Daily Archives

November 6, 2019

ଜୀବନ ଜୀବିକାରେ ଦୋଛକିରେ କିନ୍ନର । ଚାକିରିରୁ ଛଟେଇ ପରେ ଇଚ୍ଛାମୃତ୍ୟୁ ମାଗୁଛନ୍ତି ଜୟପୁରର ୧୯ ଜଣ କିନ୍ନର, ଶିକ୍ଷାଗତ…

କନକ ବ୍ୟୁରୋ : ଚାକିରି ହରାଇବା ପରେ ପୁରୁଣା ବେଉସାକୁ ଫେରିବାକୁ ବାଧ୍ୟ ହେଉଥିଲେ ବି ତାଳି ମାରିଲେ ଆଉ ମିଳୁନି ଭିକ । ବଞ୍ଚିବାକୁ ଦିଅ ନଚେତ୍ ଇଛାମୃତ୍ୟୁ ପାଇଁ ଅଧିକାର ଦିଅ ବୋଲି ଦାବି କରୁଛନ୍ତି ଜୟପୁରର ୧୯ ଜଣ କିନ୍ନର । ଆଉ ସେମାନଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଜୟପୁର ବିଧାୟକ…

ଚାକିରି ଛାଡି ଚାଷ ପ୍ରେମରେ ଯୁବ ଇଂଜିନିୟର । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ଅନ୍ୟଙ୍କୁ ରୋଜଗାର ଦେଉଛନ୍ତି,…

କନକ ବ୍ୟୁରୋ : ଲକ୍ଷାଧିକ ଟଙ୍କାର ଚାକିରି ଛାଡି ଚାଷ ପାଇଁ ମନ ବଳାଇଛନ୍ତି ଯୁବ ଇଂଜିନିୟର । ସମ୍ବଲପୁର ବୁର୍ଲାସ୍ଥିତ ଗୋଲକୁଣ୍ଡା ଗାଁର ସୌରଭ ସାମନ୍ତରାୟ ଲକ୍ଷେ କୋଡିଏ ହଜାର ଟଙ୍କାର ମାସିକ ଦରମା ଚାକିରି ଛାଡି କରୁଛନ୍ତି ମାଛ ଚାଷ । ଇଣ୍ଡୋନେସିଆରୁ ପ୍ରଶିକ୍ଷଣ ନେଇ ପୋଖରୀ ନୁହେଁ ପାଣି…

ନିରାମୟ କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍, ହେଲେ ମିଳୁନି ଔଷଧ । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଲା…

କନକ ବ୍ୟୁରୋ : ସ୍ୱାସ୍ଥ୍ୟସେବା ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏପରିକି ପ୍ରଥମେ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ହିଁ ୫-ଟି କାର୍ଯକାରୀ ହୋଇଛି । ୫-ଟି ଯୋଜନା ପରେ ହସ୍ପିଟାଲରେ ରୋଗୀ ସୁବିଧା ପାଇବା ପରିବର୍ତ୍ତେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାର ଝଲକ…

ପୋଡା ଲେମ୍ବୁ ଓ ଗୁଡରେ ଚାଲିଛି କିଡନୀ ରୋଗ ଚିକିତ୍ସା । ସ୍ୱପ୍ନାଦେଶ ପାଇବା ପରେ ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ…

କନକ ବ୍ୟୁରୋ : କିଡନୀ ରୋଗ ନିରାକରଣ ଲାଗି ପୋଡା ଲେମ୍ବୁ ଚିକିତ୍ସା । ଏକବିଂଶ ଶତାବ୍ଦିରେ ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିବ । ମାଲକାନଗିରିରେ ଜଣେ ମହିଳାଙ୍କ ପୋଡା ଲେମ୍ବୁ ଚିକିତ୍ସା ଯୋଗୁ ଅନେକ କିଡନୀ ରୋଗୀ ଭଲ ହେଉଥିବା ନେଇ ଅଂଚଳରେ ଜୋରଦାର ଚର୍ଚ୍ଚା ହେଉଛି । ମାଆ କାଳିଙ୍କ…

ଦୁର୍ବଳ ହେଲାଣି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାସେତୁ । ସେତୁ ଉପରେ ଯିବାକୁ ଭୟ କରୁଛନ୍ତି ଭକ୍ତ ।

କନକ ବ୍ୟୁରୋ : ଦୁର୍ବଳ ହେଲାଣି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ସେତୁ । କେଉଁ ମୁହୂର୍ତ୍ତରେ ଯେ କଣ ହେବ ତାହା କହିବା ମୁସ୍କିଲ । ତେଣୁ ଏହି ସେତୁ ଉପରେ ଯିବା ଆସିବା କରିବାକୁ ଏବେ ଭୟ କଲେଣି ଭକ୍ତ । ଏହି ସେତୁ ନିର୍ମାଣ ହେବାର ଦେଢ ଦଶନ୍ଧି ବିତିନି କିନ୍ତୁ ଏହାର ସ୍ଥାୟୀତ୍ୱ…

ଦିଲ୍ଲୀ IIIT ଇତିହାସରେ ପ୍ରଥମ: ଭାରତୀୟ ଇଂଜିନିୟର ଛାତ୍ରୀଙ୍କୁ ଫେସବୁକର ଚାକିରି ଅଫର୍, ଦରମା ଦେଢ଼ କୋଟି ।

କନକ ବ୍ୟୁରୋ: ଚାକିରି ହେବ ତ ଏମିତି । ଭାରତୀୟ ମହିଳାଙ୍କୁ ମିଳିଲା ଦେଢ଼ କୋଟି ଟଙ୍କାର ଚାକିରି । ଆଉ ଏଭଳି ଦାମିକିଆ ଚାକିରି ଅଫର କରିଛି ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ ଫେସବୁକ୍ । ଇନ୍ଦ୍ରପ୍ରସ୍ଥ IIIT ଦିଲ୍ଲୀରେ ପ୍ରଥମ ଥର ଜଣେ ଇଂଜିନିୟର ଛାତ୍ରୀଙ୍କୁ ମିଳିଛି ଦେଢ଼ କୋଟି ଟଙ୍କାର…