Daily Archives

July 18, 2019

୨୧ ପ୍ରଶ୍ନରେ ଫସିରହିଛି ଲୋକପ୍ରିୟ ଆପ୍ ଟିକଟକ୍ ଏବଂ ହେଲୋର ଭାଗ୍ୟ ! ସରକାର ପଠାଇଲେ ନୋଟିସ୍ , ଖୁବଶୀଘ୍ର ଲାଗିପାରେ…

ସରକାରଙ୍କ ତରଫରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍ ଏବଂ ହେଲୋକୁ ନୋଟିସ୍ ପଠାଯାଇଛି । ଏହି ନୋଟିସ୍ ରେ ସରକାର କମ୍ପାନୀଙ୍କୁ ୨୧ ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଏହାର ସନ୍ତୋଷଜନକ ଉତ୍ତର ନଦେଲେ ବ୍ୟାନ୍ କରିବା ପାଇଁ ନୋଟିସ୍ ଜାରି କରିଛନ୍ତିି । ଆପଣଙ୍କୁ କହିରଖୁଛୁ ଆରଏସଏସ୍ ସହ ଜଡିତ…

ପ୍ଲାଷ୍ଟିକ ମୁକ୍ତ ହେବ ରଥଯାତ୍ରା: ଆସନ୍ତାବର୍ଷ ଘୋଷଯାତ୍ରାକୁ ଭକ୍ତଙ୍କୁ ଦିଆଯିବନି ପାଣି ବୋତଲ, ଜାଣନ୍ତୁ ରଥଯାତ୍ରା…

କନକ ବ୍ୟୁରୋ: ପ୍ଲାଷ୍ଟିକ ମୁକ୍ତ ହେବ ରଥଯାତ୍ରା । ୨୦୨୦ ରଥଯାତ୍ରାକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । ଟ୍ୱିଟରରେ ଏକ ପୋଷ୍ଟ କରି ଏଥିପାଇଁ ପରାମର୍ଶ ଲୋଡିଛନ୍ତି । ବିଶେଷ କରି ରଥଯାତ୍ରା ଭିଡ ସମୟରେ ଶ୍ରଦ୍ଧାଳୁମାନେ…

ଦିନକ ପରେ ପାଟକୁରା ପରୀକ୍ଷା । କେତେଟାରୁ କେତେବେଳ ଯାଏଁ ଦେଇପାରିବେ ଭୋଟ୍, କିଭଳି ରହିଛି ପ୍ରସ୍ତୁତି…

କନକ ବ୍ୟୁରୋ: ଦିନକ ପରେ ପାଟକୁରାରେ ପଡ଼ିବ ଭୋଟ୍ । ନିଜ ଅଞ୍ଚଳ ପାଇଁ ନେତା ବାଛିବେ ପାଟକୁରାବାସୀ । ତେବେ ଏନେଇ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଛି । ତେବେ ପାଟକୁରାର ୨୮୭ଟି ସ୍ଥାନରେ ମୋଟ୍ ୩୦୯ଟି ଭୋଟ୍ ଦାନ କେନ୍ଦ୍ର ସ୍ଥାପନ ହୋଇଛି । ମୋଟ୍…

ମହାରଥୀ ରାଗି ନିଆଁ : ମନ୍ତ୍ରୀଙ୍କ ଆକ୍ଷେପକୁ ବିବରଣୀରୁ ବାଦ୍ ଦିଆନଗଲେ ବିଧାନସଭା ନଆସିବାକୁ ଦେଲେ ଚେତାବନୀ

କନକ ବ୍ୟୁରୋ : ମାନ କରିଛନ୍ତି ମହାରଥୀ । ମନ୍ତ୍ରୀ ନିରଞ୍ଜନଙ୍କ କଥା ଖୁବ ବାଧିଛି । ଗତକାଲି ଗୃହରେ ମନ୍ତ୍ରୀଙ୍କ ଆକ୍ଷେପରେ ମର୍ମାହତ ହୋଇ ରାତି ସାରା ଉପବାସରେ ରହିଛନ୍ତି ମହାରଥୀ । ତେବେ ମନ୍ତ୍ରୀଙ୍କ ଆକ୍ଷେପ ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ଆଜି ଶାଣିତ ସ୍ୱରରେ ଗୃହରେ ବର୍ଷିଛନ୍ତି…

କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ପ୍ରକିୟା ଆରମ୍ଭ: ଭୋଟ ଆଗରୁ ବିଶ୍ୱାସ ମତ ଉପରେ ଚାଲିଛି ବିତର୍କ, ୨ କଂଗ୍ରେସ…

କନକ ବ୍ୟୁରୋ: କୁମାରସ୍ୱାମୀ ସରକାର ରହିବ କି ନାହିଁ ଆଜି ହେବ ନିଷ୍ପତି । ଏନେଇ କର୍ଣ୍ଣାଟକ ବିଧାନସଭାରେ ଆରମ୍ଭ ହୋଇଛି ଆସ୍ଥା ଭୋଟର ପ୍ରକ୍ରିୟା । ଆସ୍ଥା ଭୋଟ୍ ହେବା ପୂର୍ବରୁ ବିଧାନସଭାରେ ଆରମ୍ଭ ହୋଇଛି ଆସ୍ଥା ଭୋଟକୁ ନେଇ ଚର୍ଚ୍ଚା । ବିଶ୍ୱାସମତ ନେଇ ଗୃହରେ ନିଜର ଭାଷଣ ରଖିବା ବେଳେ…

ପୁଣି ଥରେ ବିଶ୍ୱସ୍ତରରେ ନିଜର ଚମକ ଦେଖାଇଲେ ‘ଗୋଲ୍ଡେନ୍ ଗାର୍ଲ’ ! ୧୫ ଦିନ ଭିତରେ ଜିତିିଲେ ୪ ସ୍ୱର୍ଣ୍ଣପଦକ ।

ଭାରତର ଗୋଲ୍ଡେନ୍ ଗାର୍ଲ ନାମରେ ପରିଚିତ ହୋଇଥିବା ଦ୍ରୁତ ଧାବିକା ହିମା ଦାସ ଏବେ ନିଜ ପ୍ରଦର୍ଶନକୁ ନେଇ ଖୁବ୍ ଚର୍ଚ୍ଚିତ ଅଛନ୍ତି । ନିଜ ସ୍ୱର୍ଣ୍ଣିମ ସଫଳତାର କ୍ର୍ରମ ଜାରି ରଖିଥିବା ହିମା ୧୫ ଦିନ ଭିତରେ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି । ସେ ଚେକ୍ ଗଣରାଜ୍ୟରେ ହେଉଥିବା ଟାବୋର୍…