ଯେଉଁଠିକୁ ଯିବାକୁ ଲାଗେ ଡର, ତାଙ୍କ ପାଇଁ ସେଇଟା ଘର । ୧୩ ବର୍ଷ ହେଲା ଶ୍ମଶାନକୁ ସୁନ୍ଦର କଳାକୃତିରେ ସଜାଇଛନ୍ତି…
କନକ ବ୍ୟୁରୋ: ଦୂରରୁ ସୁନ୍ଦର ଦିଶୁଥିବା, ବିଭିନ୍ନ ସାମଗ୍ରୀରେ ସଜ୍ଜା ହୋଇଥିବା ଏ ସ୍ଥାନକୁ ଦେଖି ଆପଣ କଣ ଭାବୁଛନ୍ତି ? ଏହା କୌଣସି ପାର୍କ, ମନ୍ଦିର କିମ୍ବା ମୀନା ବଜାର ହୋଇଥିବ । ହେଲେ ନା ! ପାର୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ଏ ସ୍ଥାନ ମଣିଷ ଜୀବନର ଶେଷ ଠିକଣା, ଅର୍ଥାତ ମଶାଣି ।…