Daily Archives

April 10, 2019

ବିଜେପିକୁ ଭୋଟ୍ ଦେବ ଯଦି ଭବିଷ୍ୟତରେ ଚା’ ବିକିବ ଲେଖି ଆତ୍ମହତ୍ୟା କଲେ ଚାଷୀ ! ଆତ୍ମହତ୍ୟା ପାଇଁ ବିଜେପିକୁ କହିଲେ…

ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାରେ ଜଣେ କୃଷକ ବିଜେପିକୁ ଭୋଟ୍ ନ ଦେବା ପାଇଁ ଲେଖି ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମତଦାନ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ଥିବା ବେଳେ କୃଷକଙ୍କ ଏଭଳି କାମ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି । ବୃଦ୍ଧଙ୍କୁ ୬୫ବର୍ଷ ହୋଇଥିବା…

୨୦୦୦ ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ଏବଂ ପ୍ରଥମଥର ଭୋଟ୍ ଦେବାକୁ ଯାଉଥିବା ଭୋଟର ଜାଣିରଖନ୍ତୁ କିଛି…

୨୦୦୦ ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ୧୭ ତମ ଲୋକସଭା ନିର୍ବାଚନରେ ମତଦାନ କରିପାରିବେ । ୧୧ ଏପ୍ରିଲକୁ ପ୍ରଥମ ଚରଣ ମତଦାନ ହେବାକୁ ଯାଉଛି । ଏହି ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି ୭.୬ କୋଟି ଭୋଟର୍ସ । ସବୁ ରାଜ୍ୟରେ ରାଜନୈତିକ ଦଳ ଏମାନଙ୍କ ଆଡକୁ…

ପଞ୍ଚମ ଥର କ୍ଷମତାକୁ ଆସିବାକୁ ନବୀନଙ୍କ କସରତ୍ ! କରିବେ ୧୫୦ ଜନସଭା ଓ ହଜାରେ କିଲୋମିଟର ରୋଡ ସୋ, ରଘୁନାଥପାଲ୍ଲୀରେ…

କନକ ବ୍ୟୁରୋ : ରେକର୍ଡ ପଂଚମଥର କ୍ଷମତାକୁ ଆସିବା ପାଇଁ ସବୁ ବଳ ଲଗାଇଦେଇଛନ୍ତ ବିଜେଡି ସୁପ୍ରିମୋ । ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ବସରେ ବୁଲୁଛନ୍ତି ବିଜେଡି ମୁଖିଆ । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସୂଚନା ଦେଇ ନବୀନ କହିଛନ୍ତି ,…

ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ! ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ

କନକ ବ୍ୟୁରୋ : ଅପରାହ୍ନ ୩ଟା ପର ଠାରୁ ସନ୍ଧ୍ୟା ୮ଟି ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ପବନ ସହ ବର୍ଷା ବହିବ ଆଶଙ୍କା ରହିଛି । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, କନ୍ଧମାଳ,କୋରାପୁଟ ଓ ମୟୂରଭଞ୍ଜ ସାମିଲ ଅଛି । ଏହାସହ ଏହି ଜିଲ୍ଲା…

“ପିଏମ୍ ମୋଦି” ସିନେମା ଉପରେ ପୁଣିଥରେ ସଙ୍କଟ ! ନିର୍ବାଚନ ନ ହେବା ପର୍ଯ୍ୟନ୍ତ ରିଲିଜ୍ ହୋଇପାରିବ ନାହିଁ ସିନେମା

ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍ “ପିଏମ୍ ନରେନ୍ଦ୍ର ମୋଦି” ସିନେମା ଆସନ୍ତାକାଲି ରିଲିଜ୍ ହେବାକୁ ଥିବାବେଳେ ଏବେ ଏହି ଫିଲ୍ମକୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ରିଲିଜ୍ କୁ ରୋକ୍ ଲଗାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ କହିବାନୁସାରେ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ତଥା ଏହାର ଉଦେ୍ଧଶ୍ୟକୁ ପୁରଣ…

ସ୍ୱାମୀଙ୍କ ଅଜାଣତରେ ବାଇକ୍ ରୁ ଖସିପଡିଲେ ପତ୍ନୀ,୫ କି.ମି. ପଛରେ ଗୋଡାଇ ସ୍ୱୀକୁ ସ୍ୱାମୀ ସହ ମିଶାଇଲା ପୋଲିସ୍ ।

ନିକଟରେ ଉତ୍ତରପ୍ରଦେଶରେ ଏକ ଏଭଳି ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀ ନିଜ ପତ୍ନୀ ଏବଂ ପୁଅକୁ ନେଇ ବାଇକରେ ଯାଉଥିବା ବେଳେ ଏକ ବ୍ରେକର ଆସିଥିଲା । ବ୍ରେକରଟି ଏତେ ଜୋରରେ ବାଜିଥିଲା ଯାହା ଫଳରେ ପଛରେ ବସିଥିବା ମହିଳା ଜଣକ ତଳେ ପଡି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ…