Daily Archives

August 31, 2019

ଆସାମରେ ପ୍ରକାଶ ପାଇଲା ଚୂଡାନ୍ତ ଏନ୍ଆରସି ତାଲିକା ! ତାଲିକାରେ ରହିଛି ୩ କୋଟି ୧୧ ଲକ୍ଷ ୨୧ ହଜାରଙ୍କ ନାଁ , ନାଁ…

ଆସାମରେ ପ୍ରକାଶ ପାଇଲା ଚୂଡାନ୍ତ ଏନ୍ଆରସି ତାଲିକା । ତାଲିକାରେ ରହିଛି ୩ କୋଟି ୧୧ ଲକ୍ଷ ୨୧ ହଜାର ଭୋଟରଙ୍କ ନାମ । ମୋଟ୍ ଭୋଟର ତାଲିକାକୁ ଏନଆରସି ତାଲିକା ପ୍ରକାଶ ପାଇବା ପରେ ବାଦ୍ ପଡିଛନ୍ତି ୧୯ ଲକ୍ଷ ୬ ହଜାର ୬୫୭ ଲୋକ । ତେବେ ଏନଆରସି ତାଲିକାରୁ ପ୍ରଥମେ ବାଦ୍ ପଡିଥିବା ୧୯ ଲକ୍ଷ ୬…

ରେଳ ମନ୍ତ୍ରାଳୟର ବଡ ନିୟମ: ଏଣିକି ୱେଟିଂ ଟିକେଟ୍ ଧରି ଟ୍ରେନରେ ଚଢିଲେ ଜରିମାନା ସାଙ୍ଗକୁ ୬ମାସ କାଳ ଖାଇବାକୁ…

ଯଦି ଆପଣ ରେଳ କାଉଂଟରରୁ ୱେଟିଂ ଟିକେଟକୁ ନେଇ ରିଜର୍ଭେସନ ବଗିରେ ଯାତ୍ରା କରନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏଭଳି କରିବା ଉପରେ ଆପଣଙ୍କୁ ଜେଲର ହାୱା ଖାଇବାକୁ ପଡିପାରେ । ଭାରତୀୟ ରେଳ ମନ୍ତ୍ରାଳୟର ନିୟମ ଆନୁସାରେ ଅନକନଫର୍ମ ଟିକେଟ ସହିତ ଯାତ୍ରା କରିବାକୁ ବିନା ଟିକେଟରେ…

ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିବା ପାଇଁ ପାକିସ୍ତାନ କରୁଛି ଷଡ଼ଯନ୍ତ୍ର ! ପୁଣି ପାକ୍ ନଜରରେ ୨୦୦୦ ଟଙ୍କିଆ ଜାଲ୍…

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ଏହାକୁ ନେଇ ଚାରିଆଡୁ ନିରାଶାର ସ୍ୱାଦ ଚାଖିବା ପରେ ପାକିସ୍ତାନ ଏବେ ଭାରତକୁ ନଷ୍ଟ କରିବା ପାଇଁ ନୂଆ ଷଡ଼ଯନ୍ତ୍ର ରଚୁଛି । ଭାରତର ଅର୍ଥବ୍ୟବସ୍ଥାକୁ କୁଠାରଘାତ କରିବା ପାଇଁ ପାକିସ୍ତାନ ଏବେ ୨ ହଜାର ଟଙ୍କାର ନକଲି ନୋଟ୍ କୁ ଭାରତ ବଜାରକୁ ଆଣିବାକୁ…

ଏମାର ମଠ ଉଚ୍ଛେଦକୁ ନେଇ ଆସିଲା ବଡ ଖବର। ସଫଳ ହେଲା ପ୍ରଶାସନର ଉଦ୍ୟମ। ବୁଝାସୁଝା ପରେ ମଠରୁ ବାହାରିବାକୁ ମାନିଲେ…

କନକ ବ୍ୟୁରୋ: ଏମାର ମଠ ଉଚ୍ଛେଦକୁ ନେଇ ସବୁଠୁ ବଡ ଖବର । ପ୍ରଶାସନର ଦୀର୍ଘ ସମୟର ଉଦ୍ୟମ ସଫଳ ହୋଇଛି । ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ରାଜି ହୋଇଛନ୍ତି । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ମହନ୍ତଙ୍କ…

ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି କାରଖାନା: ବିପୁଳ ପରିମାଣର ନକଲି ଖଇନି ତିଆରୀ ସାମଗ୍ରୀ ଓ ମେସିନକୁ ଜବତ କଲା…

କନକ ବ୍ୟୁରୋ: ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି କାରଖାନା । ଏହି ନକଲି କାରଖାନାକୁ ଧରାଇଲେ ଅସଲି କାରଖାନାର କମ୍ପାନୀ ମାଲିକ । ବ୍ୟବସାୟରେ ବାରମ୍ୱାର କ୍ଷତି ସହିବା ପରେ ଚିନ୍ତାରେ ପଡିଥିଲେ ବନଦୁର୍ଗା ନାମକ ଖଇନୀ କମ୍ପାନୀ ମାଲିକ । ଆଉ ଆରମ୍ଭ କରିଥିଲେ ଏହାର କାରଣ ଖୋଜିବା ।…

ପ୍ରଶଂସକଙ୍କ ପାଇଁ କାଳ ସାଜିଲା ପୋଷ୍ଟର ! “ସାହୋ” ପୋଷ୍ଟର ଲଗାଉଥିବା ସମୟରେ ବିଜୁଳୀ ତାର ସଂସ୍ପର୍ଶରେ ଆସି ଜୀବନ…

ପ୍ରଶଂସକଙ୍କ ପାଇଁ ନିଜ ମନପସନ୍ଦର ସିନେଷ୍ଟାରଙ୍କ ସିନେମା ରିଲିଜ୍ ହେବା କୌଣସି ଉତ୍ସବ ଠାରୁ କିଛି କମ୍ ନୁହଁ । ନିଜ ପ୍ରିୟ ତାରକାଙ୍କ ସିନେମାକୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ଜଣେ ପ୍ରଶଂସକ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ଏଭଳି ଉତ୍ସାହ ଗତକାଲି ପ୍ରତି ସିନେମା ହଲରେ…