Daily Archives

October 11, 2019

ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ବସ୍ ! ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ । 

ଉତ୍ତରପ୍ରଦେଶର ବୁଲନ୍ଦସହରକୁ ତୀର୍ଥଯାତ୍ରା ପାଇଁ ଗୋଟିଏ ପରିବାରର ୪ ଜଣ ମହିଳା ଏବଂ ୩ ଜଣ ଛୋଟପିଲା ଆସିଥିଲେ । ଶୁକ୍ରବାର ରାସ୍ତାକଡରେ ଶୋଇଥିବା ସମୟରେ ଦ୍ରୁତଗତିରେ ମାଡି ଆସୁଥିବା ବସ୍ ଟି ୭ ଜଣଙ୍କ ଉପରେ ଚଢିଯାଇଥିଲା । ଏହି ଦୂର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଛି ।…

ସୁଷମା ସ୍ୱରାଜଙ୍କ ପଥରେ ବିଦେଶ ମନ୍ତ୍ରୀ ଏସ୍ .ଜୟଶଙ୍କର ! ସହାୟତା ପାଇଁ ଟ୍ୱିଟରରେ ଆସିଲା ନିବେଦନ , ଦେଲେ ଏଭଳି…

ବିଦେଶରେ ଫସିଥିବା ଭାରତୀୟଙ୍କୁ ସୋସିଆଲ୍ ମିଡିଆ ଜରିଆରେ ସାହାଯ୍ୟ କରିବାର ପରମ୍ପରା ଜାରି ରଖିଛି ବୈଦେଶିକ ମନ୍ତ୍ରାଳୟ । କୁୱେତ୍ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଫସିଥିବା ଜଣେ ଭାରତୀୟ ମହିଳାଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଚେଷ୍ଟା କରୁଛନ୍ତି । ଏହି ମହିଳା ଚାକିରୀ ଆଶାରେ ଏଜେଣ୍ଟ୍ ଙ୍କ…

ବରଗଡ ବରପାଲିରେ ଛତିଶଗଡ ବ୍ୟବସାୟୀଙ୍କ ଗାଡିରୁ ୧୯ ଲକ୍ଷ ଟଙ୍କା ଜବତ କଲା ପୋଲିସ୍ । ବିଜେପୁର ଉପନିର୍ବାଚନ ପାଇଁ ଗାଡି…

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ଗାଡି ଯାଂଚବେଳେ ଗୋଟିଏ ଗାଡିରୁ ୧୯ ଲକ୍ଷ ଟଙ୍କା ଜବତ କଲା ପୋଲିସ୍ । ଗତକାଲି ବିଳମ୍ବିତ ରାତିରେ ବରପାଲି ପୋଲିସ୍ ପକ୍ଷରୁ ଚେକିଂ ଚାଲିଥିବାବେଳେ ଛତିଶଗଡର ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଛି । ତେବେ ଟଙ୍କା ଜବତ କରିବା…

ବାପୁଙ୍କ ଶିକ୍ଷାକୁ ମନେ ପକାଇବେ ବ୍ରିଟିସ୍ ସରକାର ! ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ବ୍ରିଟେନ୍ ସରକାର ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ । ବ୍ରିଟେନ୍ ର ଅର୍ଥମନ୍ତ୍ରୀ ସାଜିଦ୍ ଜାବିଦ୍ ବାପୁଙ୍କ ସମ୍ମାନରେ ମୁଦ୍ରା ଜାରି କରିବା ପାଇଁ ସୂଚନା ଦେଇଥିଲେ । ୧୯୩୧ ଗୋଲମେଜ୍…

ଶୀତଦିନ ପାଇଁ ଶ୍ରୀମନ୍ଦିର ଧ୍ୱଜା ବନ୍ଧା ସମୟର ହେଲା ପରିବର୍ତନ

କନକ ବ୍ୟୁରୋ : ଶୀତ ଦିନ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ନୀଳଚକ୍ର ଧ୍ବଜା ବନ୍ଧା ସମୟରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ଧ୍ବଜା ଦାଖଲ ଓ ବନ୍ଧା ସମୟ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏ…

ସଫଳ କାହାଣୀର ମୂର୍ତ୍ତିମନ୍ତ ପ୍ରତୀକ…ସ୍ୱାବଲମ୍ବୀ,ସ୍ୱାଭିମାନୀ ସମ୍ମୁ ବିବି…ଗାଡି ସର୍ଭିସିଂରେ…

କନକ ବ୍ୟୁରୋ: ଗାଡ଼ି ସର୍ଭିସିଂ କରୁଛନ୍ତି ଜଣେ ମହିଳା। ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳେ ତାଳଦଣ୍ଡା କେନାଲ କୂଳରେ। ସ୍ବାବଲମ୍ବୀ, ସ୍ବାଭିମାନୀ ସମ୍ମୁ ବିବିଙ୍କର ଏଭଳି କାର୍ଯ୍ୟ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଯୋବ୍ରା ଚାରିଘରିଆରେ ବାସ କରୁଥିବା ସମ୍ମୁ ବିବି…