଜଣେ ସେନା ଯବାନ ସହିଦ ।

କନକ ବ୍ୟୁରୋ : ଶୁକ୍ରବାର ସକାଳେ ଜମ୍ମୁକଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବା କାରଣରୁ ଭାରତୀୟ ସେନା ବାହିନୀର ଜଣେ ଯବାନ ଆହତ ହୋଇ ସହିଦ ହୋଇଛନ୍ତି । ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ କୃଷ୍ଣା ଘାଟି ସେକ୍ଟର୍‌ ଠାରେ ଏହି ସଦ୍ୟ…

‘ବୁଲବୁଲ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଓ ଭଦ୍ରକରେ…

କନକ ବ୍ୟୁରୋ: ବୁଲବୁଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ସାଙ୍ଗକୁ ଆରମ୍ଭ ହୋଇଛି ବର୍ଷା । ବିଶେଷକରି ଜଗତସିଂହପୁର,ପାରାଦୀପ ଓ ଅସ୍ତରଙ୍ଗରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଛି । ପବନ ବି ଆରମ୍ଭ ହୋଇଛି । ବର୍ଷା ସମ୍ଭାବନାକୁ ନଜରରେ ରଖି ଆଜି ପାଇଁ ପୁରୀ, ଜଗତସିଂହପୁର,…