Daily Archives

September 8, 2019

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀ । ୯୫ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ଦେହାନ୍ତ ।

କନକ ବ୍ୟୁରୋ : ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀ । ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ରାମ ଜେଠମଲାନୀ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଗତ ସପ୍ତାହେ ହେବ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅଧିକ ଅବନତି ଦେଖା ଦେଇଥିଲା ।…

ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା କାରଣରୁ ତଣ୍ଡର ଶିକାର ହେଲେ ଭଦ୍ରକର ନାହିଦ୍ ଅଖତର୍ ! ବାପାଙ୍କ ଗାଡି ନ ଚଲାଇବା ତର୍କ…

ଭଦ୍ରକର ଜଣେ କଲେଜ୍ ଛାତ୍ରୀ ନାହିଦ୍ ଅଖତର୍ ବାପା ଶେଖ୍ ନିଜାମୁଦ୍ଦିନ୍ ଙ୍କ ସ୍କୁଟି ଚଲାଉଥିବା ସମୟରେ ଆରଟିଓ ୧୩ ହଜାର ଟଙ୍କାର ତଣ୍ଡ ଲଗାଇଥିଲା । କୁହାଯାଉଛି ବାପାଙ୍କ ଗାଡିକୁ ଝିଅ ଚଲାଉଥିବାରୁ ଏହି ଜରିମାନା ଲଗାଇଛି ଆରଟିଓ । କିନ୍ତୁ ବର୍ତ୍ତମାନ ଏହି ଖବରକୁ ଭିତ୍ତିହୀନ କହିଛନ୍ତି…

ଆଜିଠାରୁ ପୁରୀରେ ବଡ଼ ଆଖଡ଼ା ମଠର ଉଚ୍ଛେଦ । ୬ ଟି ଜେସିବି ମେସିନରେ ଚାଲିଛି ଭଂଗା କାମ, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ । 

କନକ ବ୍ୟୁରୋ : ଆଜି ଭଂଗା ହେଉଛି ପୁରୀର ବଡଆଖଡା ମଠ । ଆମିକସକ୍ୟୁରୀ ପୁରୀ ଗସ୍ତ କରି ଉଚ୍ଛେଦ ପ୍ରକ୍ରିୟାକୁ ସଠିକ୍ କହିବା ପରେ, ସରକାର ଉଚ୍ଛେଦ ପାଇଁ ଦେଇଛନ୍ତି ଗ୍ରୀନ୍ ସିଗନାଲ୍ । ଏହା ପରେ ଆରମ୍ଭ ହୋଇଛି ପୁରୀ ବଡ ଆଖଡାମଠ ଉଚ୍ଛେଦ କାମ । ସାଧୁସନ୍ଥଙ୍କ ବିରୋଧ ପରେ ବଡଆଖଡା ମଠ ଉଚ୍ଛେଦ…

ସେନାରେ ୨୦୨୧ ଠାରୁ ଆରମ୍ଭ ହେବ ମହିଳା ସୈନ୍ୟଙ୍କ ପ୍ରଥମ ବ୍ୟାଚ୍ ! ଚଳିତ ଡିସେମ୍ବରରୁ ଆରମ୍ଭ ହେବ ପ୍ରଶିକ୍ଷଣ ।

ସେନାରେ ମହିଳା ସୈନ୍ୟଙ୍କ ପ୍ରଥମ ବ୍ୟାଚ୍ ୨୦୨୧ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ସୂତ୍ର ଅନୁସାରେ , ବୁଧବାର ୧୦୦ ମହିଳା ସୈନ୍ୟବଳର ଏକ ବ୍ୟାଚ୍ ର ପ୍ରଶିକ୍ଷଣ ଚଳିତ ବର୍ଷ ଡିସେମ୍ବର ମାସରୁ ହିଁ ଆରମ୍ଭ ହୋଇଯିବ । ମହିଳାମାନଙ୍କୁ କାର୍ପ୍ସ ଅଫ୍ ମିଲିର୍ଟି ପୋଲିସ୍ କମିଶନ୍ ଦିଆଯିବ ।…

ଇସ୍ରୋର ସାହସିକତାକୁ ପ୍ରଶଂସା କଲା ନାସା ! କହିଲା , ଇସ୍ରୋର ପ୍ରୟାସରେ ନାସାକୁ ମିଳିଛି ପ୍ରେରଣା ।

ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ରେ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସଂପର୍କ ଚ୍ଛିନ୍ନ ହୋଇଥିଲେ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସାହସିକତା ଏବଂ କଠିନ ପରିଶ୍ରମକୁ ସବୁରି ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି । ଏଭଳି ସ୍ଥିତିରେ ଆମେରିକା ସ୍ପେଶ୍ ଏଜେନ୍ସୀ (ନାସା) ମଧ୍ୟ ପଛକୁ ନ…

ବିଫଳ ହୋଇନି ମିଶନ୍ ମୁନ୍ । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ଜାରି ରହିଛି ଉଦ୍ୟମ, ୭ ବର୍ଷ ଯାଏଁ…

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ ସହ ସଂପର୍କ ଚ୍ଛିନ୍ନ ହେବା ଘଟଣା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଝଟକା ହୋଇଛି ସତ, କିନ୍ତୁ ଚନ୍ଦ୍ରଯାନ-୨ ବିଫଳ ହୋଇନାହିଁ । ଏହି ଅଭିଯାନ ୯୫ ଭାଗ ସଫଳ ହୋଇଛି । ଚନ୍ଦ୍ରକକ୍ଷରେ ପରିକ୍ରମା କରୁଥିବା ଚନ୍ଦ୍ରଯାନ-୨…