Daily Archives

August 16, 2019

ଭାରତୀୟ ବାୟୁସେନାର ଲଢୁଆ ଝିଅକୁ ମିଳିଲା ଯୁଦ୍ଧ ସେବା ମେଡାଲ୍ । ଆକାଶପଥରେ ଅଭନନ୍ଦନଙ୍କୁ କରୁଥିଲେ ଗାଇଡ୍, ‘ବାଲାକୋଟ୍…

କନକ ବ୍ୟୁରୋ : ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯାଇଛି ବୀରତା ପୁରସ୍କାର । ଆଉ ଏହି ବୀରତା ପୁରସ୍କାର ପାଇଥିବା ବୀରଙ୍କ ମଧ୍ୟରେ ରହିଛନ୍ତି ବାୟୁସେନାର ସ୍କ୍ୱାଡ୍ରନ ଲିର୍ଡର ମିଂଟି ଅଗ୍ରୱାଲ । ତାଙ୍କୁ ଯୁଦ୍ଧ ସେବା ମେଡାଲରେ ସମ୍ମାନିତ କରାଯାଇଛି । ବାଲାକୋଟ୍ ଆକ୍ରମଣ ପରଦିନ…

ମୁହାଣ ମୁହାଁ ଇଲିସି । ପାରାଦୀପ ମୁହାଣରେ ଇଲିସି ମାରୁଛନ୍ତି ମତ୍ସ୍ୟଜୀବୀ, ଯୋଡାକୁ ୨ଶହରୁ ୪ଶହ ଟଙ୍କାରେ କିଣୁଛନ୍ତି…

କନକ ବ୍ୟୁରୋ : ପାରାଦୀପ ବଜାରରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ଇଲିସି ମାଛ । ଗତ ବର୍ଷ କିଲୋ ପ୍ରତି ୧୨୦୦ ରୁ ୨ ହଜାର ଟଙ୍କାରେ ବିକ୍ରି ହେଉଥିବା ଇଲିସି ମାଛ ଚଳିତ ବର୍ଷ କିଲୋ ପ୍ରତି ୬୦୦ ରୁ ୧୫୦୦ ଟଙ୍କାରେ ବିକ୍ରି ହେଉଛି । ଗତ ୨ବର୍ଷରେ ଇଲିସି ମାଛ ଅଧିକ ପରିମାଣରେ ଆମଦାନୀ ହୋଇଥିବାରୁ…

ମଶାଣିକୁ ପାର୍କ ବନାଇ ଚର୍ଚ୍ଚାରେ ଖୋର୍ଦ୍ଧାର ମଶାଣି ମଣିଷ ବିଶ୍ୱନାଥ । ଅନ୍ଧବିଶ୍ୱାସ ଦୁରେଇବା ପାଇଁ ନିଆରା ପ୍ରୟାସ,…

କନକ ବ୍ୟୁରୋ : କୁହାଯାଏ ମଣିଷର ଶେଷ ସ୍ଥାନ ମଶାଣିରେ କିନ୍ତୁ ଏହି ଜାଗାକୁ ଯିବା ପାଇଁ ସମସ୍ତଙ୍କ ମନରେ ଥାଏ ଘୋର ଭୟ । ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ମୃତ୍ୟୁ ଏବଂ ମଶାଣିକୁ ଡ଼ରିଥାଏ । ଲୋକଙ୍କ ମନରୁ ଏସବୁ ଅନ୍ଧବିଶ୍ୱାସ ଦୁରେଇବା ପାଇଁ ମଶାଣିରେ ଲାଗିଛି ଫୁଲ ଗଛ ଓ ଔଷଧୀୟ ବୃକ୍ଷ । ଆଉ…

ନେତାଙ୍କୁ ମିଳିଲା ସରକାରୀ ନିଗମର ମୁଖ୍ୟ ଦାୟିତ୍ୱ । ଥଇଥାନ କଲେ ନବୀନ ।

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ଥଇଥାନ । ବିଭିନ୍ନ ନେତାଙ୍କୁ ରାଜ୍ୟର ବିଭିନ୍ନ ନିଗମ ମୁଖ୍ୟ ଭାବେ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ସୁବାସ ସିଂଙ୍କୁ ଦାୟିତ୍ୱ ମିଳିଥିବାବେଳେ କୁନା ତ୍ରିପାଠୀଙ୍କୁ ଓଡିଶା…

ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ: ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ; ପିଜି…

କନକ ବ୍ୟୁରୋ: ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବାକୁ ବାଧ୍ୟ ହେବେ । ରାଜ୍ୟ ସରକାରଙ୍କ ଅଧୀନରେ ସେମାନେ ୨ ବର୍ଷ କାମ କରିବାକୁ…

ପାକିସ୍ତାନକୁ ଆଉ ଏକ ଝଟକା : ଆର୍ଥିକ ସାହାଯ୍ୟ ଅଧା କରିଦେଲା ଆମେରିକା

କନକ ବ୍ୟୁରୋ : ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ ଦେଶ ହିତ ଚିନ୍ତା ନକରି ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଛି । ଲୋକେ ଖାଇବାକୁ ପାଉନାହାନ୍ତି ହେଲେ କାଶ୍ମୀରବାସୀଙ୍କ ପ୍ରେମ ଦେଖେଇ ହେଉଛି ପାକିସ୍ତାନ । ୩୭୦ ଉଚ୍ଛେଦ ପରେ ଇମ୍ରାନ ସରକାରଙ୍କ ବେଶୀ ମୁଣ୍ଡବ୍ୟଥା ହେଉଛି ।…