Daily Archives

November 6, 2019

ବାତ୍ୟା ‘ଫୋନି’ ସହାୟତା ନାଁରେ ବଡ଼ ଗୁଜବ । ବିକ୍ରି ହେଉଛି ନକଲି ଫର୍ମ, ଠକେଇ ପାଇଁ ବିଛାଯାଇଛି ଜାଲିଆତିର ବୁଢ଼ିଆଣି…

କନକ ବ୍ୟୁରୋ : ଫୋନି ସହାୟତା ପାଇଁ ପୁରୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକ ନାଲି ଓ ଧଳା ରଙ୍ଗର ଫର୍ମ ଫିଲ-ଅପ୍ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାଡି ଲଗାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆବେଦନ ପାଇଁ…

ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା । ମାଟିରେ ପଡିଛି ଶାଳ, ଶାଗୁଆନ ପରି ମୂଲ୍ୟବାନ ଗଛ, ଜଙ୍ଗଲରୁ ଗଛ କାଟି ପଦା…

କନକ ବ୍ୟୁରୋ : ଶିଳ୍ପାୟନ ପାଇଁ ବଳି ପଡିଛି ଶହ ଶହ ଗଛ । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଇଛି । ରେଳଲାଇନ୍ କାମ ପାଇଁ ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଂଜର କଳାମେଘା ଅଂଚଳରେ ଗଛ କାଟି, ମାଟି ଓ ମୋରମ ଉଠାଇନେଉଛି ଠିକାସଂସ୍ଥା । ବଡ କଥା ହେଉଛି, ଗଛ କାଟିବା ପାଇଁ ଠିକା…

କଟକ ବଡ ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ, ୧୦୦୦…

କନକ ବ୍ୟୁରୋ : ବଡ ମେଡିକାଲ ପାଇଁ ବଡ ଘୋଷଣା । କଟକ ଏସସିବି ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳାଯିବ । ଏଥିପାଇଁ ଏକ ଅତ୍ୟାଧୁନିକ ତିନି ହଜାର ଶର୍ଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ କରାଯିବ । ଆଉ…

ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ତତଲା ହେଲା ତୀସ୍ ହଜାରୀ ମାମଲା, ଖାକି ବନାମ କଳାକୋଟ୍ ବିବାଦରେ ଆଇନଜୀବୀଙ୍କୁ…

କନକ ବ୍ୟୁରୋ: ଥମିବାର ନାଁ ନେଉନି ଦିଲ୍ଲୀ ତୀସ ହଜାରୀ ଖାକି ବନାମ କଳାକୋଟ୍ ବିବାଦ ଘଟଣା । ପୁଣି ନୂଆ ମୋଡ଼ ନେଲା ପୁଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ତିକ୍ତତା । ସମସ୍ୟାର ସମାଧାନ କରିବା ନେଇ ଦିଲ୍ଲୀ ହାଇକୋର୍ଟ ଆଇନଜୀବୀଙ୍କ ସପକ୍ଷରେ ଯାଇଛନ୍ତି । ଆଉ ରାୟ ଶୁଣାଇ କହିଛନ୍ତି କି, ଓକିଲଙ୍କ…

‘ମୋ ବସ୍’କୁ ପୂରିଲା ବର୍ଷେ । ଗମନାଗମନକୁ ସୁଗମ କଲା ସରକାରୀ ବସ୍ ସେବା, ବର୍ଷକ ଭିତରେ ଟ୍ୱିନ୍-ସିଟି ରାଜରାସ୍ତାରେ ମନ…

କନକ ବ୍ୟୁରୋ: ‘ମୋ ବସ୍’କୁ ପୂରିଲା ବର୍ଷେ । ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ବର୍ଷକ ପୂର୍ବେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି । ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନା ବର୍ଷକ ମଧ୍ୟରେ ଗମନା ଗମନ…

ଆଗାମୀ ୬ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ! ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଜାରି ହେଲା କଟକଣା,…

କନକ ବ୍ୟୁରୋ : ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ମତ୍ସ୍ୟଜୀବୀଙ୍କ ପାଇଁ ଗତ ୧ ତାରିଖରୁ ମେ’ ୩୧ ତାରିଖ ଯାଏ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗୋଟିଏ ପଟେ କଇଁଛଙ୍କ ସୁରକ୍ଷା ପାଇଁ ସରକାର ଉଚିତ ପଦକ୍ଷେପ ନେଇଥିବା ବେଳେ ଅନ୍ୟପଟେ ଛଅମାସର ଏହି କଟକଣାକୁ…