Daily Archives

July 19, 2019

ଆସନ୍ତାକାଲି ପାଟକୁରା ପରୀକ୍ଷା । ୨୦ ବର୍ଷର ଲଢେଇକୁ ନିର୍ଣ୍ଣାୟକ ମୋଡ ଦେବେ କି ଭୋଟର, ବିଜୟ ଓ ସାବିତ୍ରୀଙ୍କ ମଧ୍ୟରେ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପରେ ତିନି ଦଳ ପାଇଁ ସମ୍ମାନ ପାଲଟିଥିବା ପାଟକୁରାରେ ଆସନ୍ତାକାଲି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ୩୦୯ଟି ବୁଥରେ ମତଦାନ ବ୍ୟବସ୍ଥା ହୋଇଛି । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନରେ ୧୦ ଜଣ…

ସକ୍ରିୟ ହେବ କି ସାରଥୀ ସାମ୍ରାଜ୍ୟ ? ଜାମିନ ଆଗରୁ ଜୋରଦାର ହେଲା ସାରଥୀ ସଂକୀର୍ତ୍ତନ, ଅପେକ୍ଷା କରିଛନ୍ତି ସମର୍ଥକ

କନକ ବ୍ୟୁରୋ: ସାରଥୀ ଅପେକ୍ଷାରେ ସମର୍ଥକ । ବାରିମୂଳ ଆଶ୍ରମ ବନ୍ଦ ହେବା ପରେ ସାରଥୀ ଜେଲ ଯିବା ପରେ ଆଉ ନିଜକୁ ଭଗବାନ କହୁଥିବା ଭଣ୍ଡ ସାରଥୀର କଳା କାରନାମା ପର୍ଦ୍ଦାଫାସ ହେବା ପରେ ବି ଚେତିନାହାନ୍ତି ସମର୍ଥକ । ଦୀର୍ଘ ୪ ବର୍ଷ ହେବ ସାରଥୀ ସାମ୍ରାଜ୍ୟରେ ତାଲା ଝୁଲୁଥିବା ବେଳେ ରାଜ୍ୟର…

ବିଷ୍ଣୁଙ୍କ ନୁଆ ଅବତାର । ବିଧାନସଭାରେ ହରିବୋଲ ପକାଇଲେ, ପାଲା ଗୀତ ଗାଇବା ସହ ସରକାରଙ୍କୁ ଟାର୍ଗେଟ କଲେ ।

କନକ ବ୍ୟୁରୋ : ବିଧାନସଭାରେ ବିଷ୍ଣୁଙ୍କ ନୂଆ ଅବତାର । ବିଧାନସଭାରେ ଗୀତ ଗାଇଲେ ଗାଇଲେ ବିଷ୍ଣୁ । ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଗୃହରେ ପାଲା ଗୀତ ଗାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବଜେଟର ଖର୍ଚ୍ଚ ଦାବି ନେଇ ଆଲୋଚନା…

କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ? କେନ୍ଦ୍ରୀୟ ଡେପୁଟେସନରେ ଗଲେ ରାଜେଶ ବର୍ମା ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କିଏ ହେବ? ପାୱାର କରିଡରରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି । ୧୯୮୭ ବ୍ୟାଚର ଏହି ଆଇଏଏସ ଅଧିକାରୀ କୃଷି, ସମବାୟ ତଥା ଚାଷୀ ମଙ୍ଗଳ…

ଗାଡିରେ ଇଞ୍ଜିନ ଅଏଲ ପକାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ । ଅସଲି ଡବାରେ ବିକ୍ରି ହେଉଛି ନକଲି ତେଲ, ବାଲେଶ୍ୱରରୁ…

କନକ ବ୍ୟୁରୋ: ଗାଡିରେ ଇଞ୍ଜିନ ଅଏଲ ପକାଇବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ । କାରଣ ଅସଲି ବ୍ରାଣ୍ଡ ନାଁରେ ବଜାରରେ ବୁଲୁଛି ନକଲି ଇଞ୍ଜିନ ଅଏଲ । ଯାହାକୁ ମୋଟରସାଇକେଲ କିମ୍ବା ଗାଡିରେ ପକାଇବା ଆପଣଙ୍କୁ ମହଙ୍ଗା ପଡିପାରେ । ଏଭଳି ଏକ ନକଲି ଇଞ୍ଜିନ ଅଏଲ କାରାଖାନା ବାଲେଶ୍ୱରରେ ଠାବ କରିଛି…

ଅନୁଗୁଳରେ ଆଖି ଗାଏବ ! ଶିଶୁକନ୍ୟା ଶବରୁ ଆଖି ଖୋଳି ନେଲେ ଦୁର୍ବୃତ୍ତ, ଅଭାବନୀୟ ଘଟଣା ପରେ ଆକ୍ସନ ମୋଡରେ ପୋଲିସ୍

କନକ ବ୍ୟୁରୋ: ମେଡିକାଲ ଭିତରୁ ଆଖି ଚୋରି । ଶବରୁ ଗାଏବ ହେଲା ଆଖି । ମୃତ ଶିଶୁର ଆଖି ତାଡିନେଲେ ଦୁର୍ବୃତ୍ତ । ଶବାଗାର ଭିତରୁ ୪ ବର୍ଷର ମୃତ ଶିଶୁକନ୍ୟା ଦେହରୁ ଦୁଇଟି ଆଖିକୁ ଖୋଳି ନେଇଛନ୍ତି ଦୁର୍ବୃତ୍ତ । ଅନୁଗୁଳରୁ ଆସିଛି ଏଭଳି ଅଭାବନୀୟ, ଅମାନବୀୟ ଖବର । ତେବେ ଗତକାଲି ନୂଆହତାର ୪…