Daily Archives

July 29, 2019

ସୈନିକ ତିଆରି କରିବ ଆରଏସଏସ୍ ! ଆଗାମୀ ବର୍ଷ ଏପ୍ରିଲ୍ ମାସରେ ଆରଏସଏସ ଖୋଲିବ ସୈନିକ ସ୍କୁଲ , ଯବାନଙ୍କ ସନ୍ତାନ ପାଇଁ…

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ଆଗାମୀ ବର୍ଷ ଏପ୍ରିଲ୍ ମାସରେ ଏକ ଆର୍ମି ସ୍କୁଲ (ସୈନିକ ସ୍କୁଲ)ଉଦଘାଟନ କରିବାକୁ ଯାଉଛି । ଏହି ସ୍କୁଲରେ ପିଲାମାନଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ଟ୍ରେନିଙ୍ଗ୍ ଦିଆଯିବ । ଏହି ସ୍କୁଲକୁ ଚଲାଇବାର ଗୁରୁ ଦାୟିତ୍ୱ ଆରଏସଏସ ଏଜୁକେସନ୍ ୱିଙ୍ଗ୍…

ବିଧାନସଭାରେ ବାପୁଙ୍କୁ ନେଇ ବିରୋଧୀଙ୍କ ଉଦବେଗ। ନରସିଂହ କହିଲେ, ଗାନ୍ଧୀ ଜୟନ୍ତୀରେ ଛୁଟି ନହେଲେ ନାହିଁ ଆୟୋଜିତ ହେଉ…

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପ୍ରସଙ୍ଗ । ବିଧାନସଭାରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସମେତ ବିରୋଧୀଦଲ ଉପନେତା ବିଷ୍ଣୁଚରଣ ସେଠୀ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ବିଧାନସଭାର…

ଇଣ୍ଡିଜ୍ ଗସ୍ତ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ବିରାଟ ! ଏହି ୫ଟି ପ୍ରଶ୍ନର କ’ଣ ଉତ୍ତର ରଖିବେ କୋହଲି ?

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତରେ ଯିବା ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିସିସିଆଇ ଏନେଇ ସୂଚନା ଦେଇଥିବା ବେଳେ ଆଜି ମୁମ୍ବାଇରେ ସନ୍ଧ୍ୟା ୬ଟାରେ ପ୍ରେସ କନଫରେନ୍ସ ଅନୁଷ୍ଠିତ ହେବ । ଆସନ୍ତା ଅଗଷ୍ଟ ମାସ ୩ ତାରିଖରୁ…

ମଦ ବନ୍ଦ ପାଇଁ ଗୃହରେ ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ : ନିଶା ନିବାରଣ ଦିଗରେ ରାଜ୍ୟ ସରକାର ବିଲ ଆଣନ୍ତୁ ବୋଲି…

କନକ ବ୍ୟୁରୋ : ରାଜ୍ୟରେ ମଦ କାରବାରକୁ ନେଇ ସରକାରଙ୍କ ଉପରେ ବର୍ଷିରେ କଂଗ୍ରେସ ବିଧାୟକ । ରାଜ୍ୟରେ ବଢ଼ୁଥିବା ମଦ କାରବାରକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ତାରା ପ୍ରସାଦ ବାହିନୀପତି । ରାଜ୍ୟରେ ଦିନକୁ ଦିନ ମଦ କାରବାର ବଢ଼ିଚାଲିଛି । ମଦୁଆଙ୍କ ଉପଦ୍ରବ ବି ବଢ଼ିଛି । ଅକାଳରେ…

କିସାନ୍ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଆଣିଲେ ସରକାର ! ଲୋନ୍ ନେବାପାଇଁ ହଇରାଣ ହେବେନି କୃଷକ , ଏହି କାର୍ଡ…

କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଦେଇଛନ୍ତି ମୋଦି ସରକାର । ସରକାରଙ୍କ ନିର୍ଦ୍ଦେଶରେ ଭାରତୀୟ ବ୍ୟାଙ୍କର ଆସୋସିଏସନ୍ କିସାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରିବାର ପ୍ରୋସେସିଙ୍ଗ୍ ଫିସ୍ , ଇନ୍ସପେକ୍ସନ୍ ,ଲେଜର୍ ଫୋଲିୟୋ , ରେନୁଅଲ୍ ଫିସ୍ ଏବଂ ନୂଆ…

ଦିଲ୍ଲୀରେ ସରକାରୀ ସ୍କୁଲ ବୁଲିବା ସହ ଭିତ୍ତିଭୂମି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ…

କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ସ୍କୁଲ ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀପଦ ସମ୍ଭାଳୁ ସମ୍ଭାଳୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ସମୀର ଦାସ । କେବଳ ରାଜ୍ୟରେ ନୁହେଁ ଅନ୍ୟ ରାଜ୍ୟରେ ପାଠପଢ଼ା କେମିତି ଚାଲିଛି ତାହା ଦେଖିବା ପାଇଁ…