Daily Archives

September 27, 2019

ବାପା ଗଲେ ପୁଅ ଆସିଲେ । ସଞ୍ଜୟଙ୍କ ଉପରେ ଓସିଏର ‘ଆଶୀର୍ବାଦ’, ୪୫ ଖଣ୍ଡ ଭୋଟରେ ସମ୍ପାଦକ ଭାବେ ନିର୍ବାଚିତ ।

କନକ ବ୍ୟୁରୋ: ବାପା ଗଲେ ପୁଅ ଆସିଲେ । ବଜାୟ ରହିଲା ଓସିଏରେ ପରିବାର ପରମ୍ପରା । ଅନେକ କଳ୍ପନା ଜଳ୍ପନା ପରେ ଓସିଏ ସମ୍ପାଦକ ହେଲେ, ସଞ୍ଜୟ ବେହେରା । ୪୫ ଖଣ୍ଡ ଭୋଟରେ ଓସିଏର ସମ୍ପାଦକ ଭାବେ ବିଜୟ ତିଳକ ପିନ୍ଧିଛନ୍ତି ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ।…

ଶିକ୍ଷା ପାଇଁ ସଂଘର୍ଷ ! ଉଚ୍ଚଶିକ୍ଷା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ । ନଈ ପାରି ପାଇଁ ସୋଲ…

କନକ ବ୍ୟୁରୋ : ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ପାହିସାହି ଗାଁ । କଂଟିଆଚିରା ନଦୀ ପାର ହୋଇ ଯାତାୟତ କରନ୍ତି ଲୋକ । ଗାଁ ଲୋକ ଯାତାୟତ ପାଇଁ ଏହେଉଛି ନିତିଦିନିଆ ବାଟ । ଛାତ୍ରଛାତ୍ରୀ ଗ୍ରାମବାସୀ ମାନେ ଜୀବନକୁ ବାଜି ଲଗାଇ ସୋଲ ଡଙ୍ଗା ଉପରେ ଅତି ବିଦପ ସଂକୁଳ ଅବସ୍ଥାରେ ଜୋତାରେ ଆହୁଲାମାରି…

ପାହାଡରେ ପିଟିହେଲା ଭାରତୀୟ ସେନାର ଚିତା ହେଲିକପ୍ଟର । ୨ ପାଇଲଟ୍ ମୃତ ।

ଭୁଟାନରେ ଆଜି ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନାର ଜଣେ ପାଇଲଟ ଓ ରୟାଲ ଭୁଟାନ ଆର୍ମିର ଜଣେ ଅଫିସର ନିହତ ହୋଇଥିବା ଖବର ମିଳିଛି । ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦ କହିଛନ୍ତି କି ଦିନ ୧ଟା ସମୟରେ ଏହି…

ରାଜନୀତିରେ ଜୁନାଗଡ଼ ଦୁଷ୍କର୍ମ ଘଟଣା ! ବିଜେପି କହିଲା ଦୁଷ୍କର୍ମକାରୀ ସହିତ ରହିଛି ବିଜେଡି ନେତାଙ୍କ ଲିଙ୍କ୍ । ଖଣ୍ଡନ…

କନକ ବ୍ୟୁରୋ: ପଲିଟିକ୍ସରେ କଳାହାଣ୍ଡି ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା । ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ…

କରଜରେ ବୁଡିଥିବା ପାକିସ୍ତାନ ପାଇଁ ସାହାଯ୍ୟର ହାତ ବଢାଇଲେ ବିଲ୍ ଗେଟସ୍ ! ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍…

ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ପାଇଁ ଏବେ ଖରାପ ସମୟ ଚାଲିଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ନିନ୍ଦିତ ହୋଇଥିବା ପାକ୍ ପ୍ରଧାନମନ୍ତ୍ରୀ ଏବେ ଦେଶକୁ ଖୁସି ଖବର ଦେବାକୁ ଯାଉଛନ୍ତି । କରଜରେ ବୁଡିଥିବା ପାକ୍ କୁ…

ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିମାନବନ୍ଦରରେ ଉତ୍ତରୀୟ ଦେଇ…

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଁଚିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ତେବେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଁଚିବାପରେ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି, ରାଜ୍ୟପାଳ…