Daily Archives

October 11, 2019

ଅଟୋମୋବାଇଲ ଶିଳ୍ପ ଉପରେ ମାନ୍ଦାବାସ୍ଥା ମାଡ଼ : ସେପ୍ଟେମ୍ବରରେ କମିଲା କାର ଓ ବାଇକ ବିକ୍ରି

କନକ ବ୍ୟୁରୋ : ଅଟୋମୋବାଇଲ ଶିଳ୍ପ ଉପରେ ମାନ୍ଦାବସ୍ଥାର ମାଡ । ସେପ୍ଟେମ୍ବର ମାସରେ କମିଲା ଗାଡି ବିକ୍ରି । ଏହି ସମୟରେ ଉଭୟ କାର ଓ ଦୁଇ ଚକିଆ ଗାଡି ବିକ୍ରି କମିଛି । ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ନିର୍ମାତା ସୋସାଇଟି ପକ୍ଷରୁ  ଆଜି ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଗତବର୍ଷ ସେପ୍ଟେମ୍ବର…

ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହେଲା ମାଙ୍କଡ଼ ରାଜା ! ମୁଣ୍ଡରୁ ଉଙ୍କୁଣି ଖୋଜିବା, କାନରୁ ମଇଳା କାଢିବା ଏବଂ ସଲାମ୍…

ନିକଟରେ ଉତ୍ତରପ୍ରଦେଶର ପିଲିଭିତ୍ ଥାନାରେ ଇନ୍ସପେକ୍ଟରଙ୍କ କାନ୍ଧ ଉପରେ ବସି ମୁଣ୍ଡରୁ ଉଙ୍କୁଣୀ କାଢୁଥିବା ମାଙ୍କଡର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ବର୍ତ୍ତମାନ ଏହି ମାଙ୍କଡ ବିଷୟରେ ଆଉ ଏକ କୌତୁହଳଭରା ଖବର ଆସିଛି । ମାଙ୍କଡର ନାଁ ରାଜା କୁହାଯାଉଥିବା ବେଳେ…

ବାପାଙ୍କ ପରେ ମାଆ ବି ଚାଲିଗଲେ…ଶୈଶବରୁ ଅନାଥ ହୋଇଗଲେ ୪ ନିଷ୍ପାପ ଶିଶୁ…ମୁଣ୍ଡ ଗୁଂଜିବାକୁ ନାହିଁ ଘର…

କନକ ବ୍ୟୁରୋ: ଦିନ ଥିଲା ସୁଖର ସଂସାର ଭିତର ଜୀବନ ଜିଉଁଥିଲେ ପୂରା ପରିବାର । ବାପାମାଆ ଯାହା କିଛି ରୋଜଗାର କରି ଆଣୁଥିଲେ ସେଥିରେ ବେଶ ହସ ଖୁସିରେ ଚଳିଯାଉଥିଲା ପୂରା ପରିବାର । କିନ୍ତୁ ହଠାତ୍ ବଦଳିଗଲା ଜୀବନ ଯାତ୍ରାର ମୋଡ । ଦୁଇ ବର୍ଷ ତଳେ ବାପାଙ୍କର ମୃତ୍ୟୁ ହେବା ପରେ ମାଆଙ୍କ ଉପରେ…

ଏବେ ବି ମିଳୁନି କାଠଯୋଡିରେ ଡେଇଁପଡିଥିବା ଯୁବକ ଦେବବ୍ରତଙ୍କ ପତା । ଲଗାତାର ତୃତୀୟ ଦିନ ପାଇଁ ସର୍ଚ୍ଚ ଅପରେସନ ଜାରି

କନକ ବ୍ୟୁରୋ: ଏବେ ବି ମିଳୁନି କାଠଯୋଡିରେ ଡେଇଁପଡିଥିବା ଯୁବକ ଦେବବ୍ରତ ପତା । ତିନି ଦିନ ବିତି ଯାଇଥିଲେ ମଧ୍ୟ ଦେବବ୍ରତଙ୍କ ପତା ମିଳୁନି । ଲଗାତାର ତୃତୀୟ ଦିନ ପାଉଁ ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି…

ସୁନ୍ଦରଗଡ ବଣେଇ ବ୍ଲକ ତିଲେଇମାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନ ଜାଞ୍ଚ କରିବାକୁ ଆସିଥିବା ଅଧିକାରୀ ଖାଇଲେ ଚିକେନ୍ ,…

ସୁନ୍ଦରଗଡ ବଣେଇ ବ୍ଲକ ତିଲେଇମାଲ ପ୍ରୋଜେକ୍ଟ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନ ଜାଞ୍ଚ୍ ବେଳେ ଆସିଲା ନିଆରା ଚିତ୍ର  । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଜାଞ୍ଚ୍  ପାଇଁ ଯାଇଥିବା ଅଧିକାରୀ ଖାଇଲେ ସୁସ୍ୱାଦୁ ବ୍ୟଞ୍ଜନ ପିଲାଏ ଖାଇଲେ ଭାତ ସାଙ୍ଗରେ ଖାଲି ଡାଲି…

ଫିଲ୍ମ ଷ୍ଟାଇଲରେ ନିଶା ଦେଇ ଲୁଟ୍ ! ୬୫ ବର୍ଷୀୟ ବୃଦ୍ଧଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁର୍ବୃତ ଲୁଟିନେଲେ ସୁନା ଓ…

କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଲୁଟ୍ । ୬୫ ବର୍ଷୀୟ ବୃଦ୍ଧଙ୍କୁ ନିଶା ଦେଇ ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ । ଢ଼େଙ୍କାନାଳ ମହୁଲପଡାର ପ୍ରଫୁଲ୍ଲ କୁମାର ବେହେରା ଭୁବନେଶ୍ୱରରୁ ଢ଼େଙ୍କାନାଳ ଫେରୁଥିବାବେଳେ ଲୁଟ୍ କରିଛନ୍ତି ଦୁର୍ବୃତ । ପ୍ରଫୁଲ୍ଲ ଭୁବନେଶ୍ୱରରେ ରହୁଥିବା ତାଙ୍କ ପୁଅ…