Daily Archives

April 24, 2019

ମୋଦି କହିଥିଲେ ଓଡ଼ିଶାରୁ ବିଦା ହେବ ବିଜେଡି । ନବୀନ କହିଲେ, ଓଡ଼ିଶାବାସୀଙ୍କ ଆଶିର୍ବାଦରୁ ବହୁମତ ପାଇଲାଣି ବିଜେଡି, ଶପଥ…

କନକ ବ୍ୟୁରୋ: ବାଲେଶ୍ୱର ରେମୁଣାରୁ ନବୀନଙ୍କ ରଣହୁଙ୍କାର । ମୋଦିଙ୍କୁ ସିଧା ନିଶାନା କଲେ ନବୀନ । ଓଡ଼ିଶାରୁ ବିଜେଡି ବିଦା ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ନବୀନ କହିଲେ, “ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଓଡ଼ିଶାରୁ ବିଜେଡି ଗଲାପରେ ସେ ଓଡ଼ିଶାକୁ ଆସିବେ । ତେଣୁ…

ଓକିଲ ଦେଲେ ସିଜେଆଇଙ୍କ ବିରୋଧରେ ‘ଷଡଯନ୍ତ୍ର’ର ପ୍ରମାଣ । ସିବିଆଇ, ଆଇବି ଏବଂ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ…

କନକ ବ୍ୟୁରୋ: ସୁପ୍ରିମକୋର୍ଟ ଆଜି ସିବିଆଇର ଡାଇରେକ୍ଟର, ଦିଲ୍ଲୀ ପୁଲିସର କମିଶନର ଏବଂ ଇଂଟେଲିଜେନ୍ସ ବ୍ୟୁରୋଙ୍କୁ ସମନ ଜାରି କରିଛନ୍ତି । କୋର୍ଟ ଏହି ସମନ ନ୍ୟାୟିକ ଭ୍ରଷ୍ଟାଚାରର ମୁଦ୍ଦାକୁ ଯାଂଚ କରିବା ଏବଂ ଯୌନ ଉତ୍ପୀଡନ ମାମଲାରେ ଭାରତର ମୁଖ୍ୟ ନ୍ୟାୟାଧିଶ ରଂଜନ ଗୋଗୋଇଙ୍କୁ ଦୋଷୀ…

ଘୋଷଣା ହେଲା ନିର୍ବାଚନର ତାରିଖ, ବଢିଲା ସସପେନ୍ସ । ପାଟକୁରାରେ କିଏ ହେବେ ବିଜେଡି ପ୍ରାର୍ଥୀ ?

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ କୁହାଯାଉଛି ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିପାରେ ବିଜୁ ଜନତା ଦଳ । ଆସନ୍ତା…

ଆସନ୍ତା ୧୯ରେ ପାଟକୁରାରେ ପଡ଼ିବ ଭୋଟ୍ । ମେ’ ୧ରେ ନାମାଙ୍କନ, ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।

କନକ ବ୍ୟୁରୋ: ଆସନ୍ତା ମେ’ ୧୯ ତାରିଖରେ ହେବ ପାଟକୁରା ବିଧାନସଭା ନିର୍ବାଚନ । ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ କରିଥିଲେ ରିଟଣ୍ଣିଂ ଅଫିସର । ତେବେ ମେ’ ୧୯ରେ ପାଟକୁରାରେ ପଡିବ ଭୋଟ୍ । ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ ।…

ସାକ୍ଷାତକାରରେ ମୋଦି କହିଲେ ମନର କଥା । ପ୍ରଧାନମନ୍ତ୍ରୀ ନୁହେଁ ସେନାରେ ସାମିଲ ହେବାକୁ ରଖିଥିଲେ ଇଚ୍ଛା ।

କନକ ବ୍ୟୁରୋ : ନିର୍ବାଚନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏହି ସାକ୍ଷାତକାରରେ ମୋଦି ନିଜ ମନର ଅଜଣା କଥା ବଖାଣିଛନ୍ତି । ମୋଦି କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କେବେ ଭାବି ନଥିଲେ ।…

ଆମେଠିରେ ଭଲିବଲ୍ ମ୍ୟାଚ୍ ଖେଳିଲେ ସ୍ମୃତି ଇରାନୀ ! ଲାଗିଲା “ଜୟ ଶ୍ରୀ ରାମ” ଏବଂ “ଭାରତ ମାତା କି ଜୟ”ର ନାରା ।

ଆମେଠିରୁ ବିଜେପି ପ୍ରତ୍ୟାଶୀ ସ୍ମୃତି ଇରାନୀ ନିର୍ବାଚନ ପ୍ରଚାର ସମୟରେ ଗେରିଗଞ୍ଜର ମବଇ ଗାଁରେ ଭଲିବଲ୍ ଖେଳୁଥିବାର ନଜର ଆସିଥିଲେ । ସ୍ମୃତିଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଏବେ ଖୁବ୍ ହଇଚଇ ସୃଷ୍ଟି କରିଛି । ଏହି ଭିଡିଓରେ ଲୋକମାନେ “ଜୟ ଶ୍ରୀ ରାମ” ଏବଂ “ଭାରତ ମାତା କି ଜୟ”ର ନାରା…