Daily Archives

November 2, 2019

ଦିଲ୍ଲୀରେ ବଢିଲା ପବନର ବେଗ, ସାମନ୍ୟ କମିଲା ବାୟୁ ପ୍ରଦୂଷଣ । ତଥାପି ଗମ୍ଭୀର ଏୟାର କ୍ୱାଲିଟି ଇନଡେକ୍ସ, ଏବେବି ବଳବତର…

କନକ ବ୍ୟୁରୋ : ବିଷ ବଳୟରେ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବିପଦପୂର୍ଣ୍ଣ ସ୍ତରରେ ପହଁଚିଲା ପ୍ରଦୂଷଣର ମାତ୍ରା । ଦିଲ୍ଲୀରୁ ଉତରପ୍ରଦେଶ ଯାଏଁ ବହୁଛି ବିଷାକ୍ତ ବାୟୁ । ବୃଦ୍ଧି ପାଉଥିବା ବିଷ।କ୍ତ ବାୟୁ ଯୋଗୁଁ ରାଜଧାନୀ ଦିଲ୍ଲୀରେ ନଭେମ୍ବର ୫ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହାସହ…

ରାୟଗଡ଼ାରେ ବିଷାକ୍ତ ମଦ ପିଇ ଜଣେ ମୃତ, ଦୁଇ ଗୁରୁତର

କନକ ବ୍ୟୁରୋ : ରାୟଗଡ଼ାରେ ବିଷାକ୍ତ ମଦ ପିଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ବିଷାକ୍ତ ମଦ ଖାଇ ମୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଧନ ଫୁଲ ହୁଇକା (୬୨) ସେ କଲ୍ୟାଣସିଂହପୁର ବ୍ଲକ ଡାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁର ବୋଲି ଜଣାପଡ଼ିଛି । ବିଷାକ୍ତ ମଦ ପିଇ…

ଶିକ୍ଷୟିତ୍ରୀଙ୍କ ବଳରେ ବଳିଆନ ସ୍ୱାମୀ । ସ୍କୁଲରେ ପଶି କୁନି କୁନି ଛାତ୍ରଛାତ୍ରୀଙ୍କୁ ମାରିଲେ ମାଡ । ୨ ଛାତ୍ରଛାତ୍ରୀ…

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ବଳରେ ବଳିଆନ ସ୍ୱାମୀ । ସ୍କୁଲରେ ପଶି କୁନି କୁନି ଛାତ୍ରଛାତ୍ରୀଙ୍କୁ ମାଡ ମାରିଲେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ପାଟଣାଗଡ ବ୍ଲକ ତମିଆ ପଂଚାୟତ ଜାଲପାଲି ଗାଁରେ ଆସିଛି ଏଭଳି ଅଭିଯୋଗ । ସ୍କୁଲର ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ୱାମୀ ସୌଦାଗର ମେହେରଙ୍କ…

ଅଚାନକ୍ ଅସ୍ତରଙ୍ଗ ହାଇସ୍କୁଲରେ ପହଁଚିଲେ କ୍ରୀଡ଼ାମନ୍ତ୍ରୀ । ଗଣିତ ପଢ଼ାଇଲେ , ମଝିରେ ମଝିରେ କ୍ଲାସ୍ ନେବାକୁ ଆସିବେ…

କନକ ବ୍ୟୁରୋ : ଅଙ୍କ କଷିଲେ କ୍ରୀଡାମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଲେ ତୁଷାରକାନ୍ତି ବେହେରା । ଅସ୍ତରଙ୍ଗ ବ୍ଲକରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ହଠାତ ମା ବାସୁଲେଇ ହାଇସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବାସହ ପିଲାଙ୍କୁ ଗଣିତ ପାଠ ପଢାଇଥିଲେ ।…

ଆଜି ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ୍ । ଜମୁଛି ହକି ଫିବର, ଟୋକିଓ ଟିକେଟ୍ ପାଇଁ ହେବ ଜୋରଦାର ଫାଇଟ୍ ।

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜମୁଛି ହକି ଫିବର । ଅପରାହ୍ନର ଶୀତୁଆ ପରିବେଶକୁ କଳିଙ୍ଗ ଷ୍ଟାଡିୟମର ଗ୍ରୀନ୍ ଟର୍ଫରେ ଦେଖିବାକୁ ମିଳୁଛି ଜୋରଦାର ହକି ଲଢେଇ । ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଆଜି ରହିଛି ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ…

ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପିର କଡା ଆଭିମୁଖ୍ୟ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଅଚଳ ହେବ ବିଧାନସଭା,…

କନକ ବ୍ୟୁରୋ : ଯାଜପୁର ହରିଦାସପୁର ପିଇଓ ସ୍ମୀତାରାଣୀ ବିଶ୍ୱାଳ ହତ୍ୟା ଘଟଣା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଘଟଣାରେ ମୃତ ପିଇଓ ସ୍ମୀତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ତୁରନ୍ତ ତଦନ୍ତ କରି ନ୍ୟାୟ ନଦେଲେ ଆଗକୁ ବିଧାନସଭା ଘେରାଉ…