Daily Archives

April 24, 2019

ଆପଣଙ୍କ ମତରେ ମୟୂରଭଞ୍ଜ ମହାଲଢେଇରେ ବିଜୟଟୀକା ପିନ୍ଧିବ କିଏ? ଫଟୋରେ ଦେଖନ୍ତୁ ପୂରା ନିର୍ବାଚନମଣ୍ଡଳୀର ତଥ୍ୟ ।

କନକ ବ୍ୟୁରୋ : ମୟୂରଭଞ୍ଜ ମହାଲଢେଇରେ କିଏ ମାରିବ ବାଜି । ପ୍ରତି ନିର୍ବାଚନରେ ନେତା ବଦଳାଉଥିବା ମୟୂରଭଞ୍ଜବାସୀ ଏଥର କାହାକୁ ପଲ୍ଲୀରୁ ଦିଲ୍ଲୀ ପଠାଇବେ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏଠାରେ ରାଜ୍ୟର ୩ ପ୍ରମୁଖ ଦଳଙ୍କ ବ୍ୟତୀତ ଜେଏମଏମର ମଧ୍ୟ ଦବଦବା ରହିଛି । ଜେଏମଏମ ମଧ୍ୟ…

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ଦେଲେ ୭୧.୬୧% ଭୋଟର । ଆଗରେ କେନ୍ଦୁଝର, ପଛରେ ଭୁବନେଶ୍ୱର ।

କନକ ବ୍ୟୁରୋ: ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୭୧.୬୧ ପ୍ରତିଶତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ତେବେ ଚୂଡ଼ାନ୍ତ ଭୋଟ୍ ହାର ପ୍ରତିଶତ ନେଇ ଜାତୀୟ ନିର୍ବାଚନ କମିଶନଙ୍କ ତରଫରରୁ ସୂଚନା ମିଳିଛି । ସୂଚନା ମୁତାବକ, କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟର ନିଜର…

ସାମ୍ନାକୁ ଆସିଲା ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣ ସାଙ୍ଘାତିକ ସତ । ୮ ପୁରୁଷ ଓ ଜଣେ ମହିଳା ଆତଙ୍କବାଦୀ ଘଟାଇଥିଲେ…

କନକ ବ୍ୟୁରୋ: ଶ୍ରୀଲଙ୍କା ଆତ୍ମଘାତୀ ସିରିଜ୍ ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ । ଏହି ନରରାକ୍ଷସୀ କାଣ୍ଡ ଭିଆଇଥିଲେ ୯ ଜଣ ଆତଙ୍କବାଦୀ । ଆଉ ଏଇ ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ମଧ୍ୟ ରହିଥିଲେ। ଏନେଇ ସୂଚନା ଦେଇଛନ୍ତି, ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍…

ନିରାଶ ହେଲେ ମହାରଥୀ । ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି ।

କନକ ବ୍ୟୁରୋ : ନିରାଶ ହେଲେ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ । ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି । କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ…

ବିଜେଡି ନିଶାନାରେ ଡବଲ୍-‘ବି’ ! ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ବୈଜୟନ୍ତ, କାହିଁକି ଚୁପ୍ ବସିଛି ବିଜେପି ?

କନକ ବ୍ୟୁରୋ: ପୁଣି ବିଜେଡି ନିଶାନାରେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି ବିଜେଡି । ବିଜେଡି କହିବା ମୁତାବକ, ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ବୈଜୟନ୍ତ ପଣ୍ଡା । କାରଣ, ବୈଜୟନ୍ତ ଇମ୍ଫାର ଭାଇସ୍…

ପାଟକୁରାରେ କିଏ ଧରିବ ବିଜେଡିର ମଙ୍ଗ ? ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ନେଇ ଚର୍ଚ୍ଚା, କହିଲେ, ସୁଯୋଗ ମିଳିଲେ…

କନକ ବ୍ୟୁରୋ : ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ ନିର୍ବାଚନର ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ…