Daily Archives

August 1, 2019

ସୋସିଆଲ ମିଡିଆରେ ଭାଇରାଲ ହେଲା ସମଲିଙ୍ଗୀ ପ୍ରେମ କାହାଣୀ। ଭାରତୀୟ ଅଂଜଳୀ ଓ ପାକିସ୍ତାନର ସୁଦାଂଶଙ୍କ ଫଟୋ ସୁଟ୍ ହେଲା…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ପ୍ରେମ କାହାଣୀ । ଏହାକୁ ୟୁଜର୍ସ ସେୟାର କରିବା ସହ ଖୁବ୍ ପସନ୍ଦ ବି କରୁଛନ୍ତି । ତେବେ ଏହି ପ୍ରେମ କାହାଣୀ ହେଉଛି ସମଲିଙ୍ଗୀ ଯୋଡି ଅଂଜଳି ଓ ସୁଦଂଶର ଏବଂ ସବୁଠୁ ବଡ କଥା ହେଉଛି ଅଂଜଳି ଚକରା ଭାରତୀୟ ହୋଇଥିବା ସୁଦଂଶ ମଲ୍ଲିକ ହେଉଛନ୍ତି…

ଛାତ୍ରୀଙ୍କ ପ୍ରଶ୍ନରେ ହତବାକ ହେଲେ ଉତ୍ତରପ୍ରଦେଶ ବାରବାଙ୍କୀ ଏଏସପି । ଦେଇପାରିଲେନି ସନ୍ତୋଷଜନକ ଉତ୍ତର

କନକ ବ୍ୟୁରୋ: ସ୍କୁଲ ଛାତ୍ରୀଙ୍କ ପ୍ରଶ୍ନରେ ହତବାକ ହେଲେ ଉତ୍ତରପ୍ରଦେଶ ବାରବାଙ୍କୀ ଏଏସପି । ପ୍ରଶ୍ନର ଦେଇପାରିଲେନି ସନ୍ତୋଷଜନକ ଉତ୍ତର । ବାଳିକା ସୁରକ୍ଷା ଅଭିଯାନ ଅନୁଯାୟୀ, ବୁଧବାର ଦିନ ଉତ୍ତରପ୍ରଦେଶର ବାରବାଙ୍କୀରେ ଥିବା ଆନନ୍ଦ ଭବନ ବିଦ୍ୟାଳୟରେ ପହଞ୍ଚିଥିଲେ ଏଏସପି ଆର.ଏସ ଗୌତମ ।…

ବିଜେପିରୁ ବିଦା ହେଲେ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଙ୍ଗର: ଦୁଷ୍କର୍ମ ଘଟଣାରେ ପୂର୍ବରୁ ହୋଇଥିଲେ ନିଲମ୍ବିତ

କନକ ବ୍ୟୁରୋ: ଉନ୍ନାଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ନିଲମ୍ବିତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି । ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏବେ ପୀଡିତାଙ୍କୁ ଦୁର୍ଘଟଣା ମାମଲା ସାମ୍ନାକୁ ଆସିବା ପରେ…

ସତ ମାନିଲା ସୈତାନ: ୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କଲା ନାରାୟଣ ସାହୁ। ପୁଲିସ୍ ଆଗରେ କହିଲା କାହିଁକି…

କନକ ବ୍ୟୁରୋ: ଦୁଇଟି ହତ୍ୟାକାଣ୍ଡରେ ରହିଛି ନାରାୟଣ ସାହୁର ସଂପୃକ୍ତି । ଏନେଇ ଖୋଦ୍ ପୁଲିସ୍ ସାମ୍ନାରେ ସ୍ୱୀକାର କରିଛି କଟକ ସହରରେ ଆତଙ୍କ ସୃଷ୍ଟି କରିଥିବା ସାଇକୋ କିଲର ନାରାୟଣ ସାହୁ । କଟକ ଓଏମପି ଅଂଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ପଛର କାରଣ କହିଛି ନାରାୟଣ ସାହୁ । କଟକ ଡିସିପି…

ବିଧାନସଭା ଉଠିଲା ଅଦିନିଆ ‘ରଥଯାତ୍ରା’ ପ୍ରସଙ୍ଗ: ତିଥି ନଥାଇ ରଥଯାତ୍ରା ଆୟୋଜନକୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ…

କନକ ବ୍ୟୁରୋ: ତିଥି ନ ଥାଇ ରଥଯାତ୍ରାର ଆୟୋଜନକୁ ବିରୋଧ କରିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସୌମ୍ୟରଞ୍ଜନ କହିଛନ୍ତି, ରଥଯାତ୍ରା ଓଡିଶା ସମତେ ଦେଶ ଓ ବିଦେଶରେ ପାଳିତ ହେଉଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଭଲକଥା । କିନ୍ତୁ ଯେକୌଣସି…

ଦୁଃଖ ବଖାଣିଲେ ଜମାଟୋ ଡେଲିଭରୀ ବଏ ! କହିଲେ , ଆଘାତ ହୋଇଥିଲେ ମଧ୍ୟ ମୁଁ ଗରିବ ମୋତେ ସବୁ ସହିବାକୁ ପଡିବ ।

ଫୁଡ୍ ଡେଲିଭରୀ କମ୍ପାନୀ ଜମାଟୋ ଏବଂ ଜଣେ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ଧାର୍ମିକ ମାମଲାକୁ ନେଇ ଏବେ ମାମଲା ଗରମ ଥିବା ବେଳେ ଉକ୍ତ ମୁସଲିମ୍ ଡେଲିଭରୀ ବଏ ଫେୟାଜ୍ ଏନେଇ ମୁହଁ ଖୋଲିଛନ୍ତି । ଫେୟାଜ୍ କହିଛନ୍ତି ଯେ ସେ ଏହି ଧାର୍ମିକ ଭେଦଭାବ ଘଟଣାକୁ ନେଇ ଖୁବ୍ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶ…