Daily Archives

May 21, 2019

ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଲେ ରାବଡୀ ଦେବୀ ! କହିଲେ ବିଜେପି ସହ ମହାମେଣ୍ଟରେ କାମ କରୁଛନ୍ତି…

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ରାବଡି ଟ୍ୱିଟ୍ କରି କହିଛନ୍ତି ସିବିଆଇ,ଇଡି ଭଳି ନିର୍ବାଚନ କମିଶନ୍ ମଧ୍ୟ ବିଜେପି ମହାମେଣ୍ଟକରିନେଇଛନ୍ତି ଏବଂ ଏକ ହୋଇ ଲଜ୍ଜାଶୀଳ ଭାବରେ କାମ କରୁଛନ୍ତି । ରାବଡି ଦେବୀ ଟ୍ୱିଟ୍ କରି…

ବିଜେପି ଦଫ୍ତରରେ ନେତାଙ୍କ ମେଳି । ଫଳାଫଳ ପୂର୍ବରୁ କ୍ଷମତା ପାଇଁ ବଡ କସରତ, ଏକାଠି ହେଉଛନ୍ତି ବିଜେପିର ତୁଙ୍ଗ ନେତା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ଆଉ ଫଳାଫଳ ଆସିବା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ଏନଡିର ସହଯୋଗୀ ଦଳ ନେତାଙ୍କ ବୈଠକ ଆଉ କିଛି ସମୟ ପରେ ବସିବ । ଏଥିପାଇଁ ବିଜେପି ଦଫ୍ତରରେ ନେତାଙ୍କ ଭିଡ ଦେଖିବାକୁ ମିଳିଲାଣି ।…

କିଭଳି ହୁଏ ମତଗଣନା ? ଜାଣନ୍ତୁ କେମିତି ଖୋଲା ଯାଏଁ ଇଭିଏମ ଏବଂ କେଉଁ ପ୍ରକ୍ରିୟାରେ ହୁଏ ଗଣତି

କନକ ବ୍ୟୁରୋ: ଦିନକ ପରେ ବାହାରିବ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ଫଳାଫଳ ତଥା ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହିତ ସ୍ପଷ୍ଟ ହୋଇଯିବ କି କେଉଁ ଦଳ ସରକାର ଗଢିବ । ଇଭିଏମରୁ ହେଉଥିବା ଏହି ନିର୍ବାଚନରେ ମତଗଣନା କିଭଳି ପ୍ରକାରର ହେବ, ସେ ସଂପର୍କରେ…

ସନ୍ଧ୍ୟା ସୁଦ୍ଧା ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟ ୬ଟା ୪୫ ମିନିଟ୍ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ରାଜ୍ୟରୁ କେନ୍ଦ୍ର ସବୁଠି ଝଡ଼ ପୂର୍ବରୁ ନିରବତା ! ଦିନକ ପରେ ଇଭିଏମରୁ ୧୯ ପରୀକ୍ଷା ଫଳ ଆସିବ । ଆପଣଙ୍କ ମତରେ କିଏ ଉଠିବ…

କନକ ବ୍ୟୁରୋ: ଦିନକ ପରେ ଆସିବ ୧୯ ଯୁଦ୍ଧର ପରୀକ୍ଷା ଫଳ । ନିର୍ବାଚନ ଶେଷ ପରେ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ କରାଯାଉଥିବା ଏକଜିଟ୍ ପୋଲକୁ ନେଇ ରାଜ୍ୟଠୁ କେନ୍ଦ୍ର ସବୁଠି ଯେଉଁ ଚର୍ଚ୍ଚା ହେଉଛି ଚର୍ଚ୍ଚା ତାହାର ସ୍ପଷ୍ଟ ଚିତ୍ର ଦେଖିବ ଭାରତ । କିଏ ପୁଣି କେନ୍ଦ୍ର ଆଉ କେଉଁ ରାଜ୍ୟରେ…

ଆଇପିଏସ୍ ସ୍ୱାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ ! ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ ବିକଳ ଚିତ୍ର…

୨୦୧୫ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀଙ୍କ ଉପରେ ତାଙ୍କ ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ମାରପିଟ୍ କରିବା ଏବଂ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିବା ଭଳି ଅଭିଯୋଗ ମିରଠ ନୌଚନ୍ଦୀ ଥାନାରେ ଆସିଛି । ପତ୍ନୀଙ୍କ ଅଭିଯୋଗ ଥିଲା ଯେ ସ୍ୱାମୀ ତାଙ୍କୁ କୁକୁରକୁ ପିଟିଲା…