Daily Archives

October 13, 2019

ଅନ୍ତିମ ସଂସ୍କାର ବେଳେ ଆଶ୍ଚର୍ଯ୍ୟ ! ମୃତ ଭାବି ପୋଡ଼ିବାକୁ ନେଇଥିଲେ, ହଠାତ୍ ଜୁଇରୁ ଉଠିପଡ଼ିଲେ ବୃଦ୍ଧ । ଭଞ୍ଜନଗରରୁ…

କନକ ବ୍ୟୁରୋ: ଆଶ୍ଚର୍ଯ୍ୟ! ଜୁଇରୁ ଉଠିଲା ଶବ । ଅନ୍ତିମ ସଂସ୍କାର ବେଳେ ହଠାତ୍ ଜୁଇରୁ ଉଠି ପଡ଼ିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ହରିପୁର ଗାଁରେ । ସୂଚନା ମୁତାବକ, ହରିପୁର ଗାଁର ସିମାଞ୍ଚଳ ମଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ…

‘ମୋ ସରକାର’ରେ ଅବହେଳା ପାଇଁ ଆକ୍ସନ: ନିଲମ୍ବିତ ହେଲେ ଭାରପ୍ରାପ୍ତ ସିଡିଏମଓ, କାହିଁକି ‘ମୋ ସରକାର’ରେ ମାରିଲ ଢ଼ିଲା…

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାକୁ ‘ଫାଇଭ୍-ଟି’ ସଚିବଙ୍କ ଗସ୍ତ ପରେ ନିଆଗଲା ବଡ କାର୍ଯ୍ୟାନୁଷ୍ଠାନ । ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ପଙ୍କଜ ।…

ସୁନ୍ଦରଗଡ଼ରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ‘ଫାଇଭ୍-ଟି’ ସଚିବ, କିଭଳି ମିଳୁଛି ସେବା ସେନେଇ ରୋଗୀଙ୍କ ସହ…

କନକ ବ୍ୟୁରୋ: ସୁନ୍ଦରଗଡରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ପାଣ୍ଡିଆନ୍ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ବୁଲିବା ସହ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି…

ବିପଦ ସଂକେତ ଡେଇଁଲା ଗୁରୁପ୍ରିୟା ନଦୀର ଜଳସ୍ତର । ବାଲିମେଳା ଜଳଭଣ୍ଡାର ପାଣି ଛାଡିବା ପରେ ତଳି ଅଂଚଳ ଲୋକଙ୍କ ମଧ୍ୟରେ…

କନକ ବ୍ୟୁରୋ: ବିପଦ ସଙ୍କେତ ଡେଇଁଲା ଗୁରୁପ୍ରିୟା ନଦୀରେ ଜଳସ୍ତର । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ନିର୍ମିତ ଗୁରୁପ୍ରିୟା ସେତୁରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ବାଲିମେଳା ଜଳଭଣ୍ଡାରରୁ ପାଣି ଛାଡିବା ପରେ ଗୁରୁପ୍ରିୟା ନଦୀର ଜଳସ୍ତର ବଢିଛି । ଗୁରୁପ୍ରିୟା ସେତୁର ଫୁଟ ତଳେ…

ଦୁନିଆକୁ ଖୁସିର ପ୍ରତିଶବ୍ଦ ବୁଝାଇଲା କୁନି ଝିଅ । ବାପା ପୁରୁଣା ସାଇକେଲ ଆଣିଲେ ବୋଲି, ଖୁସିରେ ଆତ୍ମହରା କଅଁଳ କଢ଼ି,…

କନକ ବ୍ୟୁରୋ: ଖୁସିର ଅନେକ ପ୍ରତିଶବ୍ଦ ଥାଇପାରେ । କିଏ ଖୁସିକୁ ଆନନ୍ଦ କହୁଛି ତ’ ଆଉ କିଏ ଉଲ୍ଲାସ । ହେଲେ ଅନୁଭୂତି ସେଇ ଗୋଟିଏ । ତେବେ ଏହି ଖୁସିର ଠିକଣା ସବୁବେଳେ ମହଲ ନୁହେଁ । ଆନନ୍ଦ, କେବଳ ଗାଡ଼ି-ଘୋଡ଼ା କରିବାରେ ନଥାଏ । ଖୁସି ମଣିଷର ଏଭଳି ଏକ ଅନୁଭତି ଯାହା ଏକ ପୁରୁଣା ସାଇକେଲରୁ…

ପଡ଼ିଆରେ ପସିଲେ, ରୋହିତଙ୍କ ପାଦ ଛୁଇଁଲେ ପ୍ରଶଂସକ । ଭାଇରାଲ୍ ହେଲା ପୁଣେ ଟେଷ୍ଟରେ ପ୍ରଶଂସକଙ୍କ ପାଦ ଛୁଆଁ ଦୃଶ୍ୟ

କନକ ବୁରୋ: ପୁଣେ ଟେଷ୍ଟରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ । ପଡିଆରେ ଖେଳ ଚାଲିଥିବା ବେଳେ ପ୍ରଶଂସକ ପସି ଆସିଥିଲେ ପଡିଆ ଭିତରକୁ । ଦେହରେ ପିନ୍ଧିଥିଲେ ଟିମ ଇଣ୍ଡିଆର ଜର୍ସି । ସିଧା ପହଁଚିଥିଲେ ରୋହିତ ଶର୍ମାଙ୍କ ପାଖରେ । ହଠାତ୍ ଏପରି ଘଟଣା ଦେଖି ହଡବଡେଇ ଯାଇଥିଲେ ରୋହିତ ଶର୍ମା…