Daily Archives

May 30, 2019

ଦିଲ୍ଲୀ ଦରବାରରେ ମୋଦିଙ୍କ ରାଜ୍ୟାଭିଷେକ ପାଇଁ ସମାରୋହ । ସେପଟେ ଗୁଜୁରାଟରେ ଷଡଯନ୍ତ୍ର ରଚୁଛି ପାକିସ୍ତାନ ।

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଦିଲ୍ଲୀରେ ହେବ ନରେନ୍ଦ୍ର ମୋଦିଙ୍କ ରାଜ୍ୟଭିଷେକ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଅନ୍ୟପଟେ ନିଜ କୁଟ ଚକ୍ରାନ୍ତ ଜାରି ରଖିଛି ପାକିସ୍ତାନ । ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟର କଚ୍ଛ ବୋର୍ଡର ଠାରେ ୨ ଜଣ ପାକିସ୍ତାନୀ ଅନୁପ୍ରବେଶ…

ସନ୍ଧ୍ୟାରେ ଶପଥ ନେବେ ମୋଦି, ସୁରକ୍ଷା ଦେବେ ଏନଏସଜି କମାଣ୍ଡୋ । ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ହାଇ…

ପ୍ରାୟ ୮ ହଜାର ଅତିଥିଙ୍କ ଗହଣରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ୮ ହଜାର ଅତିଥିଙ୍କ ମଧ୍ୟରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ । ଏପରିକି ବିଜେପି ଶାସିତ ରାଜ୍ୟର…

କଂଗ୍ରେସ ଭବନରେ କାରଣ ଖୋଜା । କାହିଁକି ହାରିଲା କଂଗ୍ରେସ ? ବୈଠକରେ ବିଷ ଓଗାଳିଲେ ପରାଜିତ ପ୍ରାର୍ଥୀ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ ଓଡ଼ିଶାରେ ଶୋଚନୀୟ ପରାଜିତ ହୋଇଥିବା କଂଗ୍ରେସ ଏବେ କାରଣ ଖୋଜିବାରେ ବ୍ୟସ୍ତ । ଉଭୟ ଲୋକସଭା ଓ ବିଧାନସଭାରେ କାହିଁକି ପରାଜିତ ହେଲା କଂଗ୍ରେସ ସେନେଇ କଂଗ୍ରେସ ଭବନରେ ହେଉଛି ମାନସମନ୍ଥନ । ଦଳ ଓଡିଶାରେ ୨୧ଟି ଲୋକସଭାରୁ ମାତ୍ର ୧ଟି ଆସନ ଜିତିଥିବା ବେଳେ…

ମୋଦିଙ୍କ ବାସଭବନରେ ପହଞ୍ଚୁଛନ୍ତି ସାଂସଦ । ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ମୋଦି କରିବେ ଆଲୋଚନା ।

କନକ ବ୍ୟୁରୋ : ମୋଦିଙ୍କ ବାସଭବନରେ ପହଞ୍ଚୁଛନ୍ତି ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ । ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ଫଳାଫଳ ବାହାରିବା ପର ଠାରୁ ମନ୍ତ୍ରୀ ପଦକୁ ଆଜି ପର୍ଯ୍ୟନ୍ତ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ସେଥିରେ…

ନିଜ ରେକର୍ଡ ନିଜେ ଭାଙ୍ଗିବେ ମୋଦି! ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ନେତା ଭାବେ ଦ୍ୱିତୀୟ ଥର…

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।  ରାଷ୍ଟ୍ରପତି ଭବନରେ ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ନମୋ । ଆଉ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି ମୋଦି । ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ…

ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ ! ଭଉଣୀ କହିଲେ, ରାଷ୍ଟ୍ର ପାଇଁ ସମର୍ପିତ ମୋଦିଙ୍କ ଜୀବନ ।

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ୬୦୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମୋଦିଙ୍କ ଶପଥ…