Daily Archives

April 20, 2019

ସ୍ମୃତି ଇରାନୀଙ୍କ ନିର୍ବାଚନୀ ସଭା ବାହାରେ ଭୋଟରଙ୍କୁ ବଂଟାଯାଉଥିଲା କି ନୋଟ୍ ? ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହେଲା…

କନକ ବ୍ୟୁରୋ: ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶିକ୍ଷାଗତ ଯୋଗ୍ୟତାକୁ ନେଇ ନୁହେଁ ବରଂ ସ୍ମୃତିଙ୍କ ନାଁରେ ନିର୍ବାଚନୀ ରାଲିରେ ଭୋଟରଙ୍କୁ ଟଙ୍କା ବାଂଟାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଖାଲି ଅଭିଯୋଗ ନୁହେଁ ଏହାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଯେଉଁଥିରେ…

ବଜ୍ରପାତ ବିପଦ ! ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା…

କନକ ବ୍ୟୁରୋ: ରାଜ୍ୟର ୯ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୬ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୯ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ…

ଖଣ୍ଡପଡ଼ାବାସୀଙ୍କ ଆଶୀର୍ବାଦ ପାଇଁ ଗାଁକୁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ । କଟକ ସାଂସଦ ପ୍ରାର୍ଥୀ…

କନକ ବ୍ୟୁରୋ: ଖଣ୍ଡପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ବିଶାଳ ରାଲି କରି ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସେହିପରି ସୌମ୍ୟଙ୍କ ସହ କଟକ ବିଜେଡି ଲୋକସଭା ପ୍ରାର୍ଥୀ…

୨୦ ଲକ୍ଷ ଲେଖାଏଁ ଜରିମାନା ଦେବେ କେଏଲ ରାହୁଲ-ହାର୍ଦ୍ଦିକ ପାଣ୍ଡ୍ୟା! ବିଶ୍ୱକପ୍ ଖେଳିବା ପୂର୍ବରୁ ବିସିସିଆଇ ଶୁଣାଇଲା…

କନକ ବ୍ୟୁରୋ: ନିକଟରେ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଥିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ପ୍ରମୁଖ ଖେଳାଳୀ ତଥା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କୁ ନେଇ ବଡ ନିଷ୍ପତି ଶୁଣାଇଛି ବିସିସିଆଇ । ବିସିସିଆଇର ଲୋକପାଳ ଯାଂଚ ପରେ କେଏଲ ରାହୁଲ ଏବଂ…

କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ନେଇ ମନ୍ତ୍ରୀଙ୍କ ପୁଅ ନାଁରେ ଥାନାରେ ମାମଲା : ଖଣ୍ଡା, ଭୁଜାଲି ଧରି ଧମକାଇବା ସହ…

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ପୁଣି ଘଟିଛି ନିର୍ବାଚନୀ ହିଂସା । ଘସିପୁରା ନିର୍ବାଚନମଣ୍ଡଳୀ ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓରଫ ଟୁଟୁଙ୍କ ନାଁରେ…

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ! ଅସଦାଚରଣ ଅଭିଯୋଗକୁ ଖଣ୍ଡନ କଲେ ଜଷ୍ଟିସ ରଂଜନ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ କଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ନ୍ୟାୟାଳୟର ସ୍ୱାଧୀନତା ପ୍ରତି ରହିଛି ଭୟଙ୍କର ବିପଦ । ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ବିଚାରପତି ଜଷ୍ଟିସ ଅରୁଣ…