Daily Archives

October 23, 2019

ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା । ନିରପେକ୍ଷ ତଦନ୍ତ ଦାବିରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଏବଂ ଗ୍ରାମ…

କନକ ବ୍ୟୁରୋ: ଧର୍ମଶାଳା ପଂଚାୟତ ଅଧିକାରୀ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମୃତ ପତ୍ନୀଙ୍କ ପାଇଁ ସ୍ୱାମୀ ସୁଶୀଲ ବିଶ୍ୱାଳ ନ୍ୟାୟ ମାଗିଥିବା ବେଳେ ଘଟଣାର ନିରପେକ୍ଷ ତଥା ବିଚାର ବିଭାଗୀୟ ତଦନ୍ତ ଦାବି କରି ଆଜି ଯାଜପୁର ପଂଚାୟତ କାର୍ଯ୍ୟ ନିର୍ବାହୀ…

ଗୁପ୍ତପଥ ସମ୍ପର୍କରେ ଅବଗତ ହୋଇପାରୁନାହିଁ ପ୍ରଶାସନ ।  ମାତ୍ର ୩ କିମି ବାଟ ବଦଳରେ ଯିବାକୁ ପଡୁଛି ୩୦ କିମି ବାଟ

କନକ ବ୍ୟୁରୋ : ମାଓ ସଂଗଠନ ମଜବୁତ ଥିବା ବେଳେ ମାଓବାଦୀମାନେ ଚକମା ଦେଇ ଦୁର୍ଗମ ଅଂଚଳର ବିଭିନ୍ନ ସ୍ଥାନରେ ବୈଠକ ଓ କ୍ୟାମ୍ପ କରୁଥିଲେ । ମାଓବାଦୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଯବାନମାନେ କମ୍ବିଂ ଅପରେସନ ଓ ପେଟ୍ରୋଲିଂ ବି କରୁଥିଲେ । ତେବେ ଏନେଇ କୌଣସି ପ୍ରକାରରେ ଖବର ପାଇ ମାଓ…

ଆଖିର ଲୁହ ଆଖିରେ ଶୁଖୁଛି . . ପରିଣତ ବୟସରେ ପର କରିଦେଲା ଗଳାରତନ : ପୁତୁରାକୁ ପୁଅ କରି ବାପାମା’ ଦାଣ୍ଡର ଭିକାରୀ,…

କନକ ବ୍ୟୁରୋ : ଆଖିରୁ ଶୁଖୁନି ଲୁହ । କନ୍ଦାଉଛି ଗଳାରତନ । ପରିଣତ ବୟସରେ ପର କରିଦେଲା ନୟନ ପିତୁଳା । ପୁତୁରାକୁ ପୁଅ କରି ବାପା ମା ଆଜି ଦାଣ୍ଡର ଭିକାରୀ । କୂଳ ରକ୍ଷା କରିବା ଆଶାରେ ପୋଷ୍ୟ କରିଥିବା ପୁଅ ପାଇଁ ଆଜି ସେମାନେ ଅଲୋଡ଼ା । ନାଁ ଖାଇବାକୁ ଅଛି ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ…

୧୨ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ : ଗତକାଲି କାଠଯୋଡ଼ିକୁ ଡେଇଁପଡ଼ିଥିଲ ଯୁବକ

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର । ଗତକାଲି କାଠଯୋଡିକୁ ଡେଇଁ ନିଖୋଜ ଥିବା ଯୁବକର ଆଜି ଉଦ୍ଧାର ହୋଇଛି ମୃତଦେହ । ବ୍ରିଜ ଉପରେ ଯୁବକ ଜଣକ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଥିଲେ । ଗତକାଲି ରାତିରୁ ନିଖୋଜ ଥିଲେ ଦେବବ୍ରତ ମାଝି । ଘଟଣାସ୍ଥଳରେ…

ଚାଇନା ବାଣ ଫୁଟାଇଲେ କିମ୍ବା ବିକ୍ରି କଲେ ମିଳିବ ଦଣ୍ଡ ! ଦୀପାବଳିରେ ଚାଇନା ବାଣ ପରିବର୍ତ୍ତେ ସବୁଜ ବାଣର ବ୍ୟବହାର…

ଦୀପାବଳି ପୂର୍ବରୁ ମୋଦି ସରକାର ଚାଇନା ବାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତି କରିସାରିଲେଣି । ସୋମବାର କଷ୍ଟମ୍ ବିଭାଗର ପ୍ରିନ୍ସିପାଲ୍ କମିଶନର୍ ଏଥି ସମ୍ବନ୍ଧୀୟ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ ରେ କୁହାଯାଇଛି ଯେ ଚାଇନା ବାଣକୁ ନେଇ ପ୍ରତିବନ୍ଧ ଲଗାଯାଇଛି । ଯଦି…

ଇଂରାଜୀ ସିନେମାରେ ଓଡିଆ ପୁଅଙ୍କ ଜଲୱା । ପ୍ରଖ୍ୟାତ ସେଫ୍ ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ‘ଦ ଲାଷ୍ଟ କଲର’ରେ ସଙ୍ଗୀତ…

କନକ ବ୍ୟୁରୋ: ପ୍ରଖ୍ୟାତ ସେଫ୍ ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ଇଂରାଜୀ ଚଳଚ୍ଚିତ୍ର ‘ଦ ଲାଷ୍ଟ କଲର’ରେ ପ୍ରିୟବତ ପାଣିଗ୍ରାହୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାରଣାସୀରେ ସୁଟିଂ ହୋଇଥିବା ଏହି ଫିଲ୍ମଟି ଭାରତରେ ବିଧବାଙ୍କ ପାଇଁ ଥିବା ସାମାଜିକ ବାସନ୍ଦ ଉପରେ ଆଧାରିତ । ସ୍ପେନ, ଡଲାର୍ସ…