Daily Archives

April 20, 2019

ଆସିଲା ଏଡିଆର ରିପୋର୍ଟ ! ଧନୀ ନେତା ତାଲିକାର ଟପରେ ପିନାକି ମିଶ୍ର ଓ ବବି ମହାନ୍ତି । 

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବା ବେଳେ ସାମ୍ନାକୁ ଆସିଛି ଏଡିଆର ରିପୋର୍ଟ । ତୃତୀୟ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିବ । ଭୁବନେଶ୍ୱର, ପୁରୀ, କଟକ,…

କେଉଁଝରରେ ଜିତିବ କିଏ ? ଫଟୋରେ ଫଟୋରେ ଦେଖନ୍ତୁ କେଉଁଝର ଲୋକସଭା ଓ ୭ ବିଧାନସଭା ଆସନର ଟିକିନିକି ତଥ୍ୟ ।

କନକ ବ୍ୟୁରୋ : କେଉଁଝର ଲୋକସଭା ଆସନରେ ଜିତିବ କିଏ । ଏହି ଆସନକୁ ହାତେଇବାକୁ କଂଗ୍ରେସ ଓ ବିଜେଡି ନୂଆ ପ୍ରାର୍ଥୀଙ୍କୁ  ମୈଦାନକୁ ଆଣିଥିବା ବେଳେ ବିଜେପି ପୁରୁଣା ସିପାହୀଙ୍କୁ ଧରି ପୁଣିଥରେ ନିଜର ଗଡକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛି । କେଉଁଝରବାସୀ ପ୍ରତି ଦଳକୁ ସୁଯୋଗ ଦେଇଥିବା ବେଳେ…

ସିନେମା ପରେ ସିରିଏଲ ହେଲା ବ୍ୟାନ । ମୋଦି ବାୟୋପିକ ପରେ ଏବେ ମୋଦି ୱେବ୍ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ…

କନକ ବ୍ୟୁରୋ: ସିନେମା ପରେ ଏବେ ବ୍ୟାନ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ୱେବ୍ ଧାରାବାହୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ସିନେମାକୁ ପରଦାକୁ ଆସିବାର ଠିକ୍ ପୂର୍ବରୁ ବ୍ୟାନ କରାଯିବା ପରେ ଏବେ ନିର୍ବାଚନ କମିଶନ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ୱେବ୍…

ଭାଇଙ୍କ ଆସନରେ ଭଉଣୀଙ୍କ ରଣହୁଙ୍କାର ! ୱାଇନାଡରେ ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା, କହିଲେ ଦେଶବାସୀଙ୍କୁ ଧୋକା…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ରଣହୁଙ୍କାର । ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ମହାସଚିବ । ଭାଇ ରାହୁଲଙ୍କ ଆସନରୁ ବିଜେପିକୁ କଲେ ଟାର୍ଗେଟ୍ । ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଆଜୀି କେରଳର ୱାଇନାଡ ଆସନରେ ଦମ ଦେଖାଇଛନ୍ତି ପ୍ରିୟଙ୍କା । ଭାଇ…

ଦିବଂଗତ ବିଜେଡି ନେତା ବେଦପ୍ରକାଶଙ୍କ ପ୍ରାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ । କହିଲେ, ବିଜେଡି ଓ ମୋ ପାଇଁ…

କନକ ବ୍ୟୁରୋ: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦିବଂଗତ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପ୍ରାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ସହ ବିଜେଡି ବରିଷ୍ଠ ନେତାମାନେ ମଧ୍ୟ ବେଦବାବୁଙ୍କ ପ୍ରାର୍ଥୀବ ଶରୀରର ଶେଷ ଦର୍ଶନ କରିଛନ୍ତି । ଏହାସହିତ…

ବଡ ଦେଉଳରେ ଚାଞ୍ଚଲ୍ୟ: ମନ୍ଦିର ଉପରେ ଚଢି ନୀଳଚକ୍ରରେ ଗାମୁଛା ବାନ୍ଧିଲେ ଅଜଣା ବ୍ୟକ୍ତି, ଖୋଲି ଆଣିଲେ ମହାପ୍ରଭୁଙ୍କ…

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପରିସରରେ ଅଭାବନୀୟ ଘଟଣା । ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି ମନ୍ଦିର ଉପରେ ଲାଗିଥିବା ବାନାକୁ ଖୋଲି ଆଣିବା ସହ ନିଜ…