Daily Archives

October 29, 2019

ମହାବାତ୍ୟାକୁ ୨୦ ବର୍ଷ ପୂରିଲା, ପାଳନ ହେଲା ରାଜ୍ୟସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ : ବିପର୍ଯ୍ୟୟ…

କନକ ବ୍ୟୁରୋ : ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।  ଓଡ଼ିଶା ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି । ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଆତଙ୍କବାଦୀ ବାଗଦାଦୀ ମୃତ୍ୟୁର ଅସଲ ହିରୋ । ମୃତ୍ୟୁର ସୌଦାଗରକୁ ଠାବ କରିଥିଲା ଏହି କୁକୁର, ଟ୍ୱିଟ୍ କରି ଫଟୋ ପୋଷ୍ଟ…

କନକ ବ୍ୟୁରୋ : ସାମ୍ନାକୁ ଆସିଛି ମୃତ୍ୟୁର ସୌଦାଗର ଆତଙ୍କବାଦୀ ବାଗଦାଦୀ ମୃତ୍ୟୁର ଅସଲ ହିରୋ । ସୁଡଙ୍ଗ ଭିତରେ ଅବୁ ବକର ଅଲ ବଗଦାଦୀକୁ ଠାବ କରିଥିବା କୁକୁରର ଫଟୋ ଜାରି କରିଛି ଆମେରିକା । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଏହି କୁକୁର ବାଗଦାଦୀକୁ କେବଳ ଠାବ କରିନି, ତାକୁ ମାରିଛି ବୋଲି…

ଦୁନିଆ ଜାଣିବ କାଶ୍ମୀରର ସତ : ଜାମ୍ମୁ-କାଶ୍ମୀରରେ ୟୁରୋପୀୟ ସଂଘର ପ୍ରତିନିଧି ଦଳ, ବିଦେଶୀ ପ୍ରତିନିଧିଙ୍କ ଗସ୍ତକୁ ନେଇ…

କନକ ବ୍ୟୁରୋ : ଦୁନିଆ ଜାଣିବ କାଶ୍ମୀରର ସତ । ଆଜି କାଶ୍ମୀର ଗସ୍ତ କରି ଶ୍ରୀନଗରରେ ପହଂଚିଛନ୍ତି ୟୁରୋପୀୟ ସଂଘର ସାଂସଦ । ଅଗଷ୍ଟ ୫ତାରିଖରେ ଘାଟିରୁ ଧାରା ୩୭୦ ହଟିବା ହେବା ପରେ ପ୍ରଥମ ବିଦେଶୀ ପ୍ରତିନିଧି ମଣ୍ଡଳ ଭାବେ ଏହି ଦଳ ଘାଟିକୁ ଯାଇଛନ୍ତି । ଜାମ୍ମୁକାଶ୍ମୀରକୁ ଏହା ୟୁରୋପୀୟ ସଂଘ…

କେମିତି ମଲା ଦୁର୍ଦ୍ଦଶ ଆତଙ୍କବାଦୀ ବଗଦାଦି । ହ୍ୱାଇଟ୍ ହାଉସରେ ବସି ସିରିଆ ଅପରେସନର ଟିକନିକ୍ ଦୃଶ୍ୟ ଦେଖୁଥିଲେ…

କନକ ବ୍ୟୁରୋ : ଆମେରିକାର ଅପରେସନରେ ମୃତ ଆଇଏସ ମୁଖ୍ୟ । ଆତ୍ମଘାତୀ ବିସ୍ଫୋରଣରେ ଅଲ-ବଗଦାଦିର ମୃତ୍ୟୁ । ସିରିଆରେ ଚାଲିଥିଲା ଅପରେସନ୍ । ହ୍ୱାଇଟ ହାଉସରେ ବସି ଦେଖୁଥିଲେ ଆମେରିକା ରାଷ୍ଟ୍ରପତି । ଇଡଲିବରେ ଆମେରିକା ସେନା ଡେଲ୍ଟା ଫୋର୍ସର ଅପରେସନକୁ ବସି ଲାଇଭ ଦେଖୁଥିଲେ ରାଷ୍ଟ୍ରପତି…

ଦେବଗଡ ଗସ୍ତରେ ୫ଟି ସଚିବ : ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ  ଯାଇ ସ୍ୱାସ୍ଥ୍ୟସେବାର ଅନୁଧ୍ୟାନ କରିବା ସହ ରୋଗୀଙ୍କ ସହ…

କନକ ବ୍ୟୁରୋ : ଦେବଗଡ଼ରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଦେବଗଡ଼ ଜିଲ୍ଳା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ପାଣ୍ଡିଆନ୍ । ଡାକ୍ତରଖାନାରେ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ୱାର୍ଡ଼କୁ ୱାର୍ଡ଼ ବୁଲି ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଛନ୍ତି ।  ଏହାସହ ଡାକ୍ତରଖାନାରେ…

ମଧ୍ୟପ୍ରଦେଶରେ ବଡ ଧରଣର ସଡକ ଦୁର୍ଘଟଣା । ଚାଲିଗଲା ୬ଜଣଙ୍କ ଜୀବନ, ୫ ଗୁରୁତର ।

କନକ ବ୍ୟୁରୋ : ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଆଜି ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୋର ସହରର ତେଜାଜି ନଗର ଅଞ୍ଚଳରେ ଦ୍ରୁତ ଗତିରେ ଯାଉଥିବା ୨ଟି କାର ମଧ୍ୟରେ ମଙ୍ଗଳବାର ଭୋର ସମୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଏହାଫଳରେ ୬…