Daily Archives

May 21, 2019

ସିଦ୍ଧରମୈୟାଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରୋଶନ ବେଗ୍। କହିଲେ, ରାଜ୍ୟ ସରକାର ଗଠନର ପ୍ରଥମ ଦିନରୁ ହିଁ ସେ ନିଜକୁ…

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ । ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ନେତା ରୋଶନ ବେଗ୍ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପାରେ ବର୍ଷିଛନ୍ତି ବେଗ୍ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କାମ କରିବାକୁ ଦିଆଯାଉ…

ଯୁବକଙ୍କ ପାଇଁ ପ୍ରେରଣା କେନ୍ଦୁଝରର ଦିବ୍ୟଲୋଚନ। ନିଜ ବାପାଙ୍କ ଚାଷ ବୃତିକୁ ଆଦରୀ ନେଇ ସେଥିରେ ଦେଖିଥିଲେ ନିଜ…

କନକ ବ୍ୟୁରୋ: ମାଟ୍ରିକ ପାଶ୍ ପରେ ପାଠରେ ଡୋରୀ ବନ୍ଧା ହେଲା । ଶିକ୍ଷାକୁ ପାଥେୟ କରି ରୋଗଜାର କରିବା ଥିଲା ଅସମ୍ଭବ । କିନ୍ତୁ ବେକାର ହୋଇ ପରିବାର ଉପରେ ବୋଝସହ ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ନଦେଇ ଅନ୍ୟ ବୃତି ମାଧ୍ୟମରେ ବି ନିଜକୁ ସ୍ୱାବଲମ୍ବୀ କରାଯାଇପାରେ ତାହାର ଉଦାହରଣ…

ଏକଜିଟ୍ ପୋଲ ଆସିବା ପରେ ବିଜେପିର ବଢ଼ିଲା ଉତ୍ସାହ : ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖା ପିନ୍ଧି ତିଆରି କରାଯାଉଛି ମିଠା

ଏକଜିଟ୍ ପୋଲ ଆସିବା ପରେ ଉତ୍ସାହିତ ହୋଇ ମୁମ୍ବାଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଲେଣି । ଉତ୍ତର-ମୁମ୍ବାଇର ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟିଙ୍କ କାର୍ଯ୍ୟକର୍ତ୍ତା ଫଳାଫଳ ଆସିବା ପୂର୍ବରୁ ହିଁ ୪ ହଜାର କିଲୋ ମିଠା ର ଅର୍ଡର ଦେଇଛନ୍ତି । ଏହି…

ନିର୍ବାଚନ ଫଳାଫଳ ପାଇଁ ପ୍ରସ୍ତୁତି: ୬୩ଟି କେନ୍ଦ୍ରରେ ହେବ ମତଗଣନା, ସକାଳ ୮ଟାରୁ କାଉଣ୍ଟିଂ; ସମ୍ବଲପୁରରେ ସର୍ବନିମ୍ନ…

କନକ ବ୍ୟୁରୋ: ଦିନକ ପରେ ବାହାରିବ ୨୦୧୯ ନିର୍ବାଚନ ଫଳାଫଳ । ଏନେଇ ଗଣତି କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ୨୩ ତାରିଖରେ ୧୪୬ ବିଧାନସଭା ଓ ୨୧ ଲୋକସଭା ଆସନରେ ମତଗଣନା ହେବ । ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଟ୍ରାଇ ସାଇକେଲ୍ ଚଲାଇ ଫୁଡ୍ ଡେଲିଭରି କରୁଛନ୍ତି ଦିବ୍ୟାଙ୍ଗ ଜମାଟୋ ବଏ ! ସୋସିଆଲ୍ ମିଡିଆରେ ଭୁରି ଭୁରି ହେଉଛି…

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବଏ ରାମୁ । ଗୋଡ଼ ଅଚଳ ଥିଲେ ମଧ୍ୟ ରାମୁ ନିଜ ହାତର ସାହାଯ୍ୟରେ ଟ୍ରାଇ ସାଇକେଲ ଚଳାଇ ଫୁଡ୍ ଡେଲିଭର କରୁଥିବା ଦେଖା ଯାଇଛି । ଏହାର ଭିଡିଓ ହନି ଗୋଏଲ ନାମକ ଜଣେ ଟୁଇଟର ବ୍ୟବହାରକାରୀ ସେୟାର…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ! ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଂଚିଲେ ବଡ଼ ବଡ଼…

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,ୟୁପିଏ ଚେୟାରପର୍ସନ୍ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ…