Daily Archives

July 29, 2019

ଆହୁରୀ ୬ ଦିନ ଛେଚିବ ! ଆସନ୍ତା ୨୪ ଘଂଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ…

କନକ ବ୍ୟୁରୋ: ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର,…

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସହ ୫-ଟି ସଚିବ ଭାବେ ତୁଲାଇବେ ଅତିରିକ୍ତ ଦାୟିତ୍ୱ…

କନକ ବ୍ୟୁରୋ : ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ପାଣ୍ଡିଆନ । ପୂର୍ବପରି…

ମୋଦିଙ୍କ ଜଙ୍ଗଲ ଯାତ୍ରା ! ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ରେ ଭିନ୍ନ ଅବତାରରେ ନଜର ଆସିବେ ମୋଦି ,ଘଞ୍ଚ ଏବଂ ବିପଦପୂର୍ଣ୍ଣ…

ରାଜନୀତି ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ମଧ୍ୟ ଚର୍ଚ୍ଚାରେ ରହିଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି କିଛି ନୂଆ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ସେ ବିପଦପୂର୍ଣ୍ଣ ଜଙ୍ଗଲରେ ବୁଲୁଥିବାର ନଜର ଆସିବେ । ଘଞ୍ଚ ଜଙ୍ଗଲରେ ପ୍ରଧାନମନ୍ତ୍ରୀ ବିତାଇଥିବା ସମୟ ଆପଣଙ୍କ ଖୁବ୍…

ଶୂନ୍ୟକାଳରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ : ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ…

କନକ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଖୋଦ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ଶାସକ ଦଳର ସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଅଣଦେଖା କରୁଛି କେନ୍ଦ୍ର । ବିଭିନ୍ନ ଆଳ ଦେଖାଇ କେନ୍ଦ୍ର ଟଙ୍କା କାଟି ନେଉଛି ।…

ସରକାର ଗଲା, ବାଚସ୍ପତି ବି ଗଲେ ! ନୂଆ ସରକାର ଗଠନ ପରେ କର୍ଣ୍ଣାଟକ ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ କୁମାର ।

କନକ ବ୍ୟୁରୋ : ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି । ଆଜି କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ବଡ ଘଟଣା । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିବା ବେଳେ ଅନ୍ୟପଟେ ବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରମେଶ କୁମାର ।…

ରସଗୋଲାକୁ ନେଇ ଆସିଲା ମିଠା ଖବର । ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍

କନକ ବ୍ୟୁରୋ : ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଦୀର୍ଘଦିନରୁ ରାଜ୍ୟ ସରକାର ଦାବି କରି ଆସୁଥିବା ବେଳେ ଏବେ ଓଡ଼ିଶା ରସଗୋଲା ଭାବେ ଜିଆଇ…