Daily Archives

July 25, 2019

ପାରାମିଲିଟାରୀର ‘ଭିକ୍ଟର’ ଫୋର୍ସରେ ପ୍ରଶିକ୍ଷଣ ନେବେ ଧୋନୀ । ୧୫ଦିନ ତାଲିମ ସହ କାଶ୍ମୀରରେ ମୁତୟନ ହେବେ ଲେଫ୍ଟେନାଣ୍ଟ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସେନାଙ୍କ ସହ ୧୫ ଦିନର ସମୟ କାଟିବେ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ୩୧ରୁ ଅଗଷ୍ଟ ୧୫ ତାରିଖ ଯାଏଁ ୧୫ଦିନ ଧରି ଜମ୍ମୁକାଶ୍ମୀର ସୈନିକଙ୍କ ସହ ରହିବେ ଧୋନୀ । ଏହି ସମୟରେ ସେ ୧୦୬ ଟେରିଟୋରିୟାଲ ଆର୍ମି ବାଟାଲିୟନର ‘ଭିକ୍ଟର ଫୋର୍ସ’ ସହ ୧୫ ଦିନ ସମୟ କାଟିବେ ।…

ପ୍ରତିଶ୍ରୁତି ଭୁଲି ନାହାନ୍ତି ବିଜେଡ଼ି ସୁପ୍ରିମୋ : ନିର୍ବାଚନ ଜିତିବାର ଗୋଟିଏ ଦିନ ପରେ ହିଁ ପାଟକୁରା ବିକାଶ…

କନକ ବ୍ୟୁରୋ : ‘ପାଟକୁରାର ଦାୟିତ୍ୱ ମୋର’ ! ପାଟକୁରା ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି । ପ୍ରଚାର ମୈଦାନରେ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିବା ସହ ପାଟକୁରାବାସୀଙ୍କୁ ଏପରି ପ୍ରତିଶ୍ରୁତି ଦେଇଥିଲେ ବିଜେଡ଼ି ସୁପ୍ରିମୋ । ଗତକାଲି ୧୭ ହଜାରରୁ ଅଧିକ…

ଶବକୁ ଝାଡୁଛି ଗୁଣିଆ: ମୃତବ୍ୟକ୍ତିର ଜୀବନ ଫେରାଇବାକୁ ମେଡିକାଲରେ ଚାଲିଛି ଝଡାଫୁଙ୍କା

କନକ ବ୍ୟୁରୋ: ଶବ କାନରେ ମନ୍ତ୍ରଫୁଙ୍କା । ମଲା ମଣିଷକୁ ବଞ୍ଚାଇବାକୁ ଗୁଣିଆର ଝଡାଫୁଙ୍କା । ମେଡିକାଲ ଭିତରେ ମୃତବ୍ୟକ୍ତିଙ୍କ ଜୀବନ ଫେରାଇବାକୁ ଚାଲିଛି ଝଡାଫୁଙ୍କା । ମେଡିକାଲ ବଞ୍ଚାଇ ପାରିଲାନି ମାତ୍ର ମନ୍ତ୍ର କାଳେ ବଞ୍ଚାଇ ଦେବ ଏଇ ବିଶ୍ୱାସରେ ଶବଗୃହରେ ପଶି ଶବ ଦେହରେ ଝଡାଫୁଙ୍କା…

ଟିକ୍ ଟକ୍ ମାୟାରେ ବାୟା ହେଲେ ଲେଡି କନଷ୍ଟେବଳ ! ଥାନା ଭିତରେ ଭିଡିଓ ରେକର୍ଡିଂ କରି ନିଲମ୍ବିତ ହେଲେ ମହିଳା ପୁଲିସ…

ମହଙ୍ଗା ପଡିଲା ଟିକ୍ ଟକ୍ ଭିଡିଓ ଅପଲୋଡ କରିବା । ଥାନା ଭିତରେ ଭିଡିଓ ରେକର୍ଡିଂ କରି ନିଲମ୍ବିତ ହେଲେ ମହିଳା କନଷ୍ଟେବଳ । ଗୁଜରାଟର ମହିଳା କନଷ୍ଟେବଳ ଅର୍ପିତା ଚୌଧୁରୀ ଡ୍ୟୁଟି ସମୟରେ ଥାନା ଭିତରେ ଟିକ୍ ଟକ୍ ଭିଡିଓ ରେକର୍ଡିଂ କରିଥିବାର ଦେଖିବାକୁ ମିଳିଛି । ମହିଳା କନଷ୍ଟେବଳ ଜଣକ ଖାକି…

ବିଗ୍ ବିଙ୍କ ବଡ଼ପଣ ! ଆସାମ ବନ୍ୟା ପ୍ରପୀଡିତଙ୍କ ପାଇଁ ଆଗେଇ ଆସିଲେ ଅମିତାଭ ।

ଆସାମରେ ଏବେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଲୋକମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହି ବନ୍ୟାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଶହ ଶହ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ସାରା ଦେଶବାସୀ ଆସାମକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ପ୍ରୟାସ…

ଏଣିକି ଚେକ୍ ଭରିବା ବେଳେ ବ୍ୟବହାର କରିବାକୁ ହେବ ଗୋଟିଏ ରଙ୍ଗର କାଳି । ନଚେତ୍ ଗ୍ରହଣ କରିବେନି କୌଣସି ବି ବ୍ୟାଙ୍କ

ଚେକ୍ ବ୍ୟବହାର କରିବା ସମୟରେ ଆପଣ ଭିନ୍ନ ଭିନ୍ନ କାଳିର ବ୍ୟବହାର କରୁଛନ୍ତି କି ? ସାବଧାନ୍, ଯଦି ଆପଣ ଚେକ୍ କିମ୍ବା ଅନ୍ୟ କୌଣସି ପେମେଂଟ ଇନଷ୍ଟ୍ରୁମେଂଟ ଭରୁଛନ୍ତି, ତେବେ ଏହା ବି ବହୁତ ଜରୁରୀ କି ଆପଣ ଭରୁଥିବା ଚେକ୍ ବା ଅନ୍ୟ କୌଣସି ପେମେଂଟ ଇନଷ୍ଟ୍ରୁମେଂଟକୁ ଗୋଟିଏ ହିଁ କାଳିରେ…