Daily Archives

October 23, 2019

ଏବେ ସପିଙ୍ଗ୍ ମଲ୍ ଏବଂ ରିଟେଲ୍ ସପ୍ ରେ ମିଳିପାରେ ପେଟ୍ରୋଲ୍ – ଡିଜେଲ୍ ! ମୋଦି ସରକାର ନେଇପାରନ୍ତି ବଡ଼…

ବୁଧବାର ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ମୋଦି ସରକାର ଅନେକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏଥିରେ ପେଟ୍ରୋଲ୍ ପମ୍ପକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଛି । ସୂତ୍ର ମୁତାବକ , କେନ୍ଦ୍ର ସରକାର ବଡ଼ ବଡ଼ ସପିଙ୍ଗ୍ ମଲ୍ ଏବଂ ରିଟେଲ୍ ସପ୍ ରେ ପେଟ୍ରୋଲ୍ ଏବଂ ଡିଜେଲ୍…

ସ୍ମିତାରାଣୀ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି: ବିଜେପି କହିଲା, ୭ ଦିନ ପରେ ବି ମିଳିଲାନି ସୁରାଗ, ପୁଲିସର ତଦନ୍ତ ନେଇ…

କନକ ବ୍ୟୁରୋ: ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସ୍ମିତାଙ୍କ ମୃତ୍ୟୁକୁ ୭ ଦିନ ବିତି ଯାଇଥିଲେ ବି କିନ୍ତୁ ସ୍ମିତାରାଣୀ ହତ୍ୟାକାଣ୍ଡର କିଛି ସୁରାଗ ମିଳିପାରୁନି । କାର୍ଯ୍ୟରତ ଥିବା ବେଳେ ବିଡିଓ ଭତା ଟଙ୍କା ବାଂଟିବା ପାଇଁ ପଠାଇଥିଲେ ।…

ଘର ଛାଡ଼ିଲେ, କର୍ମକ୍ଷେତ୍ର ଭୁଲିଲେ : ଯୋରନ୍ଦା ବାବାଙ୍କ ପ୍ରେମରେ ପାଗଳ ସରକାରୀ କର୍ମଚାରୀ, ବାବାଙ୍କ କବଳରୁ ରକ୍ଷା…

କନକ ବ୍ୟୁରୋ : ବାବାଙ୍କ ପ୍ରେମରେ ବାୟା । ବାବାଙ୍କୁ ଗୋଟିଏ ମିନିଟ୍ ନଦେଖିଲେ ଅନ୍ଧ । ଘରଦ୍ୱାରା ଭୁଲିଲେ, ପରିବାର ଭୁଲିଲେ, ଏପରିକି କର୍ମକ୍ଷେତ୍ରକୁ ମଧ୍ୟ ଭୁଲିଲେ ।  ସରକାରୀ ଡ୍ୟୁଟିକୁ ଭୁଲି ବାବାଙ୍କ ଶରଣ ପଶିଛନ୍ତି ଜଣେ ସରକାରୀ କର୍ମଚାରୀ । ବାବା ପ୍ରେମ ତାଙ୍କୁ ଏପରି ଘାରିଛି ଯାହା…

ଚିଲିକା ଓ ଭିତରକନିକାରେ ହେବ ହାଉସ୍ ବୋଟ୍ । ଏନେଇ ସଫିଂ ଫେଡରେସନ ଅଫ ଇଣ୍ଡିଆ ସହ ହେବ ଚୁକ୍ତି । ପର୍ଯ୍ୟଟନ ସଚିବ…

କନକ ବ୍ୟୁରୋ: ଚିଲିକା ଓ ଭିତରକନିକାରେ ହେବ ହାଉସ୍ ବୋଟ୍ । ଏନେଇ ବୋଟ କିଣାଯିବା ସହ ସର୍ଫିଂ ଫେଡେରେସେନ ଅଫ ଇଣ୍ଡିଆ ସହ ଚୁକ୍ତି କରାଯିବ । ଏଥି ସହିତ ହିଁ ଉଭୟ ପର୍ଯ୍ୟଟନ କ୍ଷେତ୍ରରେ ଗୋଟିଏ ବୁଦ୍ଧିଷ୍ଟି ସରକିଟ ଗ୍ରାଣ୍ଡ ତିଆରି କରାଯିବ ସହ ଡାକ ବଙ୍ଗଳା ମଧ୍ୟ ନିର୍ମାଣ କରାଯିବ ବୋଲି…

ଗରିବ ମହିଳାଙ୍କ ପାଇଁ ମସିହା ସାଜିଛି ‘ଡ୍ରାଇଭର୍ ବେନ୍ ପ୍ରୋଜେକ୍ଟ’ ! ଅଟୋ , କ୍ୟାବ୍ , କାର୍ , ସ୍କୁଲବସ୍ ରେ…

ସମୟ ଥିଲା ନାରୀଟିଏ ମୁଣ୍ଡରେ ଓଢଣା ଦେଇ ଘର ଭିତରେ ସୀମିତ ହୋଇରହୁଥିଲା । ସ୍ୱାମୀ,ସନ୍ତାନଙ୍କ ସେବାରେ ହିଁ ସମୟ ବିତାଉଥିଲା । କିନ୍ତୁ ଏବେ ବଦଳିଛି ସମୟ । ଓଢଣା ଭିତରେ ନ ଲୁଚି ଦାଣ୍ଡକୁ ପାଦ କାଢିଲେଣି ମହିଳା । ଧିରେ ଧିରେ ମହିଳା ସଶକ୍ତିକରଣର ଉଦାହରଣ ଦେଖିବାକୁ ମିଳୁଛି । ଏଭଳି କିଛି…

ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସୌରଭ ଗାଙ୍ଗୁଲି : ବିସିସିଆଇର ୩୯ ତମ ସଭାପତି ଭାବେ ୯ ମାସ ପାଇଁ…

କନକ ବ୍ୟୁରୋ : ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସୌରଭ ଗାଙ୍ଗୁଲି । ବିସିସିଆଇର ୩୯ ତମ ସଭାପତି ଭାବେ ସେ ଦାୟିତ୍ୱ ନେଇଛନ୍ତି । ୯ ମାସ ପାଇଁ ବିସିସିଆଇ ସଭାପତି ଭାବେ ସେ ଦାୟିତ୍ୱ ଦାୟିତ୍ୱ ତୁଲାଇବେ । ବିସିସିଆଇ ପକ୍ଷରୁ ଟୁଇଟ କରି ଏନେଇ ସୂଚନା ଦିଆଯାଇଛି । ଆସନ୍ତା…