Daily Archives

September 5, 2019

ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତାରେ ଆଇଏଏସ୍ ! ଲୋକଙ୍କ ସମସ୍ୟା ବୁଝିବାକୁ ପାହାଡ଼ିଆ ଜଙ୍ଗଲୀ ରାସ୍ତାରେ ୪ କିଲୋମିଟର…

କନକ ବ୍ୟୁରୋ : ଆଇଏଏସଙ୍କୁ ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା । ଲୋକଙ୍କ ସମସ୍ୟା ବୁଝିବାକୁ ୪ କିଲୋମିଟର ଚାଲିଲେ ଯୁବ ଆଇଏଏସ୍  । ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଗଜପତିର ତଳମୁଣ୍ଡା ଗ୍ରାମରେ ପହଞ୍ଚିଲେ ଗଜପତି ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା । ଉଦ୍ଦେଶ୍ୟ ଥିଲା ‘ତିତିଲି’…

ସରକାରଙ୍କ ନିଷ୍ପତ୍ତିଠାରୁ ଆଗୁଆ ରହିଛି ସିନେମା ! ବର୍ଷେ ତଳେ ନିଷ୍ପତ୍ତି ନେଇଥିଲେ ରିଲ୍ ମୁଖ୍ୟମନ୍ତ୍ରୀ , ଏବେ ସତ…

ଜୁନ୍ ୨୪ ତାରିଖରେ ସରକାର ନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲେ । ଆଉ ଏହି ଆଇନ୍ ଆଗତ ହେବା ପରେ ବଢିଲା ଲୋକଙ୍କ ଚିନ୍ତା । ଏବେ ରାଜରାସ୍ତାରେ ନା ସାପଭଳି ଗାଡି ଗଡିବ , ନା ମଦ ପିଇ କେଉଁ ଡ୍ରାଇଭର୍ ଧରାପଡିବ, ନା ବାଇକ୍ ଆରୋହୀଙ୍କ ମୁଣ୍ଡରୁ ହେଲମେଟ୍ ଓହ୍ଲିବ ଏବଂ ସବୁଠାରୁ…

ବାଣୀବିହାର ବ୍ରିଜ ଉପରେ ଧରାପଡ଼ିଲେ, ୨୭ ହଜାର ଫାଇନ୍ ଗଣିଲେ ଅଟୋ ଚାଳକ ।

କନକ ବ୍ୟୁରୋ: ଅଟୋ ଚାଳକଙ୍କୁ ତ୍ରାହି ନାହିଁ । ଟ୍ରାଫିକ ନିୟମ ଭାଙ୍ଗି ପୁଣି ଫସିଲେ ଅଟୋ ଚାଳକ । ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍ । ଗତକାଲି ଅଟୋ ଡ୍ରାଇଭର ଉପରେ ୫୨ ହଜାର ଟଙ୍କାର ଫାଇନ ହୋଇଥିବା ବେଳେ ଆଜି ଆଉ ଏକ ଅଟୋ ଡ୍ରାଇଭର ଉପରେ ଆଜି ଚଡ଼କ ପଡିଛି । ବାଣୀବିହାର ଫ୍ଲାଏ ଓଭର…

ଟ୍ରାଫିକ୍ ନିୟମ ଫାଶରେ ଫସିଲେ ଟ୍ରାକ୍ଟର ଚାଳକ ! ଭରିଲେ ୫୯ ,୦୦୦ ହଜାର ଟଙ୍କାର ଜରିମାନା

ମୋଟର ହ୍ୱିକଲ୍ ଆକ୍ଟ ସଂଶୋଧନ ହେବା ପରେ ଏବେ ଟ୍ରାଫିକ୍ ନିୟମକୁ ଜୋରଦାର୍ କରିଛନ୍ତି ସରକାର । ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡିର କାଗଜପତ୍ର ସଠିକ୍ ନଥିଲେ ମୋଟାଅଙ୍କର ଜରିମାନା ଭରୁଛନ୍ତି ଚାଳକ । ବସ୍ ,ଟ୍ରକ୍ , ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ…

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି : ଏମାର ମଠର ବାକି ଥିବା ଦୋକାନ ଘର ଭାଙ୍ଗୁଛି ପ୍ରଶାସନ

କନକ ବ୍ୟୁରୋ : ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଚାରି ଦିନ ବନ୍ଦ ରହିବା ପରେ ଆଜି ପୁଣି ଆରମ୍ଭ ହୋଇଛି ଉଛେଦ ଅଭିଯାନ । ଭଙ୍ଗାଯାଉଛି ଏମାର ମଠରେ ଥିବା ଅବଶିଷ୍ଟ ଦୋକାନ ଘର । କଡା ସୁରକ୍ଷା ଭିତରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ…

ସୁପ୍ରିମକୋର୍ଟରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଝଟକା : ଆଗୁଆ ଜାମିନ ଆବେଦନ ଖାରଜ,ଗିରଫ କରିବ ଇଡି

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ  ଲାଗିଲା ବଡ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ଖଣ୍ଡପୀଠ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଗିରଫ କରିବ ଇଡି । ଇଡି ଗିରଫଦାରୀକୁ ଏଡାଇବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ…