Daily Archives

July 19, 2019

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍ ପଡିପାରନ୍ତି ପାଣ୍ଡ୍ୟା । ଟେଷ୍ଟ ସିରିଜ ଖେଳିପାରନ୍ତି ବୁମରାହ ।

ବିଶ୍ୱକପ୍ ସେମିଫାଇନାଲରୁ ବିଦା ହେବା ପରେ ଟିମ୍ ଇଣ୍ଡିଆକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଗୋଟିଏ ପଟେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅନ୍ୟପଟେ ଧୋନୀଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନୁହେଁ । ମୁଖ୍ୟ କୋଚ ପାଇଁ ନୂଆ ଆବେଦନ ଗ୍ରହଣ କରାଯାଇଥିବା…

ବିଷଧର ସାପ ସହ ଖେଳ କରି ଫସିଗଲେ ଯୁବକ, ଅଟକ ରଖି ପଚରାଉଚୁରା କରୁଛି ବନବିଭାଗ ।

କନକ ବ୍ୟୁରୋ: ସଜା ପାଲଟିଲା ସାପ ସହ ଖେଳ । ସାପ ଫଣା ସହ ଚୁମା ଭିଡିଓ ଭାଇରାଲ ଘଟଣାରେ ରୋହିତ୍ ମେହେର ଅଟକ ରହିଛନ୍ତି । କିଛି ଝିଅଙ୍କୁ ନେଇ ବିଷଧର ନାଗ ସାପକୁ ଚୁମ୍ବନ ଷ୍ଟଣ୍ଟ ଦେଉଥିବା ଘଟଣା ଭାଇରାଲ ହୋଇଥିଲା । ଏହାପରେ ବରଗଡ଼ ଡିଏଫଓ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତେଣୁ ରୋହିତ…

କର୍ଣ୍ଣାଟକ ରାଜନୈତିକ ସଂକଟ ଜାରି: ସରିଲା ଡେଡଲାଇନ ହେଲେ ବିଧାନସଭାରେ ହୋଇପାରିଲାନି ଫ୍ଲୋର ଟେଷ୍ଟ

କନକ ବ୍ୟୁରୋ: ଡେଡଲାଇନ ସରିଲା କିନ୍ତୁ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲା ନାହିଁ ଫ୍ଲୋର ଟେଷ୍ଟ । ରାଜ୍ୟପାଳ ସାଢେ ଗୋଟାଏ ସମୟ ଦେଇଥିଲେ । ହେଲେ ସେହି ସମୟରେ କର୍ଣ୍ଣାଟକ ବିଧାନସଭାରେ ଫ୍ଲୋର ଟେଷ୍ଟ ହୋଇ ପାରିନାହିଁ । ଆସ୍ଥା ଭୋଟ ହୋଇନପାରିବାରୁ କର୍ଣ୍ଣାଟକ ରାଜନୀତିର ସଂକଟ ଜାରି ରହିଛି…

ବିହାରରେ ଭିଡତନ୍ତ୍ର ନେଲା ୩ ଜୀବନ: ଗାଈ ଚୋର ସନ୍ଦେହରେ ୩ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ

କନକ ବ୍ୟୁରୋ: ବିହାର ଛପ୍ରାରେ ଭିଡତନ୍ତ୍ର ନେଲା ୩ଜଣଙ୍କ ଜୀବନ । ସାରଣ ଜିଲ୍ଲା ବାନିୟାପୁର ଅଂଚଳରେ ପଶୁ ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।…

ପାଟକୁରା ଜିତିବା ପାଇଁ ଖୋଲାଖୋଲି ମଦ କାରବାର କରୁଛି ଶାସକ ଦଳ : ନିରପେକ୍ଷ ନିର୍ବାଚନ ପାଇଁ ସିସିଟିଭି ଓ ଅଧିକ ପୋଲିସ…

କନକ ବ୍ୟୁରୋ : ପାଟକୁରା ଉପରେ ସାରା ରାଜ୍ୟର ଫୋକସ୍ । ସାଧାରଣ ନିର୍ବାଚନ ଶେଷ ହେବା ପରେ ଏବେ ପାଟକୁରା ଉପରେ ସମସ୍ତଙ୍କ ଆଖି । ଆସନ୍ତାକାଲି ପାଟକୁରାରେ ପଡ଼ିବ ଭୋଟ୍ । ବିଧାୟକ ବାଛିବେ ପାଟକୁରାବାସୀ । ଗୋଟିଏ ପଟେ ପାଟକୁରା ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି, ତଥାପି ବିଜେଡ଼ି ନେତାମାନେ…

ଜନନୀ ଯନ୍ତ୍ରଣା : ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଭାରରେ ବୁହାହେଲେ ଗର୍ଭବତୀ

କନକ ବ୍ୟୁରୋ : ପୁଣି ଭାରରେ ବୁହାହେଲେ ଗର୍ଭବତୀ । ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ୬ କିମି ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିନେଲେ ପରିବାର ଲୋକ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତ ବେଙ୍ଗପାଣିରେ ଦେଖିବାକୁ ମିଳିଛି ଏଭଳି…