Daily Archives

November 2, 2019

ଅଜଗର ମୁହଁରେ ମାଙ୍କଡ । ଜୀବନ ବଞ୍ଚାଇବା ପାଇଁ କରୁଛି ସଂଘର୍ଷ । ଦେଖନ୍ତୁ ଭିଡିଓ…

କନକ ବ୍ୟୁରୋ: ଅଜଗର ମୁହଁରେ ମାଙ୍କଡ । କେମିତି ମୃତ୍ୟୁ ମୁହଁରୁ ନିଜର ଜୀବନ ବଞ୍ଚାଇବ ସେନେଇ କରୁଛି ସଂଘର୍ଷ । ପାଖରେ ଥିବା ସାଥୀ ମାଙ୍କଡମାନେ ମଧ୍ୟ ଅଜଗର ମୁହଁରେ ଫସିଥିବା ନିଜ ସାଥୀକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି କିନ୍ତୁ ବିଶାଳ ଅଜଗର ମୁହଁରୁ ସାଥୀକୁ ଫେରାଇ ଆଣିବାରେ ବିଫଳ…

ବଜରଙ୍ଗବାଲୀଙ୍କ ବେଶରେ ଭିକ ମାଗୁଥିଲା ଯୁବକ । ଥାନାକୁ ଟାଣିନେଲା ପୋଲିସ୍ ।

ଉତ୍ତରପ୍ରଦେଶର ବରେଲୀରେ ଜଣେ ଯୁବକ ହନୁମାନଙ୍କ ବେଶ ଧାରଣ କରି ଭିକ ମାଗୁଥିବାର ଦେଖିବାକୁ ମିଳିଥିଲେ । ସ୍ଥାନୀୟ ଲୋକମାନେ ଯୁବକକୁ ଏଭଳି କରୁଥିବା ଦେଖି ନାଁ ଠିକଣା ପଚାରି ବୁଝିଥିଲେ । ଯୁବକ ଜଣକ ମୁସଲିମ୍ ଜଣାପଡିବା ପରେ ସ୍ଥାନୀୟ ଲୋକ ତାକୁ ନିସ୍ତୁକ ମାଡ଼ ମାରିଥିଲେ । ମୁରାଦାବାଦ୍…

ପୁଣି ଚନ୍ଦ୍ରପୃଷ୍ଠକୁ ଯିବାକୁ ଇସ୍ରୋର ପ୍ରୟାସ ଆରମ୍ଭ ! ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଅବତରଣ…

କନକ ବ୍ୟୁରୋ : ଚନ୍ଦ୍ରଯାନ-୨ର  ବିକ୍ରମ ଲ୍ୟାଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱିତୀୟ ଥର ପାଇଁ ବିକ୍ରମ…

ଆଜିଠୁ ୩ ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ଆରସିଇପି ସମ୍ମିଳନୀରେ ଯୋଗଦେବେ , ଭାରତୀୟଙ୍କୁ…

କନକ ବ୍ୟୁରୋ : ଆଜିଠାରୁ ୩ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଥାଇଲାଣ୍ଡରେ ଏସିଆନ, ଇଷ୍ଟ-ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବେ । ଗସ୍ତର ପ୍ରଥମ ଦିନରେ ଥାଇଲାଣ୍ଡରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହ…

ବିଜେପିକୁ ଶିବସେନାର କଡା ପ୍ରଶ୍ନ । ମୁଖପାତ୍ର ସଂଜୟ ରାଉତ କହିଲେ, ରାଷ୍ଟ୍ରପତି କଣ ବିଜେପି ପକେଟରେ, ବିଜେପି ସାଂସଦ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ପ୍ରତି ମୁହୂର୍ତର ବଦଳାଉଛି କଡ । ଏଠି ଘଡିକେ ଘୋଡା ଛୁଟୁଛି । ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୮ ଦିନ ବିତିଯାଇଥିଲେ ମଧ୍ୟ ସରକାର ଗଠନର ହେବାର କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ । ମହାରାଷ୍ଟ୍ରରେ କଂଗ୍ରେସ ତାର ରଣନୀତି ବଦଳାଇ ସରକାର…

ରିଲାଏନ୍ସ ଜିଓ ଆଣିଲା ଖାସ୍ ଅଫର ! ନଭେମ୍ବର ୧ ରୁ ଲାଗୁ ହେବ ପ୍ରିପେଡ ପ୍ଲାନ୍ ଉପରେ ୫୦ଟଙ୍କା ପର୍ଯ୍ୟନ୍ତ ଛାଡ

ରିଲାଏନ୍ସ ଜିଓ ତାର ଦୁଇଟି ପ୍ରିପେଡ ରିଚାର୍ଜ ପ୍ଲାନରେ ଅଫର ଘୋଷଣା କରିଛି। ଏହି ଅଫର ନଭେମ୍ବର ୧ ରୁ ଲାଗୁ ହୋଇଛି। ଏଥିପାଇଁ କିନ୍ତୁ ଗ୍ରାହକଙ୍କୁ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବାକୁ ପଡ଼ିବ। ରିଲାଏନ୍ସ ଜିଓ ତାର ବ୍ୟବହାରକାରୀଙ୍କୁ ୪୪୪ ଟଙ୍କା ଓ ୫୫୫ ଟଙ୍କା ଥିବା ପ୍ରିପେଡ ପ୍ଲାନ୍ସ…