Daily Archives

August 31, 2019

ବାବୁଙ୍କ ବିଦେଶ ଗସ୍ତ କଟକଣା କୋହଳ: ବ୍ୟକ୍ତିଗତ ଗସ୍ତ ପାଇଁ ଦରକାର ନାହିଁ ଅନୁମତି

କନକ ବ୍ୟୁରୋ: ସରକାରୀ ବାବୁଙ୍କ ବିଦେଶ ଗସ୍ତ ଉପରେ ସରକାର କଟକଣା କୋହଳ କରିଛନ୍ତି। ପୂର୍ବରୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ବିଦେଶ ଯାତ୍ରା କରିଲେ, ସରକାରୀ କାର୍ଯ୍ୟ/ଟୁରରେ ବିଦେଶ ଗସ୍ତ କଲେ ଏବଂ କୌଣସି ବିଦେଶୀ ସଂଗଠନଠାରୁ ସିଧାସଳଖ ନିମନ୍ତ୍ରଣ ପାଇଁ ବିଦେଶ ଗସ୍ତ କଲେ ସାଧାରଣ…

ଗରିବ , ଗ୍ରାମୀଣ ଏହି ସ୍କୁଲ ପିଲାଙ୍କ ବିଚକ୍ଷଣ ବୁଦ୍ଧି ଦେଖି ଲାଜେଇବ ଗୁଗୁଲ୍ ! କମ୍ପ୍ୟୁଟର ଭଳି ଚାଲୁଛି ଏହି କୁନି…

ସାଧାରଣତଃ ସରକାରୀ ସ୍କୁଲ କହିଲେ , ଲୋକଙ୍କ ମନରେ ନକାରାତ୍ମକ ଭାବନା ଆସିଥାଏ । କିନ୍ତୁ ଗୋଣ୍ଡା ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରତିଭାଙ୍କୁ ଦେଖି ଗୁଗୁଲ୍ ମଧ୍ୟ ଫେଲ୍ ମାରିବ । ଏଠାରେ ବିଚକ୍ଷଣ ପ୍ର୍ରତିଭାଙ୍କ ସମୁଦ୍ର ରହିଛି । ଭିଖମପୁରବା ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲାମାନେ…

ଶନିବାରରେ ଶନିମନ୍ଦିରରେ ବୁଲିଲା କଳାକନା। ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ପରେ ହୁଣ୍ଡି ବାକ୍ସକୁ ପୋଖରୀରେ ଫିଙ୍ଗି…

କନକ ବ୍ୟୁରୋ: ଶନିବାରରେ ଶନିମନ୍ଦିରରେ ବୁଲିଲା କଳାକନା । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଂଜ ସ୍ଥିତ ଶନିମନ୍ଦିରରେ ଗତକାଲି ରାତିରେ ଲୁଟ୍ ଘଟିଛି । ଚୋରମାନେ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଠାକୁରଙ୍କ ହୁଣ୍ଡିବାକ୍ସରେ ଥିବା ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି…

ଡ୍ୟୁଟି ବେଳେ ବୋଲ ମାନୁନାହିଁ ନିଦ ! ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ କେଉଁଠାରେ ହେଉଛି ମକଡ୍ରିଲ ତ କେଉଁଠାରେ…

କନକ ବ୍ୟୁରୋ : ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶର ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବରରେ ପୁଲିସ ପକ୍ଷରୁ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ମକଡ୍ରିଲ କରାଯାଉଛି। କିନ୍ତୁ ଏପଟେ ସାମୁଦ୍ରିକ ଥାନାରେ ଡ୍ୟୁଟି ବେଳେ ଶୋଇ ଯାଉଛନ୍ତି ପୁଲିସ। କେନ୍ଦ୍ରାପଡ଼ା…

ଚନ୍ଦ୍ରଯାନକୁ ନେଇ ଇସ୍ରୋ ଦେଲା ଆଉ ଏକ ଖୁସି ଖବର: ଚତୁର୍ଥ କକ୍ଷ ପଥରେ ଅବସ୍ଥାପିତ ହେଲା ଚନ୍ଦ୍ରଯାନ-୨

କନକ ବ୍ୟୁରୋ: ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରଯାନ-୨ । ଆଉ ଏକ ସଫଳତାର ସିଡି ଚଢିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର - ଇସ୍ରୋ । ଶୁକ୍ରବାର ସଂଧ୍ୟା ୬ଟା ୧୮ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ଚତୁର୍ଥ କକ୍ଷରେ ଅବସ୍ଥାପିତ ହୋଇଛି । ଏହି ସୂଚନା ଦେଇଛି ଇସ୍ରୋ । ଏଥିପାଇଁ ଚନ୍ଦ୍ରଯାନରେ…

ସାମ୍ନାକୁ ଆସିଲା ଲାଲବାଗ୍ ରାଜାଙ୍କ ପ୍ରଥମ ଫଟୋ ! ଚନ୍ଦ୍ରଯାନ-୨ ଥିମ୍ ରେ ପ୍ରସ୍ତୁତ ହୋଇଛି ମୁମ୍ବାଇର ବିଶାଳକାୟ…

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା ଧରାପୃଷ୍ଠକୁ ଆଗମନ କରିବେ ଗୌରୀନନ୍ଦନ । ଗଜାନନଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଗାଁ ଏବଂ ସହରର  ପେଣ୍ଡାଲ ମାନଙ୍କରେ ଜୋରସୋରରେ ଚାଲିଲାଣି ସଜବାଜ । ତେବେ ଗଣେଷ ପୁଜା ପାଇଁ ପ୍ରସିଦ୍ଧ ମୁମ୍ବାଇ ସହର ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ସାରା ବିଶ୍ୱରେ…