Daily Archives

April 10, 2019

କେନ୍ଦ୍ରାପଡାରେ ବିଜେଡି ଶିବିରକୁ ବଡ଼ ଆଶ୍ୱସ୍ତି ! ଶଶୀଙ୍କ ସମର୍ଥନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସିପ୍ରା,…

କନକ ବ୍ୟୁରୋ : ସମର୍ଥନ ମିଳିଲା, ସମୀକରଣ ବଦଳିଲା । ରୋଚକ ମୋଡରେ ପହଂଚିଲା କେନ୍ଦ୍ରାପଡା ରାଜନୀତି । ଟିକେଟ ବଂଟନକୁ ନେଇ କେନ୍ଦ୍ରାପଡା ରାଜନୀତିରେ ଲାଗିରହିଥିବା ଅସନ୍ତୋଷରେ ପଡିଛି ପୂର୍ଣ୍ଣଚ୍ଛେଦ । କେନ୍ଦ୍ରାପଡାରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ସିପ୍ରା ମଲ୍ଲିକ ଆଜି ପ୍ରାର୍ଥୀପତ୍ର…

ସୁନ୍ଦରଗଡ଼ ଜିଲ୍ଲାରେ ବୁଲିଲା ବିଜେଡି ସୁପ୍ରିମୋଙ୍କ ହାଇଟେକ୍ ବସ! ନିର୍ବାଚନ ସଭାରେ ନବୀନ କହିଲେ, ଅଟକିବନି କାଳିଆ…

କନକ ବ୍ୟୁରୋ : କାଳିଆକୁ ଯୋଜନାକୁ ଅଟକାଇ ପାରିବେନି କେହି । ନିର୍ବାଚନୀ ପ୍ରଚାର ଏଭଳି ଦୃଢୋ଼କ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଏକାଧିକ ଜନସଭା ଏବଂ ଏକ ବିରାଟ୍ ରୋଡ୍ ସୋ’ କରିବା ସହ ସିଧାସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ୍…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଘୋଡ଼ା ଚଢି ପରୀକ୍ଷା ଦେବାକୁ ଯାଉଥିବା ଝିଅର ଭିଡିଓ ! ୟୁଜର୍ସ କହିଲେ ବାହୁବଲୀ ସେନା…

ଘୋଡ଼ା ଚଢିବା ସଉକ ସମସ୍ତଙ୍କ ମଧ୍ୟରେ ନଥାଏ । ଖୁବ୍ କମ୍ ଲୋକ ହିଁ ପ୍ରଶିକ୍ଷଣ ନେଇ ଘୋଡ଼ା ଚଢିଥାନ୍ତି । କିନ୍ତୁ କଅଁଳ ବୟସରେ ଯଦି ଜଣେ ଘୋଡାରେ ବସି ପ୍ରଶିକ୍ଷକ ଭଳି ଘୋଡ଼ା ଦଉଡ଼ାଏ ତେବେ ଆପଣ ଆଶ୍ଚର୍ଯ୍ୟ ହେବା ଏକ ସାଧାରଣ କଥା । କେରଳର ତ୍ରିଶୂଳ ନାମକ ଏକ ସ୍ଥାନରେ ଜଣେ ଝିଅ ଘୋଡା ଚଢି…

ସୁନ୍ଦରଗଡ ସିଂହାସନ ଦଖଲ କରିବ କିଏ? ଫଟୋରେ ଫଟୋରେ ଜାଣନ୍ତୁ ସୁନ୍ଦରଗଡ ଲୋକସଭା ଓ ଏହା ଅଧୀନରେ ଥିବା ୭ ବିଧାନସଭାର…

କନକ ବ୍ୟୁରୋ : ସୁନ୍ଦରଗଡ ସିଂହାସନରେ ବସିବ କିଏ । ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କାରଣ ମୈଦାନରେ ରହିଛନ୍ତି ତିନି ହେଭିୱେଟ । ବିଜେପିରୁ ଜୁଏଲ, କଂଗ୍ରେସରୁ ଜର୍ଜ ଓ ବିଜେଡିରୁ ସୁନୀତା ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମ ଥର ପାଇଁ ବିଜେଡି ଏହି ଆସନରେ ବିଜୟ ପାଇଁ ଆଶା ବାନ୍ଧି…

ବିଜେପିକୁ ବଡ଼ ସଫଳତା ! ବିଜେପିରେ ସାମିଲ ହେଲେ ଗୁଜ୍ଜର ନେତା କିରୋରୀ ସିଂ ବୈଂସଲା ।

ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବିଜେପିକୁ ଏକ ବଡ଼ ସଫଳତା ମିଳିଛି । ଗୁଜ୍ଜର ନେତା କିରୋରୀ ସିଂ ବୈଂସଲା ଆଜି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୁଅ ବିଜୟ ବୈଂସଲା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ମୁଖ୍ୟାଳୟର ହୋଇଥିବା ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ସେ ବିଜେପିରେ ଯୋଗ…

ବାଟବଣା ହେଲା ଦିଦିଙ୍କ ହେଲିକପ୍ଟର । ରାଲିକୁ ଯିବା ବଦଳରେ ବାଂଲାଦେଶ ସୀମାରେ ପହଞ୍ଚିଲେ ମମତା ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ସୂଚନା ଅନୁଯାୟୀ, ଆଜି ଉତ୍ତର ଦିନାଜପୁରରେ ମମତା ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଯେଉଁ ହେଲିକପ୍ଟରରେ ମମତା, ରାଲି ସ୍ଥଳକୁ ଯାଉଥିଲେ, ତାହା…