Daily Archives

August 18, 2019

ଯୁବ ସ୍ୱାଭିମାନ ଦିବସରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ: ଆମ ଓଡିଶା କ୍ୟାମ୍ପସରେ ଗଛ ଲଗାଇଲେ ବିଧାୟକ ତଥା…

କନକ ବ୍ୟୁରୋ: ଆଜି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ । ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଏହି ଜନ୍ମଦିନକୁ ଯୁବ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଭୁବନେଶ୍ୱର, କଟକ, ବଲାଙ୍ଗୀର, ସମ୍ବଲପୁର,…

ବିଜେଡି କାର୍ଯ୍ୟାଳୟରେ ପାଟକୁରାର ପ୍ରଥମ ସାଂଗଠାନିକ ବୈଠକ: ଯୋଗଦେଲେ ପାଟକୁରା ଦାୟିତ୍ୱରେ ଥିବା ସମସ୍ତ ନେତା ଓ…

କନକ ବ୍ୟୁରୋ: ବିଜେଡି କାର୍ଯ୍ୟାଳୟରେ ବସିଛି ପାଟକୁରାର ପ୍ରଥମ ସାଂଗଠାନିକ ବୈଠକ । ବୈଠକରେ ପାଟକୁରା ଦାୟିତ୍ୱରେ ଥିବା ନେତା ରାଜା ସ୍ୱାଇଁ, ସାବିତ୍ରୀ, ଅଗ୍ରୱାଲ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ସଂଜୟ ଦାସ ବର୍ମା, ପ୍ରଫୁଲ୍ଲ ମଲ୍ଲିକ ବି ଉପସ୍ଥିତ ଅଛନ୍ତି । ବିଧାୟକ…

ପପୁଙ୍କ ପୋଷ୍ଟର ବିବାଦରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା। ଅନୁପ ସାହୁ କହିଲେ, ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ…

କନକ ବ୍ୟୁରୋ: ପପୁଙ୍କ ଫିଲ୍ମ ପୋଷ୍ଟର ବିବାଦରେ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ନୋଟିସ୍ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ସୋସିଆଲ ମିଡିଆରେ କିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ…

ଅଜ୍ଞାତ କୋକିଳକଣ୍ଠୀଙ୍କ ପରେ ଏବେ ଝୁମେଇଲେ ଜମାଟୋ ବଏ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଜମାଟୋ ବଏଙ୍କ ସୁମଧୁର ସ୍ୱର…

ପ୍ରତିଭାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ଯେକୌଣସି ମାଧ୍ୟମରେ ବାହାରକୁ ବାହାରି ଆସେ । ଏବେକାର ସମୟ ଏମିତି ହେଲାଣି ଯେ ବଣମଲ୍ଲୀର ବାସ୍ନା ଖାଲି ବଣରେ ସୀମିତ ହୋଇ ରହୁନି ଏହାର ମହକ ବାହାରକୁ ଆସୁଛି । କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଜଣେ ଗରିବ ମହିଳାଙ୍କ କୋକିଳକଣ୍ଠର…

ଓଡିଶା ଫେରିବ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଂଚଳିକ କାର୍ଯ୍ୟାଳୟ। ହାଇକୋର୍ଟଙ୍କ ସ୍ଥଗିତାଦେଶ ପରେ କହିଲେ ଖାଦ୍ୟ ଯୋଗାଣ…

କନକ ବ୍ୟୁରୋ: ହାଇକୋର୍ଟଙ୍କ ରହିତାଦେଶ ପରେ ପାଟଣାରୁ ପଣ୍ୟାଗାର ଫେରାଇଆଣିବା ପାଇଁ ଓଡିଶା ସରକାରଙ୍କ କସରତ । କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଂଚଳିକ କାର୍ଯ୍ୟାଳୟ ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ…

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ : ଦ୍ୱିତୀୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ, ସବାଶେଷରେ…

କନକ ବ୍ୟୁରୋ : ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ…