Daily Archives

September 5, 2019

ପକେଟରେ ଆଣନ୍ତି, ସ୍କୁଲରେ ପିଅନ୍ତି ! ଗୁରୁ ଦିବସରେ ଅନୁଗୁଳରୁ ଆସିଲା ମାତାଲ୍ ମାଷ୍ଟ୍ରେଙ୍କ ଲଜ୍ଜାଜନକ କାହାଣୀ,…

କନକ ବ୍ୟୁରୋ: ପ୍ରଚୁର ମଦ୍ୟ ପିଅନ୍ତି ସ୍କୁଲକୁ ଆସନ୍ତି । ଏପରିକି ମଦ ପାଉଚ୍ ଆଣି ସ୍କୁଲ ଭିତରେ ବି  ମଧ୍ୟପାନ କରନ୍ତି ।  ଦଣ୍ଡମୁକ୍ତ ଅଂଚଳରେ ବି ଛାତ୍ର ଛାତ୍ରୀଙ୍କୁ ମାଡ ମଧ୍ୟ ମାରନ୍ତି । ତେଣୁ ସ୍କୁଲରେ ପାଠପଢିବା ପାଇଁ ମଙ୍ଗୁନାହାଁନ୍ତି ଛାତ୍ରଛାତ୍ରୀ । ଶିକ୍ଷକଙ୍କ ବିରୋଧରେ ଏଭଳି…

ଏୟାରସେଲ-ମ୍ୟାକ୍ସିସ ମାମଲାରେ ଚିଦାମ୍ବରମଙ୍କୁ ଆଗୁଆ ଜାମିନ : ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବି ବେଲ୍, ଦିଲ୍ଲୀ…

କନକ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଏୟାରସେଲ-ମ୍ୟାକ୍ସିସ ଦୁର୍ନୀତି ମାମଲାରେ ମିଳିଲା ଆଗୁଆ ଜାମିନ । ଦିଲ୍ଲୀ କୋର୍ଟ ଦେଲେ ଜାମିନ । ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବି ଜାମିନ ଦେଇଛନ୍ତି କୋର୍ଟ । ତେବେ ଯାଂଚରେ ସହଯୋଗ କରିବାକୁ ପାଇଁ ଉଭୟ…

ଆଉ ଏକ ଭାରତ ବିରୋଧୀ ଚାଲ୍ : ଏଲଓସି ନିକଟରେ ୨୦୦୦ ସେନା ମୁତୟନ କଲା ପାକିସ୍ତାନ, ସତର୍କ ଭାରତୀୟ ସେନା

କନକ ବ୍ୟୁରୋ : ଭାରତ ବିରୋଧରେ ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର । ଏଲଓସିରେ ନିକଟରେ ଆଉ ଏକ ସେନା ବ୍ରିଗେଡ଼୍ ମୁତୟନ କଲା ପାକିସ୍ତାନ । ପାକିସ୍ତାନ ଅଧିକୃତ କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନର ଆଉ ଏକ ବ୍ରିଗେଡ଼ ମୁତୟନ ହୋଇଛନ୍ତି । ଏହି ବ୍ରିଗେଡ଼ରେ ୨୦୦୦ରୁ ଅଧିକ ସୈନିକ ଅଛନ୍ତି ।…

ଖାଲି ପେଟରେ ଚା’ ପିଇବାର ସୌଖିନ ରଖୁଛନ୍ତି କି ? ସାବଧାନ ଏହି ୪ ଟି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । 

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ଚା’ ହୋଇନଥାଏ ବା ବିନା ଚା’ ବିନା ଜଳଖିଆ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ସମୁଦ୍ର ଓ ଆକାଶପଥରେ ଏକାଠି ହେବ ଭାରତ ଓ ଋଷ, ସ୍ୱାକ୍ଷର ହେଲା ୫୦ ବାଣିଜ୍ୟିକ ଚୁକ୍ତି

କନକ ବ୍ୟୁରୋ : ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେନ୍ନାଇ-ଭ୍ଲାଦିବୋସ୍ତକ ମଧ୍ୟରେ ଖୁବ ଶୀଘ୍ର ଜାହାଜ ଚାଲିବ ବୋଲି କହିଛନ୍ତି ମୋଦି । ଉଭୟ ଦେଶ ମଧ୍ୟରେ ପ୍ରାୟ ୫୦ଟି ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଭାରତ ଓ ଋଷର ବନ୍ଧୁତା ଉପରେ ନିଜର ନୀତିକୁ…

ସାବଧାନ୍ ବିଦ୍ୟୁତ୍ ଚୋର । ବିଦ୍ୟୁତ୍ ଚୋରି ରୋକିବାକୁ ସେସୁର ମାଷ୍ଟର ପ୍ଲାନ୍, ବିଦ୍ୟୁତ୍ ଚୋରି ସଂକ୍ରାନ୍ତରେ ଖବର…

କନକ ବ୍ୟୁରୋ: ବିଦ୍ୟୁତ୍ ଚୋରି ରୋକିବାକୁ ବଡ଼ ପଦକ୍ଷେପ । ଅଣ୍ଟା ଭିଡ଼ିଲା ସେସୁ, ବିଜୁଳି ଚୋରି ବିଷୟରେ ସଂକ୍ରାନ୍ତରେ ଖବର ଦେଲେ ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୁପକ୍ଷ । ଏପରିକି ଖବରଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି…