Daily Archives

September 19, 2019

ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର । ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ବିମାନବନ୍ଦରର ଅନୁଭୂତି ।

କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର । ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ବିମାନବନ୍ଦରର ଅନୁଭୂତି । ନବବଧୂ ଭାବେ ସଜେଇ ହେବ ଭୁବନେଶ୍ୱର ରେଳ ଷ୍ଟେସନ । ଏପରିକି ଷ୍ଟେସନକୁ ପୂରା ବିଶ୍ୱସ୍ତରୀୟ ଲୁକ୍ ଦିଆଯିବ । ଯାହାକୁ ଦେଖିଲେ ଚାଲିଯିବା ଲୋକ ମଧ୍ୟ ଘଡିଏ ଚାହିଁ ରହିବ ।…

ଆସନ୍ତା ଶନିବାର ପୁରୀ ବେଳାଭୂମିରେ ହେବ ସଫେଇ କାର୍ଯ୍ୟକ୍ରମ । ବେଳାଭୂମିକୁ ସଫା କରିବେ ପ୍ରାୟ ୫ ହଜାର ସ୍ୱେଚ୍ଛାସେବୀ

କନକ ବ୍ୟୁରୋ : ଆସନ୍ତା ଶନିବାର ଦିନ ‘ମୋ ବିଚ’ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ବେଳାଭୂମିକୁ ସଫେଇ କରାଯିବ । ପ୍ରାୟ ୫ ହଜାର ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୁରୀ ବେଳାଭୂମିକୁ ସଫା କରିବେ । ପୁରୀ ବେଳାଭୂମିର ପ୍ରାୟ ୧୦୦ଟି ସ୍ଥାନରେ ଏହି ସଫେଇ କାର୍ଯ୍ୟ କରାଯିବ ।…

ବଞ୍ଚିବା ପାଇଁ ଫୁଟବଲ୍ ଖେଳାଳୀଙ୍କ ସଂଘର୍ଷ। ଖେଳକୁ ନେଇ ସାବାସୀ ପାଇଲେ ହେଲେ ଜୀବନ ଯୁଦ୍ଧରେ ହାରିଗଲେ ରାମଦାସ। କର୍କଟ…

କନକ ବ୍ୟୁରୋ: ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳୀ ରାମଦାସ ମୁଦୁଲି । ଜିଲ୍ଳାଠାରୁ ରାଜ୍ୟ ପର୍ଯ୍ୟନ୍ତ ଅନେକ ପୁରସ୍କାର ପାଇଛନ୍ତି, ଖେଳକୁ ନେଇ ସାବାସି ପାଇଲେ ,ଜିଲ୍ଳା ଗର୍ବିତ ହେଲା କିନ୍ତୁ ନିଜ ଜୀବନ ଖେଳରେ ସେ ହାରିଗଲେ । କର୍କଟ ରୋଗରେ ପୀଡ଼ିତ ହୋଇ କୋରାପୁଟ…

ମୋଦିଙ୍କ ପରେ ଶାହାଙ୍କୁ ଭେଟିଲେ ମମତା । ଉଠାଇଲେ ଏନଆରସି ପ୍ରସଙ୍ଗ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖିଆ ମମତା ବାନାର୍ଜି ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଜାତୀୟ ନାଗରିକ ରେଜିଷ୍ଟ୍ରର (ଏନଆରସି)କୁ ନେଇ ଗୃହମନ୍ତ୍ରୀଙ୍କୁ ଏକ ଚିଠି ଦେଇଛନ୍ତି । ଏନଆରସିରେ ୧୯ ଲକ୍ଷ ଲୋକଙ୍କୁ ବାଦ…

ପାକ୍ ଖେଳାଳୀଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା । ବିରାଟଙ୍କ ବଡ ରେକର୍ଡ ପରେ ଅଭିନନ୍ଦନ ଜଣାଇଲେ ଆଫ୍ରିଦି ।

କନକ ବ୍ୟୁରୋ : ପାକ୍ ଖେଳାଳିଙ୍କ ମୁହଁରେ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା । ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ୍ ଆଫ୍ରିଦିଙ୍କ ମୁହଁରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟ ବିରାଟ କୋହଲିଙ୍କ ପ୍ରଶଂସା ଦେଖିବାକୁ ମିଳିଛି । କ୍ରିକେଟର ତିନୋଟି ଯାକ ଫର୍ମାଟ୍ ଦିନିକିଆ, ଟେଷ୍ଟ ଓ ଟି-୨୦ ରେ…

ଅଫିସ ଖୋଲା ହେଲେ ଚୌକି ଖାଲି। ଗ୍ରାମାଞ୍ଚଳରେ ସରକାରୀ ଅଫିସ ଥିବାରୁ ଆସୁନାହାନ୍ତି ଅଫିସର। ସେବା ନପାଇ ଫେରୁଛନ୍ତି…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ଘାରିଛି ଚାଷୀ ଚିନ୍ତା  । ଏହା ଭିତରେ ଚାଷୀମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ମଧ୍ୟ ଘୋଷଣା ହୋଇଛି  । ହେଲେ ଏହି ଯୋଜନା ଗୁଡିକର ସଫଳ ପ୍ରଣୟନ ଦିଗରେ ପ୍ରଶାସନିକ ଅବହେଳା ଓ ଆନ୍ତରିକତାର ଅଭାବ…