Daily Archives

July 25, 2019

ଅନ୍ତରୀକ୍ଷ ଯାତ୍ରାରେ କ’ଣ ଖାଇ ବଞ୍ଚନ୍ତି ମହାକାଶଚାରୀ ? କ’ଣ ଅନ୍ତରୀକ୍ଷରେ ରୋଷେଇ ହୁଏ ନା ଶୁଖିଲା ଖାଦ୍ୟ ଖାଇ ବଞ୍ଚେ…

ଇସ୍ରୋ ୨୦୨୨ ମଧ୍ୟରେ ଗଗନଯାନ ଜରିଆରେ ୩ ଜଣ ଭାରତୀୟଙ୍କୁ ଅନ୍ତରୀକ୍ଷ ଯାତ୍ରାରେ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୭ ଦିନ ଧରି ଏହି ଆଷ୍ଟ୍ରୋନଟ୍ ଅନ୍ତରୀକ୍ଷ ଯାତ୍ରା କରିବେ । କିନ୍ତୁ ଏବେ ପ୍ରଶ୍ନ ଉଠେ ଯେ ୭ ଦିନ ପର୍ଯ୍ୟନ୍ତ ଏହି ୭ ଜଣ ମହାକାଶଚାରୀ ଖାଇବେ କ’ଣ ? ବଚିଂବେ…

ମାଛର ଦାମ ଏକ ଲକ୍ଷ ଟଙ୍କା : କୁଏତ ଯିବ ଧାମରା ଉପକୂଳରୁ ମିଳିଥିବା ବିରଳ କୈବଲ୍ୟ ମାଛ

କନକ ବ୍ୟୁରୋ : ବିରଳ କୈବଲ୍ୟ ମାଛ । ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଗୋଟିଏ କୈବଲ୍ୟ ମାଛର ମୂଲ୍ୟ ଏକ ଲକ୍ଷ ଟଙ୍କା । ହେଲେ ଏକଥା ସମ୍ପୂର୍ଣ୍ଣ ସତ । ଏକ ଲକ୍ଷ ଟଙ୍କିଆ ମାଛ ଏବେ କୁଏତ୍ ଯିବ । ଚାନ୍ଦବାଲି ଧାମରା ଉପକୂଳ ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଉଦ୍ଧାର ହୋଇଛି । ଆଲୋକ…

ମୁକୁଳିବା ପୂର୍ବରୁ ପ୍ରବଚନ ଦେଲେ ମାନ୍ୟବର: ବାହାରିବା ପରେ ପ୍ରବଚନ ଉପରେ କଟକଣା ଥିବାରୁ ଜେଲ ଭିତରେ କଏଦୀଙ୍କୁ…

କନକ ବ୍ୟୁରୋ: ଜାମିନ ମିଳିବା ପରେ ପୁଣି ବାହାରିଲା ସାରଥୀଙ୍କ ପୁରୁଣା ରୋଗ । ଜେଲରେ ଥାଇ ବି ଆରମ୍ଭ କଲେ ପ୍ରବଚନ । କଏଦୀଙ୍କୁ ଚୌଦ୍ୱାର ଜେଲ ଭିତରେ ପ୍ରବଚନ ଶୁଣାଇଲେ ସାରଥୀ । ତେବେ ଜେଲ ଭିତରେ କଏଦୀଙ୍କୁ ସାରଥୀ ପ୍ରବଚନ ଦେଉଥିବା ଏକ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ତେବେ ଭିଡିଓରେ…

ନିଅଣ୍ଟିଆ ବର୍ଷା ଯୋଗୁଁ ରୁଆ ବେଉଷଣ ପାଇଁ ସମୟ ଗଡ଼ୁଛି : ରାଜ୍ୟରେ ମରୁଡ଼ି ଥୟ, ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିରୋଧୀ

କନକ ବ୍ୟୁରୋ : ରାଜ୍ୟରେ ନିଅଣ୍ଟିଆ ବର୍ଷା । ଚିନ୍ତାରେ ଚାଷୀ । ମରୁଡ଼ି ହେବା ଏକପ୍ରକାର ଥୟ । ଶ୍ରାବଣ ମାସରେ ମାଟି ଶୁଖି ଆଁ କଲାଣି । ପ୍ରାୟ ୧୫ଟି ଜିଲ୍ଲାରେ ଠିକରେ ବର୍ଷା ହୋଇନି । ସ୍ୱଳ୍ପ ବୃଷ୍ଟି ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ ହୋଇଛି ଗୃହ । ଆସନ୍ନ ମରୁଡ଼ି ସମ୍ଭାବନା ଅଶାଙ୍କା କରି…

ଜାମିନରେ ଆସିଲେ ନଳିନୀ ଶ୍ରୀହରନ୍ ! ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ କାଟୁଥିଲେ ଆଜୀବନ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ୧୯୯୧ ମସିହାରେ ହୋଇଥିଲା ଏବଂ ଏହି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡର ସଜା କାଟୁଥିବା ନଳିନୀ ଶ୍ରୀହରଣ୍ ଙ୍କୁ ୩୦ ଦିନର ପାରୋଲ୍ ମିଳିବା ପରେ ଗୁରୁବାର ତାଙ୍କୁ ଜେଲରୁ ଜାମିନ୍ ମିଳିଯାଇଛି । ନଳିନୀଙ୍କୁ ବେଲ୍ଲୋରର ବିଶେଷ ମହିଳା…

ସୁରକ୍ଷା ନେଇ ନୂଆ ଆଇନ୍: ସଂଧ୍ୟା ୭ରୁ ସକାଳ ୬ଟା ପୂର୍ବରୁ ମହିଳା କର୍ମଚାରୀଙ୍କୁ ଖଟାଇ ପାରିବେନି କଂପାନୀ, ନାଇଟ୍…

ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ସଂଧ୍ୟା ୭ଟା ପରେ ଅଫିସରେ ମହିଳା କର୍ମଚାରୀଙ୍କୁ ଖଟାଇପାରିବେନି ମାଲିକ । ଏଥି ସହିତ ମହିଳାଙ୍କ ପାଇଁ କାମ କରିବାର ସମୟ ସକାଳ ୬ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରହିବ । ଯଦି ସଂଧ୍ୟା ୭ଟା ପରେ କୌଣସି ବି ମହିଳା କର୍ମଚାରୀ କାମ କରୁଥିବାର ନଜର…