Daily Archives

July 18, 2019

ଗତ ୫ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି କେତେ ଟଙ୍କା? ହିସାବ ଦେଲେ ସରକାର, ଏଯାଏଁ କିଛି ବିଦେଶ ଗସ୍ତର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି କେତେ ଟଙ୍କା? ଗତ ୫ ବର୍ଷ ମଧ୍ୟରେ ମୋଦି କେତେ ଦିନ ବିଦେଶରେ ରହିଛନ୍ତି ଓ ଏହି ସମୟରେ ବିଦେଶ ରାଷ୍ଟ୍ର ସହ କେତୋଟି ଚୁକ୍ତି କରାଯାଇଛି । ଏଭଳି କିଛି ପ୍ରଶ୍ନ ଲୋକସଭାରେ ଉଠାଇଥିଲେ କଂଗ୍ରେସ ସାଂସଦ ଭିନସେଣ୍ଟ ଏଚ୍ ପାଲା । ଆଉ ଗୃହରେ…

ସିପାହୀରୁ ସଭିଲ୍ ସର୍ଭିସ୍ । ୪ଥର ଫେଲ୍ ପରେ ପଞ୍ଚମ ପ୍ରୟାସରେ ଆଇଏଏସ୍ ବନିଲେ ବିଏସଏଫ୍ ଯବାନ ।

କନକ ବ୍ୟୁରୋ: ଯଦି କିଛି ପାଇବାକୁ ଆପଣଙ୍କ ପାଖରେ ନିଷ୍ଠାପରତା ଓ ଜୋଶ୍ ଥିବ ତେବେ ସେହି ଜୋଶ୍ ହିଁ ଆପଣଙ୍କ ସଫଳତାର ଚାବିକାଠି ପାଲଟିବ । ଦେଶସେବା କରିବାକୁ କେବଳ ଯେ ସୀମାରେ ରହିବା ଜରୁରୀ ତାହା ନୁହେଁ ବରଂ ଅନେକ ଜରିଆରେ ଦେଶବାସୀଙ୍କ ପାଇଁ ସେବା କରିପାରିବେ । ଏଭଳି କିଛି ବାର୍ତ୍ତାଦେବା…

ଯୋଗୀ ଆଦିତ୍ୟନାଥଙ୍କ ଗଡରେ ଗୁଣ୍ଡାରାଜ , ସହିଦଙ୍କୁ ମିଳିଲାନି ସମ୍ମାନ ! ଆମ୍ବୁଲାନ୍ସ ବଦଳରେ ପରିବା ଗାଡିରେ ବୁହାହେଲା…

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ କିଛି ଅଜ୍ଞାତ ଯୁବକ ଦୁଇଜଣ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରିବା ସହ ତିନିଜଣ କଏଦୀଙ୍କୁ ମୁକ୍ତ କରିଦେଇଛନ୍ତି । ଏହି ଦୁଃଖଦ ଘଟଣାରୁ ଅଧିକ ଦୁଃଖଦାୟକ ହେଉଛି ନିଜ ସାଥି ପୋଲିସକର୍ମୀଙ୍କ ମରଶରୀରକୁ ବୋହିବା ପାଇଁ ଆମ୍ବୁଲାନ୍ସ ଯୋଗାଡି ପାରିନାହିଁ…

‘ବିଶ୍ୱାସ ପରୀକ୍ଷା’ରେ ଅନ୍ଧବିଶ୍ୱାସର ପାଦ ଚିହ୍ନ ! ସରକାର ବଞ୍ଚାଇବାକୁ ବିଧାନସଭାକୁ ଖାଲି ପାଦରେ ଆସିଲେ ମନ୍ତ୍ରୀ

କନକ ବ୍ୟୁରୋ: ବିଧାନସଭାକୁ ଖାଲି ପାଦରେ ଆସିଲେ ମନ୍ତ୍ରୀ । କର୍ଣ୍ଣାଟକ ବିଧାନସଭାର ପବିତ୍ର ଗୃହକୁ ଖାଲି ପାଦରେ ଚାଲିଚାଲି ଆସିଲେ ମନ୍ତ୍ରୀ । ଗୁରୁବାର ଗୃହରେ କୁମାରସ୍ୱାମୀ ସରକାରର ଅଗ୍ନିପରୀକ୍ଷା ଥିବାରୁ ଗୃହରେ ସବୁକିଛି ସଠିକ ଚାଲୁ ଏଇ ବିଶ୍ୱାସରେ ଖାଲି ପାଦରେ ପବିତ୍ର ଗୃହକୁ ପ୍ରବେଶ…

ସାବାସ୍ ମେରିନ୍ । ନାବାଳିକାଙ୍କୁ ଦୁଷ୍କର୍ମ କରି ସାଉଦି ଆରବ ଫେରାର ହୋଇଯାଇଥିଲା ଅଭିଯୁକ୍ତ, ୨ ବର୍ଷ ପରେ ସାଉଦି…

ସାଧାରଣରେ ପୋଲିସର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ରହିଛି । ଅନେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବା ବେଳେ ପୋଲିସ ଉପରେ ଲୋକଙ୍କ ଭରସା ରହୁନାହିଁ । ଏଭଳି କ୍ଷେତ୍ରରେ ପୋଲିସ ବିଭାଗକୁ ଗର୍ବିତ କରିଛନ୍ତି ମହିଳା ପୋଲିସ ଅଫିସର । ଯାହାଙ୍କୁ ନେଇ…

କାଙ୍ଗାଳ ହେବ ପାକିସ୍ତାନ , ଦେଶ ଚଳାଇବା ପାଇଁ ଟଙ୍କା ନାହିଁ କେଉଁଠୁ ଆଣିବ ୪୦ ହଜାର କୋଟି ! ଅନ୍ତର୍ଜାତୀୟ କୋର୍ଟରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡିଲାଣି । ଟଙ୍କା ଅଭାବରୁ ହନ୍ତସନ୍ତ ହେଉଥିବା ପାକ୍ ସରକାରଙ୍କ ଉପରେ ଏବେ ଆହୁରି ବୋଝ ପଡିବାକୁ ଯାଉଛି । ପାକିସ୍ତାନ ଅନ୍ତର୍ଜାତୀୟ କୋର୍ଟରେ ଏକ ବଡ କେସ୍ ରେ ପରାଜିତ ହେଲା ଯେଉଁଥିପାଇଁ ପାକ୍ କୁ ୪୦ ହଜାର…