Daily Archives

September 27, 2019

ଜୁନାଗଡ ଗଣଦୁଷ୍କର୍ମ ମାମଲା : ପୀଡିତା କହିଲେ ପୂରା କାହାଣୀ । ପ୍ରଶ୍ନ କଲେ କାହିଁକି ମୁଖ୍ୟ ଆସାମୀ ବସ୍ ଡ୍ରାଇଭରକୁ…

କନକ ବ୍ୟୁରୋ : ଜୁନାଗଡ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ପୀଡିତା । ଆଉ ସେ ମୁହଁ ଖୋଲିବା ପରେ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା ନୂଆ ମୋଡ ନେଇଛି । ପୋଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ଏଭଳି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ବୋଲି ପୀଡିତା କହିଛନ୍ତି ।…

ହସ୍ପିଟାଲ ଓ ଆରଟିଓରେ ଦଲାଲଙ୍କୁ ଗୋଡାଇ ଗୋଡାଇ ଧରୁଛି ପୁଲିସ । ଗତକାଲି ୩୦ ଜଣଙ୍କୁ ଗିରଫ ପରେ ଆଜି ପୁଣି ବନ୍ଧା ହେଲେ…

କନକ ବ୍ୟୁରୋ : ଆଜି ଦିନ ତମାମ୍ ସାରା ରାଜ୍ୟରେ ହସ୍ପିଟାଲ ଓ ଆରଟିଓ ଅଫିସମାନଙ୍କରେ ତନାଘନା ଚଳାଇଥିଲା ପୁଲିସ । ପୁଲିସ ଟାର୍ଗେଟରେ ଥିଲେ ଲୋକଙ୍କୁ ଠକୁଥିବା ଦଲାଲ । ଗତକାଲି ଠାରୁ ଦଲାଲଙ୍କୁ ଗିରଫ କରିବା ପ୍ରକ୍ରିୟା ଚଳାଇଛି ପୁଲିସ । ଆଜି ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓ…

ନୂଆ ଚେହେରା ହେଲେ କାହାଣୀ ପୁରୁଣା । ଓଡିଶା କ୍ରିକେଟ୍ ଆସୋସିଏସନର ସଂପାଦକ ହେଲେ ସଂଜୟ । ପୂର୍ବରୁ ଥିଲା ବାପା…

କନକ ବ୍ୟୁରୋ : ବାପା ଗଲେ ପୁଅ ଆସିଲେ । ବହୁ ବାଦବିବାଦ ପରେ ଆଜି ଶେଷ ହୋଇଛି ଓଡିଶା କ୍ରିକେଟ ଆସୋସିଏସନ, ଓସିଏର ନିର୍ବାଚନ । ଏଥିରେ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସଂଜୟ ବେହେରା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂଜୟ ହେଉଛନ୍ତି ପୂର୍ବତନ ଓସିଏ ସଂପାଦକ ଆଶୀର୍ବାଦ…

କୋରାପୁଟର ଅଲୌକିକ ଗୁମ୍ଫା । ଯେଉଁଠି ଖୋଳିଲେ ବାହାରୁଛନ୍ତି ଶହ ଶହ ଶିବଲଙ୍ଗ, ଭୋଲାବାବାଙ୍କ ମହିମା ପାଇଁ କାହିଁ କେତେ…

କନକ ବ୍ୟୁରୋ : ପାଦେ ପାଦେ ଶିବ ଲିଙ୍ଗ । ଯେଉଁଠି ଖୋଳିଲେ ସେଇଠି ବାହାରୁଛି ଶିବ ଲିଙ୍ଗ । ପାହାଡ଼ ଉପରେ ରହିଛି ଶହଶହ ଶିବ ଲିଙ୍ଗ । କୋରାପୁଟ ଜିଲ୍ଳା ଲକ୍ଷ୍ମୀପୁର ବ୍ଳକ ଖୁଟୁଣି ପଦର ଗାଁ ନିକଟ ପାହାଡ଼ ଉପରେ ରହିଛି ବିରାଟ ଗୁମ୍ପା । ଆଉ ଗୁମ୍ଫା ଭିତରେ ରହିଛି ଶହଶହ ଶିବ ଲିଙ୍ଗ । ଗୋଟିଏ…

ଘରୁ ପାଦ କାଢ଼ିଲେ ପାଣି । ବର୍ଷା କମିଛି ହେଲେ ଦୁର୍ଦ୍ଦଶା ବଢ଼ିଛି, ଘରୁ ବାହାରି ପାରୁନାହାନ୍ତି ୩୦ରୁ ଅଧିକ ପରିବାର ।

କନକ ବ୍ୟୁରୋ : ଦୁଇ ଦିନର ଲଗାଣ ବର୍ଷା ପରେ ଜଳବନ୍ଦୀ ୩୦ଟି ପରିବାର । ଗାଁ ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । କଟକ ପାରାଦୀପ ରାସ୍ତା ନିର୍ମାଣ ଓ ରାସ୍ତା କଡରେ ଦୋକାନ ବଜାର ହେବାରୁ ବର୍ଷା ଦିନେ ଜଳବନ୍ଦୀ ଜୀବନ ଯିଉଁଥିବା…

ଆତ୍ମବିଶ୍ୱାସ ବଢ଼ାଇଛି ଆରିସା ପିଠା ! ରୋଜଗାର ନୂଆ ମାଧ୍ୟମ ଆରିସା ବ୍ୟବସାୟ ।

କନକ ବ୍ୟୁରୋ: ଅଧୁନିକ ଯୁଗରେ ମହିଳାମାନେ ପାଠ ପଢି ବିଭିନ୍ନ ଚାକିରୀ ଓ ବ୍ୟବସାୟ କରି ବଡବଡ ପଦପଦବୀରେ ନିଜକୁ ଅବସ୍ଥାପିତ କରୁଛନ୍ତି । ହେଲେ ଆଜି ବି ଏମିତି ମହିଳା ଅଛନ୍ତି ଯେଉଁମାନେ ଘର କଣରୁ ବାହାରି ପାରିନାହାନ୍ତି । ସେହିଭଳି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବଲାଙ୍ଗୀରର…