Daily Archives

September 26, 2019

ଆଇଏଏସ ହେବେ ନା ଆଇପିଏସ ? ରାଙ୍କିରୁ ନୁହେଁ ବରଂ ବ୍ୟବହାରିକ ଜ୍ଞାନରୁ ବି ଚୟନ ହେବେ ଆଶାୟୀ !

କନକ ବ୍ୟୁରୋ: ୟୁପିଏସସିର ସିଭିଲ୍ ସର୍ଭିସେସ ପରୀକ୍ଷାରେ ଏଣିକି ଆଶାୟୀପ୍ରାର୍ଥୀଙ୍କ କ୍ୟାଡର ସ୍ଥିର କରିବାର ତାରିଖ ବଦଳିପାରେ । ଏଣିକି ୟୁପିଏସସିରେ ରାଙ୍କିଂ ହିସାବରେ ନୁହେଁ ବରଂ ଆଶାୟୀପ୍ରାର୍ଥୀଙ୍କ ଲିଡରସିପ୍ ଆପ୍ରୋଚ ଏବଂ ଅନ୍ୟାନ୍ୟ କ୍ଷମାତା ହିସାବରେ ସେମାନଙ୍କର କ୍ୟାଡର ଧାର୍ଯ୍ୟ…

୮ ବର୍ଷର ପୁଅକୁ ଗାଡି ଚଳାଇବାକୁ ଦେବା ବାପାଙ୍କୁ ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଚାଲାଣ, ଭିଡ଼ିଓରେ ଦେଖନ୍ତୁ…

ନାବାଳକ ପୁଅକୁ ଗାଡି ଚଳାଇବାକୁ ଦେବା ମହଙ୍ଗା ପଡିଲା । ବାପାଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟିଲା । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ମାତ୍ରେ ମୋଟା ଅଙ୍କର ଚାଲାଣ କାଟୁଛି ପୋଲିସ । ଆଉ ଏସବୁ ଭିତରେ ଜଣେ ୮ରୁ ୧୦…

ମୁହଁରେ ବଢୁଛି ମାଂସ ପିଣ୍ଡୁଳା। ଜୀବନକୁ ବଳି ପଡୁଛି ଯନ୍ତ୍ରଣା। ଚିକିତ୍ସା ପାଇଁ ସରକାରୀ ସହାୟତା ନମିଳିଲେ…

କନକ ବ୍ୟୁରୋ: ମୁହଁରେ ମାଡି ଚାଲିଛି ଟ୍ୟୁମର । ଏହାର ପ୍ରଭାବରେ ମୁହଁ ବିକୃତ ଦିଶୁଛି, ଗୋଟିଏ ଆଖିକୁ ଦେଖା ଯାଉନାହିଁ । ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରୁ ଦିଲ୍ଲୀ ଏମ୍ସ ଯାଇଥିଲେ ବି ଚିକିତ୍ସା ପାଇ ପାରିନାହାନ୍ତି । ଏବେ କଟକରେ ଯନ୍ତ୍ରଣା ଭୋଗୁଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟଲାଗଡ…

ମୋଦିଙ୍କ ପରେ ଧୋନୀ ହେଉଛନ୍ତି ସବୁଠୁ ଲୋକପ୍ରିୟ ବ୍ୟକ୍ତି । ସର୍ଭେରୁ ଆସିଲା ବଡ ଖବର, ଦେଖନ୍ତୁ ଲୋକପ୍ରିୟ ଭାରତୀୟଙ୍କ…

ମହେନ୍ଦ୍ର ସିଂହ ଧୋନୀ । ୱିକେଟ୍ ପଛରେ ହେଉ ଅବା ୱିକେଟ୍ ଆଗରେ, ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରି ଅନେକ ସଫଳତା ସାଉଁଟିଛନ୍ତି ଧୋନୀ । କ୍ରିକେଟର ଜଣେ ସଫଳ ଅଧିନାୟକ ଭାବେ ପରିଚିତ ଏହି ଉଜ୍ଜଳ ଓ ଆକ୍ରମଣକାରୀ ବ୍ୟାଟ୍ସମ୍ୟାନଙ୍କ ଅବସର ନେଇ ଚର୍ଚ୍ଚା ହେଉଥିବା ବେଳେ ଧୋନୀଙ୍କୁ ନେଇ ସାମ୍ନାକୁ…

ସାହସୀ ମହିଳାଙ୍କୁ ସଲାମ । ଭୁଲ ପାଶ୍ୱର୍ରେ ଯାଉଥିବାରୁ ବସ୍ ଆଗରେ ସ୍କୁଟି ଛିଡା କରିଦେଲେ ମହିଳା, ଆଉ ତା’ପରର ଦୃଶ୍ୟ…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ସ୍କୁଟି ଚଳାଉଥିବା ମହିଳାଙ୍କର ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ସ୍କୁଟି ଚଳାଉଥିବା ଜଣେ ମହିଳା ବସ୍ ଆଗରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି । ତେବେ ରାସ୍ତା ମଝିରେ ବସ୍ ଆଗରେ ମହିଳା ଜଣଙ୍କ ସ୍କୁଟି ଧରି କାହିଁକି ଛିଡା…

ଫସଲ ଚାଷ ନଷ୍ଟ କରୁଛି ବେଦାନ୍ତର ଧୂଆଁ! ଶିଳ୍ପ ଜନିତ ପ୍ରଦୂଷଣ ଯୋଗୁଁ ଚାଷ ପ୍ରଭାବିତ ହେଉଥିବା କହିଲେ ଝାରସୁଗୁଡା ଚାଷୀ

କନକ ବ୍ୟୁରୋ: ଗତବର୍ଷ ମରୁଡ଼ି ପାଇଁ ଝାରସୁଗୁଡା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ପୁଣି ଶିଳ୍ପଜନିତ ପ୍ରଦୂଷଣ ପାଇଁ ଫସଲହାନି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ ଆରମ୍ଭ କରି ପ୍ରଦୂଷଣ ବିଭାଗକୁ…