Daily Archives

July 24, 2019

ଦନ୍ତାହାତୀର ଦାଦାଗିରି । ସଞ୍ଜ ନଇଁଲେ ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ, ଦଳି ଦେଉଛନ୍ତି ଘରଦ୍ୱାର, ଧନ ଜୀବନ । ଭୟରେ…

କନକ ବ୍ୟୁରୋ : ଦିନେ ନୁହଁ କି ଦୁଇ ଦିନ ନୁହଁ । ଦେଢମାସ ହେବ କେନ୍ଦୁଝର ସଦର ଏବଂ ଚମ୍ପୁଆ ବନାଂଚଳରେ ଉତ୍ପାତ ଜାରି ରଖିଛି ଦନ୍ତା ହାତୀ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ହାତୀ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ହାତୀ ପଲ ୧୫୦ରୁ ଅଧିକ ଘରଦ୍ୱାର…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ୨ଟି ଘଟଣାରେ ୮ ଅଭିଯୁକ୍ତଙ୍କୁ ବାନ୍ଧିଲା ସୁନ୍ଦରଗଡ ପୋଲିସ

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ ପୋଲିସକୁ ମିଳିଛି ସଫଳତା । ଜଙ୍ଗଲରେ ଜଘନ୍ୟକାଣ୍ଡ ଭିଆଇଥିବା ଦୁଷ୍କର୍ମକାରୀଙ୍କୁ ବାନ୍ଧିଛି ପୋଲିସ । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଛନ୍ତି ୭ ଜଣ ଅଭିଯୁକ୍ତ । ୭ ଜଣଙ୍କୁ ରାଉରକେଲା ନିକଟରୁ ଗିରଫ କରିଛି ସୁନ୍ଦରଗଡ ପୋଲିସ…

ନିଯୁକ୍ତି ନେଇ ବିଧାନସଭାରେ ସ୍ୱର ଉଠାଇଲେ ତାରା । କହିଲେ, ଆନ୍ଧ୍ର ନୀତି ଆପଣାଉ ଓଡ଼ିଶା ।

କନକ ବ୍ୟୁରୋ : ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ଫର୍ମାଟ୍ ଲାଗୁ କରିବା ପାଇଁ ଉଠିଲା ଦାବି । ଆନ୍ଧ୍ରପ୍ରଦେଶରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ…

କେନ୍ଦ୍ରାପଡାରେ ପୂରା ହେଲା ବିଜେଡିର ସ୍ୱପ୍ନ । ସାବିତ୍ରୀଙ୍କ ବିଜୟ ସହ ୭ରୁ ୭ ଆସନରେ ଶୁଭିଲା ଶଙ୍ଖ ।

କନକ ବ୍ୟୁରୋ : ପାଟକୁରାରେ ଶୁଭିଲା ଶଙ୍ଖ । ସାବିତ୍ରୀଙ୍କ ବିଜୟ ସହ କେନ୍ଦ୍ରାପଡାରେ ପୂରା ହୋଇଛି ବିଜେଡିର ସ୍ୱପ୍ନ । ବିଜୟ ସହ ସାବିତ୍ରୀ କେନ୍ଦ୍ରାପଡାକୁ ସବୁଜ ଗଡରେ ପରିଣତ କରିଛନ୍ତି । ୧୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇ ପାଟକୁରାରେ ବିଜୟ ବାନା ଉଡାଇଛନ୍ତି ସାବିତ୍ରୀ । ଆଉ ଏହାସହ…

ପାଟକୁରା ଫଳାଫଳ: ‘ଶଙ୍ଖ’ ଶିବିରରେ ବିଜୟ ଉତ୍ସବ, ‘ହାତ’କୁ ଗଲାନି, ନୋଟାରେ ପଡ଼ିଲା ଭୋଟ୍ ।

କନକ ବ୍ୟୁରୋ : ପାଟକୁରା ଫଳାଫଳ ପରେ ଚାଲିଲା ଚର୍ଚ୍ଚା । ‘ହାତ’କୁ ଗଲାନି ନୋଟାରେ ପଡ଼ିଲା ଭୋଟ୍ । ଏମିତି କିଛି ଫଳାଫଳ ଆସିଛି ଯାହା କି କାହା ଶିବିରକୁ ଖୁସି କରିଛି ତ କାହା ଶିବିରଙ୍କୁ ଉଦାସ । ‘ଶଙ୍ଖ’ ଶିବିରକୁ ଶଭୁଛି ‘ବିଜୟ’ ଅନ୍ୟପଟେ ବିରୋଧୀଙ୍କ ଶିବିରରେ ଲାଗିଛି ପରାଜୟର ନିଆଁ । ତେବେ…

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ଉପରେ ପ୍ରଶ୍ନ ଉଠାଇଲେ ସୌରଭ ଗାଙ୍ଗୁଲି । ଜାଣନ୍ତୁ କ’ଣ କହିଲେ ଦାଦା ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ହୋଇସାରିଛି । ଆଉ ଏହି ଗସ୍ତ ପାଇଁ କିଛି ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କିଛି ନୂଆ ଖେଳାଳୀଙ୍କୁ ସୁଯୋଗ ମିଳିଛି । ତେବେ ଭାରତୀୟ କ୍ରିକେଟ ଟିମର…