Daily Archives

July 24, 2019

ଏଣିକି ନିୟମ ଭାଙ୍ଗିଲେ ନିସ୍ତାର ନାହିଁ: ନାବାଳକଙ୍କ ଦ୍ୱାରା ଦୁର୍ଘଟଣା ଘଟିଲେ ଦୋଷୀ ହେବେ ଅଭିଭାବକ, ୨୫ ହଜାର ଟଙ୍କା…

ଏଣିକି ନିୟମ ଭାଙ୍ଗିଲେ ମିଳିବନି ତ୍ରାହୀ । ରାସ୍ତା ଉପରେ ଗାଡି ଚାଳକଙ୍କ ବେପରୁଆ ଢଙ୍ଗରେ ଡ୍ରାଇଭିଂ ଯୋଗୁଁ ପ୍ରତିଦିନ ଅନେକ ଲୋକଙ୍କର ଅକାରଣରେ ମୃତ୍ୟୁ ଘଟୁଛି । ଗାଡି ଚାଳକଙ୍କ ଅସାବଧାନତା ପାଇଁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ପ୍ରଶାସନ…

ଯେବେ ପାଟକୁରାରେ ଚାଲିଥିଲା ଭୋଟ ଗଣତି, କ’ଣ କରୁଥିଲେ ବିଜେଡି ସୁପ୍ରିମୋ ? ଦେଖନ୍ତୁ ନବୀନଙ୍କ ଆଉ ଏକ ଭାଇରାଲ ଫିଟନେସ୍…

କନକ ବ୍ୟୁରୋ : ନବୀନଙ୍କ ଫିଟନେସ୍ ଫଣ୍ଡା ପାର୍ଟ-୨ । ଗୋଟିଏ ପଟେ ପାଟକୁରାରେ ବିଜେଡି ବିଜୟ ବାନା ଉଡାଉଥିବା ବେଳେ ଅନ୍ୟପଟେ ନବୀନଙ୍କୁ ଦେଖିବାକୁ ମିଳିଥିଲା ନିଆରା ଅନ୍ଦାଜରେ । ପାଟକୁରାରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଭୋଟ ଗଣତି ଚାଲିଥିବା ବେଳେ ନବୀନ ନିବାସରେ ରାଉଣ୍ଡ ପରେ ରାଉଣ୍ଡ ମାରି…

ପାଟକୁରା ପାଣିରେ ଧୋଇ ହୋଇଗଲା ବିଜୟଙ୍କ ସ୍ୱପ୍ନ । କହିଲେ, ମୋ ସପକ୍ଷରେ ଥିଲା ଲୋକମତ କିନ୍ତୁ ଆସିଲା ଭିନ୍ନ ଫଳାଫଳ

କନକ ବ୍ୟୁରୋ: ବିଜୟଙ୍କ ବିଧାନସଭା ସ୍ୱପ୍ନ ଭାଙ୍ଗିଗଲା । ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲ ୧୭ ହଜାର ୬୫୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହାକୁ ନେଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି କି, ଏହି ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରିଛି…

ସାବିତ୍ରୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା । ପାଟକୁରାରେ ବିଜେଡିର ବାଜିମାତ ପରେ ଧନ୍ୟବାଦ ଜଣାଇଲେ ନବୀନ

କନକ ବ୍ୟୁରୋ: ପାଟକୁରାରେ ବିଜେଡିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବହୁମାତ୍ରାରେ ବିଜେଡିକୁ ଜିତାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁଣି ଥରେ ବିଶ୍ୱାସ କରି ବିଜେଡିକୁ ବିପୁଳ ମାତ୍ରାରେ ଜନମତ ଦେଇଥିବାରୁ ପାଟକୁରାବାସୀଙ୍କୁ…

ସାବିତ୍ରୀଙ୍କର ୧୬, ବିଜୟଙ୍କ ଝୋଲିରେ ୨: ମୋଟ୍ ୧୮ଟି ରାଉଣ୍ଡରୁ ୧୬ଟି ରାଉଣ୍ଡରେ ଆଗୁଆ ରହି ପାଟକୁରା ଜିତିନେଲେ…

କନକ ବ୍ୟୁରୋ: ଶେଷ ହେଲା ବହୁ ଚର୍ଚ୍ଚିତ ପାଟକୁରା ଲଢେଇ । ଗତ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନର ଆଜି ବାହାରିଛି ଫଳାଫଳ । ତେବେ ବିରୋଧୀଙ୍କ ବହୁ ପଛରେ ପକାଇ ବିଜେଡି ପୁଣି ଥରେ ହାତେଇଛି ପାଟକୁରା ଗଡ । ବିଜେପିର ଭେଟରାନ ନେତା ବିଜୟ ମହାପାତ୍ରଙ୍କୁ ପ୍ରାୟ ୧୭…

ପାଟକୁରାରେ ମାଟି କାମୁଡି ପଡିଲା ହାତ: କଂଗ୍ରେସ ପ୍ରାର୍ଥୀ ଜୟନ୍ତଙ୍କ ଝୁଲାରେ ପଡିଲା ମାତ୍ରା ୨୦୯୦ ଭୋଟ

କନକ ବ୍ୟୁରୋ: ପାଟକୁରା ମାଟିରେ ହଜିଗଲା ହାତ । ସବୁଜ ଗଡର ଶଙ୍ଖ ଶବ୍ଦରେ ପାଟକୁରା ପବନରେ ଉଡିଗଲା ହାତ । ପାଟକୁରା ମୈଦାନରେ ବିଜେଡି ନିଜର ବିଜୟ ବାନା ଉଡାଇଥିବା ବେଳେ ମାଟି କାମୁଡି ପଡିଛି କଂଗ୍ରେସ । ବିଜେଡିକୁ ଟକ୍କର ଦେଇ ବିଜେପି ଆଗଉଥିବା ବେଳେ ସବୁ ରାଉଣ୍ଡରେ ପଛରେ ରହିଥିଲା କଂଗ୍ରେସ…