Daily Archives

September 26, 2019

ଲିଙ୍ଗରାଜ ମନ୍ଦିରକୁ ନେଇ ଆସିଲା ବଡ ଖବର । ମନ୍ଦିରର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ, ପତ୍ନତତ୍ୱ ବିଭାଗକୁ ଚିଠି ଲେଖିଲେ…

କନକ ବ୍ୟୁରୋ : ଏକାଦଶ ଶତାବ୍ଦୀର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପ୍ରତି ବିପଦ ମାଡି ଆସୁଛି । ଆଜି ଏଏସଆଇକୁ ଦେବୋତ୍ତର କମିଶନ ଲେଖିଥିବା ଚିଠିରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ, ଲିଙ୍ଗରାଜ ମନ୍ଦିର ପ୍ରତି ପ୍ରତ୍ନତତ୍ୱ ବିଭାଗ ଚରମ ଅବହେଳା ଦେଖାଇଛି । ମନ୍ଦିରର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ…

ଭାରତ ଉପରେ ସଇତାନର ଆଖି । ମୋଦି, ଶାହା ଓ ଡୋଭାଲଙ୍କ ଉପରେ ହମଲା ଷଡଯନ୍ତ୍ର କରିଛି ଜୈଶ, ଜନଗହଳି ସ୍ଥାନରେ ବଡ ଧରଣର…

କନକ ବ୍ୟୁରୋ : ଭାରତ ଉପରେ ସଇତାନର ଆଖି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ଏନଏସଏ ଅଜିତ ଡୋଭାଲଙ୍କ ଉପରେ ଅଚାନକ ହମଲା ପାଇଁ ଷଡଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ଏହଛଡା ସେପ୍ଟେମ୍ବର ଶେଷ ସୁଦ୍ଧା କିମ୍ବା ପୂଜା ଭିଡରେ ଆତ୍ମଘାତୀ ହମଲା ପାଇଁ ମଧ୍ୟ ଜୈଶ ଯୋଜନା କରିଛି । ଏନେଇ ଗୁଇନ୍ଦା…

ଭାରତ, ପାକ୍ ଓ କ୍ରିକେଟକୁ ନେଇ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ୍ । କହିଲେ ଏକାଠି ଚାଲିପାରିବନି ଆତଙ୍କାବାଦ ଓ…

କନକ ବ୍ୟୁରୋ : ଏକାଠି ଚାଲିପାରିବ ନାହିଁ ଆତଙ୍କବାଦ ଓ କ୍ରିକେଟ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ନ୍ୟୁୟର୍କରେ ବୈଦେଶିକ ଥିଙ୍କ୍ ଟ୍ୟାଙ୍କ ସଦସ୍ୟଙ୍କ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଦେଶ ଭିତରେ ଘଟଣାଗୁଡିକୁ ଅଲଗା ଅଲଗା କରିବା ମୁସ୍କିଲ ।…

କେଉଁ ସ୍ତରରେ ପହଞ୍ଚିଲାଣି ଓଡ଼ିଶାର ଯାତ୍ରା ପରମ୍ପରା? ରାନୀଙ୍କ ପରେ ହାଇଟେକ ସୋନାଲୀ । ଯାତ୍ରା ମଞ୍ଚରେ ଖୁଲମଖୁଲା…

କନକ ବ୍ୟୁରୋ : ରାନୀଙ୍କ ପରେ ସୋନାଲୀ । ଯାତ୍ରା ଦୁନିଆର ଏହି କୁଇନ ଏବେ ତାଙ୍କ ନାଚକୁ ନେଇ ରହିଛନ୍ତି ଚର୍ଚ୍ଚାରେ । ଅନୁଗୁଳର ହାଇଟେକ ସୋନାଲୀ ନୃତ୍ୟ ନାଁରେ ଅଶ୍ଲିଳତା ପ୍ରଦର୍ଶନ କରିବା ସହିତ ନୃତ୍ୟ ସମୟରେ ଅଶ୍ଲିଳ ଇଙ୍ଗିତ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଦର୍ଶକଙ୍କୁ ନୃତ୍ୟ…

ହସଖୁସିର ପରିବାରରେ ଛାଇଗଲା ଦୁଃଖର ବାଦଲ । ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ଶ୍ରୀପତି ।…

କନକ ବ୍ୟୁରୋ : ଦହଣା ଗ୍ରାମର ଦରିଦ୍ର କୁଡିଆରେ ଦିନେ ହସଖୁସିରେ ବିତୁଥିଲା ଦିନ । ଜୀବନ ଯାତ୍ରାରେ ଯନ୍ତ୍ରଣାର କଂଟାକୁ ଭେଦି ଖୁସିରେ ପୂରା ପରିବାର କାଳାତିପାତ କରୁଥିଲେ । ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରି ସ୍ତ୍ରୀ, ଦୁଇ କୁନି କୁନି ଛୁଆ ଓ ବୁଢୀ ଆଇକୁ ନେଇ ୫ ପ୍ରାଣୀ କୁଟୁମ୍ବ…

ଗାଡି ଚାଳକଙ୍କୁ ଆଶ୍ୱସ୍ତି । ନିଷ୍ପତି ବଦଳିଲା, ତାରିଖ ବଦଳିଲା । ଆସନ୍ତା ଡିସେମ୍ବର ୩୧ ଯାଏଁ ଉଭୟ ଅନଲାଇନ୍ ଓ…

ପୁଣିଥରେ ନିଷ୍ପତି ବଦଳାଇଲେ ରାଜ୍ୟ ସରକାର । ପ୍ରଦୂଷଣ ପ୍ରମାଣପତ୍ର ନେଇ ରାଜ୍ୟ ସରକାର ପୁଣିଥରେ ନିଜର ନିଷ୍ପତି ବଦଳାଇଛନ୍ତି । ଆହୁରି ୩ ମାସ ପର୍ଯ୍ୟନ୍ତ ଅଫଲାଇନରେ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବ ବୋଲି ସ୍ପଷ୍ଟ କରିଛି ପରିବହନ ବିଭାଗ । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ…